Browsing Category
Top Stories
ବର୍ଷର ଶେଷ ସୂର୍ଯ୍ୟପରାଗ ଏହି ଦିନ ଲାଗିବ, ଏହି ରାଶିର ଲୋକମାନେ ହେବେ ଅଧିକ ପ୍ରଭାବିତ
ନୂଆଦିଲ୍ଲୀ: ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା । ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି । ହିନ୍ଦୁ ଧର୍ମ, ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣକୁ ଭଲ ବିବେଚନା କରାଯାଏ…
ପିଏମ ମୋଦୀ ୭୫ ଟଙ୍କା ମୁଦ୍ରା ଲଞ୍ଚ କରିଛନ୍ତି, କିନ୍ତୁ ସାଧାରଣ ଜନତା ଏଥିରେ କରିପାରିବେନି କାରବାର: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଉଦଘାଟନ ଉତ୍ସବରେ ୭୫ ଟଙ୍କିଆ ସ୍ମାରକ ମୁଦ୍ରା ଜାରି କରିବାର ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦର ଉଦଘାଟନ କରିବା ପରେ ୭୫ ଟଙ୍କା ମୂଲ୍ୟର…
ଓଡ଼ିଆ ବୈଜ୍ଞାନିକଙ୍କ ବଡ଼ ସଫଳତା: ଆପଣଙ୍କୁ କ୍ୟାନସର ହୋଇଛି କିମ୍ବା ଆଗକୁ ହୋଇପାରେ, ମାତ୍ର ୪ ଘଣ୍ଟାରେ ମିଳିଯିବ ସମସ୍ତ ତଥ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନର ସମୟରେ କ୍ୟାନସର ଏକ ଭୟଙ୍କର ବୀମାରୀ । ୫୦ ବର୍ଷରୁ କମ୍ ବୟସର ଲୋକମାନେ ଏଥିରେ ବେଶି ଶିକାର ହେଉଥିବା ବେଳେ ପ୍ରତିବର୍ଷ ଆମ ଦେଶରେ କ୍ୟାନସରରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ…
ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି: ଜୋରଦାର ଚାଲିଛି ପ୍ରସ୍ତୁତି
ଭୁବନେଶ୍ୱର: ଓଡିଶାର ଲୋକପ୍ରିୟ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେଉଛି । ୨୦୧୯ ମେ' ୨୯ ତାରିଖରେ ଓଡିଶାର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ପଞ୍ଚମ…
ବଜ୍ରପାତ ଦେଖାଇଲା ଭୟଙ୍କର ରୂପ: ଚାଲିଗଲା ୨୧ଟି ଗୋରୁ ଓ ୩ଟି ଛେଳିର ଜୀବନ, ୬ ଜଣ ଗୋରୁ ଚରାଳି ଗୁରୁତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନ ବେଳା ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ କାଳବୈଶାଖୀ ଅନୁଭୂତ ହେଉଛି । ଏହା ମଧ୍ୟରେ ପଶ୍ଚିମ ଓଡ଼ିଶାର ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଟପିଛି ।…
୩ ବର୍ଷ ପରେ ୟୁପିଆଇରେ ହେବ ୯୦% ଡିଜିଟାଲ ପେମେଣ୍ଟ, ପ୍ରତିଦିନ କରାଯିବ କୋଟି କୋଟି କାରବାର
ନୂଆଦିଲ୍ଲୀ: ଆଜିର ସମୟରେ ୟୁପିଆଇ ମାଧ୍ୟମରେ କାରବାର ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଥିରେ ଡିଜିଟାଲ୍ ଟ୍ରାଞ୍ଜାକ୍ସନ ପ୍ରସଙ୍ଗରେ ଏହା ଭାରତକୁ ବିଶ୍ୱସ୍ତରୀୟ ଅଗ୍ରଣୀ କରିପାରିଛି । ବର୍ତ୍ତମାନ ଏହା ମାଧ୍ୟମରେ…
ପୁଣିଥରେ ତୁର୍କୀର ରାଷ୍ଟ୍ରପତି ହେଲେ Erdogan, ଲଗାତାର ୧୧ଥର ପିନ୍ଧିବେ ପାଇଁ ମୁକୁଟ
ନୂଆଦିଲ୍ଲୀ: ତୁର୍କୀ ରାଷ୍ଟ୍ରପତି ନିର୍ବାଚନରେ ରିସେପ୍ ତାଇପ ଏର୍ଦୋଗନ୍ ବାଜି ମାରିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଲଗାତାର ୧୧ ଥର ନିର୍ବାଚନ ଜିତିଛନ୍ତି । ଦୀର୍ଘ ଦିନ ଧରି କ୍ଷମତାରେ ଥିବା ରିସେପ୍ ତାଇପ…
ବସକୁ ପିଟିଲା ଟ୍ରକ: ୨ ଜଣଙ୍କ ମୃତ୍ୟୁ, ୮ ଆହତ
ନୂଆଦିଲ୍ଲୀ: ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇ ଗଲାଣି । ମଦ୍ୟପାନ ଓ ଅସାବଧାନତା କାରଣରୁ ଅନେକ ସମୟରେ ନିରୀହ ଜୀବନ ଚାଲିଯାଉଛି । ତେବେ ଏହା ମଧ୍ୟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଖବର ଆସିଛି ।…
ବିବାହ ଭୋଜିରୁ ଫେରିବା ବେଳେ JEଙ୍କୁ ସଂଘବଦ୍ଧ ଆକ୍ରମଣ: ବିଦ୍ୟୁତକାଟକୁ ନେଇ ପିଟିଲେ ଲୋକେ
ନୀଳଗିରି: ବିଦ୍ୟୁତକାଟ ଘଟଣାକୁ ନେଇ ଜେଇଙ୍କ ଉପରେ ହୋଇଛି ଆକ୍ରମଣ । ଏକ ବିବାହ ଭୋଜିରୁ ଫେରିବା ବେଳେ ବିଦ୍ୟୁତକାଟ ସମସ୍ୟାକୁ କେନ୍ଦ୍ର କରି କିଛି ଲୋକ ତାଙ୍କୁ ଅଟକାଇବା ସହ ଆକ୍ରମଣ କରିଥିବା ସୂଚନା ମିଳିଛି ।…
ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ରାଜସ୍ୱ ବିଭାଗର ଚିଠି
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଯାଇଛି । ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି । ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି…