Browsing Category

Top Stories

ଆଜି ଆଷାଢ ଗୁପ୍ତ ନବରାତ୍ରୀ, ବିଛା ରାଶିର ଜାତକଙ୍କ ପାଇଁ ରହିଛିି ସମସ୍ୟା, ଅନ୍ୟ ରାଶିର ଜାତକରେ କ’ଣ ରହିଛି ଜାଣିନିଅନ୍ତୁ

ଆଜି କିଛି ରାଶିର ଜାତକଙ୍କ ଲାଗି ବହୁତ ଭଲ ସମୟ ରହିଥିବା ବେଳେ ଆଉ କିଛି ରାଶିର ଜାତକଙ୍କ ଲାଗି ସମୟ ଭଲ ନୁହେଁ । ଅର୍ଥାତ୍ ଏମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ମେଷ: ବାଣିଜ୍ୟିକ ଓ…

କାର୍ ଭିତରେ ୩ ଶିଶୁ ଶ୍ୱାସରୁଦ୍ଧ ହୋଇ ମୃତ, ମୃତକଙ୍କ ମଧ୍ୟରେ ଦୁଇ ଭାଇ ଭଉଣୀ ଥିବା ସୂଚନା

ନାଗପୁର:ମହାରାଷ୍ଟ୍ରରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ୩ ଜଣ ଶିଶୁ ଏଠାରେ କାର୍ ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରର ନାଗପୁର ଫାରୁକ୍ ନଗରରେ ୩ ଜଣ ଶିଶୁ ଘରଠାରୁ ୫୦ ମିଟର ଦୂରରେ ଏକ କାର୍…

୪ ଟି ପରିସ୍ଥିତିରେ ହାତ ଏବଂ ପାଦ ଫୁଲିଥାଏ, ହୋଇପାରେ ଏଡିମା ଭଳି ଗମ୍ଭୀର ରୋଗର ଲକ୍ଷଣ !

ଶରୀରରେ କୌଣସି ପ୍ରକାର ରୋଗ ଥିଲେ ହାତ, ଗୋଡ଼ ବା ପାଦ ଫୁଲିଯିବା ଭଲ ଲକ୍ଷଣ ନୁହେଁ । ତେବେ କେଉଁ ରୋଗ କାରଣରୁ ହାତ, ଗୋଡ଼ ଫୁଲିଯାଏ ସେ ସମ୍ପର୍କରେ ଆମେ ଆଲୋଚନା କରିବା । ତେବେ ୪ ଟି ପରିସ୍ଥିତିରେ ହାତ ଏବଂ ପାଦ…

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ: ସକାଳ ୮ଟା ରୁ ହେବ ଦର୍ଶନ

ପୁରୀ: ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । ଘୋଷଯାତ୍ରା ପୂର୍ବରୁ ଆଜି ନବଯୌବନ ବେଶରେ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ସକାଳ…

ବଡ଼ଦାଣ୍ଡରେ ଭିଡ଼ ଜମୁଛି : ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ନବଯୌବନ ଦର୍ଶନ । ଏଥିନେଇ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି । ଦୀର୍ଘ ୧୫ ଦିନର ଅନବସର ପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ମହାବାହୁ । ସୋମବାର ସକାଳ…

ସ୍ବାସ୍ଥ୍ୟ ପାଇଁ କାହିଁକି ଉପକାରୀ କେଶର ? କିଡ୍‌ନୀ ଏବଂ ଲିଭରଜନିତ ସମସ୍ୟାରୁ ମିଳିଥାଏ ମୁକ୍ତି

କେଶର ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଏହାକୁ ଖାଇଲେ ବହୁ ରୋଗରୁ ମୁକ୍ତି ମିଳିପାରିବ। କେଶର ହଜମ ପ୍ରକ୍ରିୟାକୁ ତ୍ୱରାନିତ କରିଥାଏ। ଏହା କିଡ୍‌ନୀ, ମୂତ୍ରାଶୟ ଏବଂ ଲିଭରଜନିତ ସମସ୍ୟାକୁ ଦୂର କରି ରକ୍ତ ବିଶୋଧନ…

ମଣିଷର ମସ୍ତିଷ୍କରେ ଲୁଚି ରହିପାରିବ HIV ଭାଇରସ: ଚିକିତ୍ସା ବନ୍ଦ କଲେ AIDS ସଂକ୍ରମଣ ପୁଣି ବଢ଼ିବ, ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ମଣିଷକୁ ନେଇ ରିସର୍ଚ୍ଚରୁ ଅନେକ ସମୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ତଥ୍ୟର ଖୁଲାସା କରିଛନ୍ତି । ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି (ଏଚଆଇଭି) ଆମର…

ଉତ୍କଳମଣି ଗୋପବନ୍ଧୁଙ୍କ ୯୫ତମ ଶ୍ରାଦ୍ଧ ଦିବସ ପାଳିତ: ଶ୍ରଦ୍ଧାଞ୍ଜଳି ସହ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଦିବସ ଅବସରରେ ପାଣ୍ଡରା ସ୍ଥିତ ଆଦର୍ଶ ବୃଦ୍ଧାଶ୍ରମ ଠାରେ ଉତ୍କଳମଣି ଙ୍କୁ ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରତିମୂର୍ତ୍ତି ରେ…

ରିସର୍ଚ୍ଚରୁ ଖୁଲାସା: ମଣିଷ କାନ୍ଦିଲେ ବି ଏହିସବୁ ଫାଇଦା ପାଇଥାଏ ଶରୀର, ଲୁହ କେତେ ପ୍ରକାର?

ହସିବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାରର ଫାଇଦା ମିଳୁଥିବା ଆପଣ ଜାଣିଥିବେ । କିନ୍ତୁ କାନ୍ଦିଲେ ମଧ୍ୟ ଆମ ଶରୀର ବିଭିନ୍ନ ଉପାୟରେ ଲାଭବାନ ହୋଇଥାଏ । ରିସର୍ଚ୍ଚରୁ ଜଣାଯାଇଛି ଯେ, ଆପଣଙ୍କୁ ଯେବେ ବି କାନ୍ଦିବାକୁ ହୁଏ…

ବଡ଼ ଖବର: ବିଧାୟିକା ଦଳରୁ ବହିଷ୍କୃତ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜଣେ ମହିଳା ବିଧାୟକ ଏକ ପାର୍ଟିରୁ ବହିଷ୍କୃତ ହୋଇଛନ୍ତି । ମହାରାଷ୍ଟ୍ରରୁ ଆସିଛି ଏଭଳି ଏକ ବଡ଼ ଖବର । ଉଦ୍ଧବ ଠାକରେଙ୍କ ଶିବସେନା ଗ୍ରୁପରୁ ମନୀଷା…