Browsing Category
Top Stories
ଦ୍ୱିତୀୟ ଥର ମା’ ହେବେ ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଲୋକା ; Baby Shower ଫଟୋ ଭାଇରାଲ
ମୁମ୍ବାଇ : ଅମ୍ବାନୀ ପରିବାରର ବଡ ବୋହୂ ଯଥା ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟା ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ନିକଟରେ ତାଙ୍କ ଶିଶୁ ସାୱାର ସମାରୋହ ଶେଷ ହୋଇଛି । ଯାହାର ଚିତ୍ର…
ଗୋଡାଇ ଗୋଡାଇ କାମୁଡୁଛି ପାଗଳ କୁକୁର: ୧୭ ଜଣଙ୍କୁ କଲାଣି ଘାଇଲା
କଣାସ: ପାଗଳ କୁକୁରକୁ ନେଇ ସାର ଅଞ୍ଚଳରେ ଖେଳି ଯାଇଛି ଆତଙ୍କର ମାହୋଲ । କଣାସ ଅଞ୍ଚଳରେ ମାତିଛି ଏକ ପାଗଳ କୁକୁର । ଲୋକଙ୍କୁ ଦେଖିବା ମାତ୍ରେଗୋଡାଇ ଗୋଡାଇ କାମୁଡିବାରେ ଲାଗିଛି । ଆଜି ଗୋଟିଏ ଦିନରେ ପ୍ରାୟ ୧୭ ଜଣ…
ବଡ ଖବର; ସମୟ ଭିତରେ ସବୁ ୨୦୦୦ ଟଙ୍କିଆ ନୋଟ ଡିପୋଜିଟ କରି ନାହାନ୍ତି? ଜାଣନ୍ତୁ କ’ଣ କରିବେ
ନୂଆଦିଲ୍ଲୀ: ଆଜିଠୁ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏପର୍ଯ୍ୟନ୍ତ ଏହି ନୋଟକୁ ଅବୈଧ ଘୋଷଣା କରାଯାଇ ନଥିବା ବେଳେ ଲୋକଙ୍କର ଏ ନେଇ ସନ୍ଦେହ ଲାଗି ରହିଛି । ତେବେ ଆସନ୍ତା…
ଆର୍ଥିକ ସ୍ୱଚ୍ଛଳତା ସତ୍ତ୍ୱେ ଚାକିରି କରି ନିଜ ପଢା ଖର୍ଚ୍ଚ ଉଠାଉଥିଲେ ଆଇଏଏସ୍ ଟପ୍ପର ଈଶିତା
ଗ୍ରେଟର ନୋଏଡା:ୟୁପିଏସସି ସିଭିଲ୍ ସର୍ଭିସ୍(ଆଇଏଏସ୍) ୨୦୨୨ ପରୀକ୍ଷାରେ ଇଶିତା କିଶୋର ପୁରା ଦେଶରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଇଶିତା ଶ୍ରୀରାମ କଲେଜ ଅଫ୍ କମର୍ସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ର…
କେଉଁ ବୟସରେ ଭାରତୀୟ ମହିଳମାନେ ସ୍ୱଇଚ୍ଛାରେ ରଖନ୍ତି ଯୌନ ସମ୍ପର୍କ ?
ନୂଆଦିଲ୍ଲୀ : ଏକ ଦଶନ୍ଧି ପୂର୍ବରୁ ଶିଶୁ ଯୌନ ଶୋଷଣ ମାମଲାର ମୁକାବିଲା ପାଇଁ ଭାରତ ଏକ କଠୋର ନୂତନ ନିୟମ ପ୍ରଣୟନ କରିଥିଲା। ବର୍ତ୍ତମାନ କିଶୋରମାନଙ୍କ ମଧ୍ୟରେ ସମ୍ମତିଭିତ୍ତିକ ଯୌନ ସମ୍ପକକୁ ଅପରାଧୀକରଣ କରିବାର…
ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ଉପକୂଳ ତୁଳନାରେ ପଶ୍ଚିମ ଓଡ଼ିଶାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଆହୁରି ଦୁଇ-ତିନି ଦିନ ପର୍ଯ୍ୟନ୍ତ ସ୍ଥିତି ଏହିଭଳି ଅପରିବର୍ତ୍ତିତ…
WTC Final-2023 ପୂର୍ବରୁ ଭାରତ ଆଗରେ ବଡ ସମସ୍ୟା: ଭାଙ୍ଗିଯିବ ବିଶ୍ୱ ବିଜେତା ହେବାର ସ୍ୱପ୍ନ!
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ-୨୦୨୩ର ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଇଂଲଣ୍ଡର ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ଏହି ଐତିହାସିକ ମ୍ୟାଚ । ତେବେ ଏହି ମ୍ୟାଚରେ…
ଶିକ୍ଷା ଅଧିକାର EWS ଛାତ୍ରଙ୍କୁ ନିଜକୁ ଶିକ୍ଷିତ କରିବା ପାଇଁ “ଗୋଟିଏ ପଇସା” ଦେବାକୁ ବାଧ୍ୟ କରେ ନାହିଁ: ମାଡ୍ରାସ ହାଇକୋର୍ଟ
ନୂଆଦିଲ୍ଲୀ: ଶିଶୁ, ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ ଅନୁଯାୟୀ ଏକ ବିଦ୍ୟାଳୟରେ ଭର୍ତ୍ତି ହୋଇଥିବା ଅର୍ଥନୈତିକ ଦୁର୍ବଳ ବିଭାଗ (ଇଡବ୍ଲୁଏସ୍ଏସ୍) ର ପିଲାଙ୍କ ଦ୍ୱାରା ଖର୍ଚ୍ଚ ହୋଇଥିବା ସମସ୍ତ ଖର୍ଚ୍ଚ ରାଜ୍ୟ…
ପେଟ୍ରୋଲ ପମ୍ପରେ ନୋଟିସ୍ ; ୨୦୦୦ ଟଙ୍କିଆ ଥିଲେ, ଏଠାକୁ ଆସନି ବ୍ୟାଙ୍କ ଯାଅ…
ନୂଆଦିଲ୍ଲୀ : ଦୁଇ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ଗୋଷଣା ପରେ ବ୍ୟାଙ୍କ ବ୍ୟାତୀତ ଏବେ ଦୁଇଟି ସ୍ଥାନରେ ଅତ୍ୟଧିକ ଭିଡ ଦେଖିବାକୁ ମିଳୁଛି । ଗୋଟିଏ ହେଲା ସୁନା ଦୋକାନ ଏବଂ ଅନ୍ୟଟି ହେଲା ପେଟ୍ରୋଲ ପମ୍ପ । ସୁନା…
ଦୁଃଖଦ ଖବର: କୁନୋ ନେସନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ; ମା’ ଜ୍ୱାଳାର ଶବକ
ମଧ୍ୟପ୍ରଦେଶ: କୁନୋ ନେସନାଲ ପାର୍କରୁ ଆସିଛି ଆଉ ଏକ ଦୁଃଖ ଖବର । ପାର୍କରେ ଆଜି ପ୍ରାଣ ହରାଇଛି ଚତୁର୍ଥ ଚିତା । ଏଠାରେ ତିବା ମାଈ ଚିତା ଜ୍ୱାଳାର ଶାବକ ମୃତ୍ୟୁବରଣ କରିଥିବା ଜାଣିବାକୁ ମିଳିଛି । ତେବେ ମୃତ୍ୟୁର କାରଣ…