Browsing Category

Top Stories

ଦିଲ୍ଲୀରେ ପ୍ରବଳ ଥଣ୍ଡା, ୧.୪ କୁ ଖସିଲା ପାରଦ

ନୁଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି ଅସମ୍ଭାଳ ଜାଡ଼। ଆଜି ଦିଲ୍ଲୀରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୧.୪ ରେକର୍ଡ କରାଯାଇଛି। ପଞ୍ଜାବ, ହରିୟାଣ. ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର…

ବର୍ତ୍ତମାନ ଡିଜେଲରେ ନୁହେଁ ଗୋବରରେ ଚାଲିବ ଟ୍ରାକ୍ଟର, ୧୦ବର୍ଷ ଅଧ୍ୟୟନ ପରେ ମିଳିଲା ସଫଳ

ଲଣ୍ଡନ: ବିଶ୍ୱରେ ପ୍ରାକୃତିକ ଇନ୍ଧନର ଅଭାବ ହେତୁ ପୃଥିବୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସେଥିପାଇଁ ଦେଶ ତଥା ବିଦେଶରେ ଏହାର ବିକଳ୍ପ ପ୍ରକ୍ରିୟା ବାହାର କରିବାର ଅନୁସନ୍ଧାନରେ ଅଛନ୍ତି । ତେବେ ଏହି ଇନ୍ଧନ…

ବାଂଲାଦେଶ ସୀମାରେ ୨ ବୋଟ୍ ନିଖୋଜ, ମିଳୁନି ୧୩ ମତ୍ସ୍ୟଜୀବିଙ୍କ ମିଳୁନି ପତ୍ତା

ପାରାଦୀପ: ପାରାଦୀପରୁ ମାଛ ଧରିବାକୁ ଯାଇଥିବା ଦୁଇଟି ବୋଟ୍ ନିଖୋଜ । ଏଥିରେ ଥିବା ୧୬ ଜଣ ମତ୍ସ୍ୟଜୀବିଙ୍କ ସହିତ କୌଣସି ସମ୍ପର୍କ ହୋଇପାରୁ ନାହିଁ । ଏବେ ଯାଏଁ ସେମାନଙ୍କ ବିଷୟରେ କୌଣସି ସୂଚନା ମିଳି ନଥିବା ବେଳେ…

ଶେଷ ହେଲା ଜେ.ଇ.ଇ. ମେନ୍‍ ପାଇଁ ଆବେଦନ, ଜାଣନ୍ତୁ କେବେ ଉପଲବ୍ଧ ହେବ ଆଡ୍‍ମିଟ୍‍ କାର୍ଡ଼

ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ଜେ.ଇ.ଇ. ମେନ୍‍ ପାଇଁ ଆବେଦନ ଓ ତ୍ରୁଟି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍‍ମିଟ୍‍ କାର୍ଡ଼ ଖୁବ୍‍ ଶୀଘ୍ର ଆରମ୍ଭ ହେବ ବୋଲି…

ଅଫିସ୍ ଖାଲି କରୁଛନ୍ତି ମେଟା, ମାଇକ୍ରୋସଫ୍ଟ: ହଜାର ହଜାର କର୍ମଚାରୀଙ୍କ ଉପରେ ଝୁଲିଲା ଖଣ୍ଡା

ନୂଆଦିଲ୍ଲୀ: ବିଶ୍ୱ ବଜାରକୁ ଆର୍ଥିକ ମାନ୍ଦାବସ୍ଥା ଗ୍ରାସ କରିଥିବା ବେଳେ ଏହାର ଜୋରଦାର ପ୍ରଭାବ ଆଇଟି କ୍ଷେତ୍ର ଉପରେ ପଡିଛି। ଅନେକ ବଡ଼ କମ୍ପାନୀ ହଜାର ହଜାର ସଂଖ୍ୟାରେ ଛଟେଇ କରୁଛନ୍ତି। ଏହାରି ମଧ୍ୟରେ ଖବର ଆସୁଛି…

ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ଭାକେନ୍ସି ନାହିଁ; ନରେନ୍ଦ୍ର ମୋଦୀ ୨୦୨୪ ରେ ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ଭାକେନ୍ସି ନାହିଁ ଏବଂ…

ଓଡ଼ିଶାରେ ମୋବାଇଲ୍ ଗେମର ସଂଖ୍ୟା ସର୍ବାଧିକ ବୃଦ୍ଧି, ବିଶ୍ୱରେ ସର୍ବାଧିକ ଗ୍ରାହକ ଭାରତରେ

ଭୁବନେଶ୍ୱର: ମୋବାଇଲ ଗେମରଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ୫୫% ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୧୬୫୨% ବଢିଥିବା ଇଣ୍ଡିଆ ମୋବାଇଲ୍ ଗେମିଂ ରିପୋର୍ଟ(ଆଇଏମ୍‌ଜିଆର) ୨୦୨୨ରେ କୁହାଯାଇଛି।…

ଡଟ୍‌ଫେଷ୍ଟରେ ଦୁଲୁକିଲା ପ୍ରଦର୍ଶନୀ ପଡ଼ିଆ, ଯୁବପିଢିଙ୍କୁ ମତୁଆଲା କଲେ ଦିଶା ପଟାନୀ, ଗୁରୁ ରନ୍ଧୱା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ବହୁ ପ୍ରତିକ୍ଷୀତ ଡଟ୍‌ଫେଷ୍ଟର ଦ୍ୱିତୀୟ ସଂସ୍କରଣ ରବିବାର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। ଏହି ଫେଷ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ…

ୟୁକ୍ରେନ୍‌ରେ ରୁଷ୍ ସେନାର ପ୍ରଚଣ୍ଡ ଆକ୍ରମଣ, ଘନ ଘନ ମିସାଇଲ୍ ମାଡରେ ୧୪ ମୃତ

କିଭ: ଗତବର୍ଷ ଫେବୃଆରୀ ମାସରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିଲା ଘମାଘୋଟ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହି ଯୁଦ୍ଧରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟୁଥିଲେ ମଧ୍ୟ କେହିବି ନିଜ ଜିଦ୍ ରୁ ଓହରିବାକୁ…

ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ? ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ହୋଇପାରେ ନିଷ୍ପତି

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ଗୃହ…