fbpx
Browsing Category

Top Stories

ସରକାରୀ ଚାକିରିଆ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉପହାର: ରାଜ୍ୟରେ ଖୋଲିବ ପେନସନ ଓ ପ୍ରମୋସନ ଅଦାଲତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରିଆଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ପେନସନ ଓ ପ୍ରମୋସନ ଅଦାଲତ । ଏହାଦ୍ୱାରା ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ, ଅବସର…

ବିମାନ ଧରିବା ନିୟମରେ ବଡ ପରିବର୍ତ୍ତନ, ବିମାନ ଉଡ଼ାଣର ଏତିକି ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ହେବାକୁ ପଡିବ ହାଜର

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ ବୃଦ୍ଧି ହେତୁ ବିମାନ କମ୍ପାନୀଗୁଡିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ଇଣ୍ଡିଗୋ ବିମାନ ସେବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆ ମଧ୍ୟ ଯାତ୍ରୀମାନଙ୍କୁ ଘରୋଇ…

ଓଜନ ହଟେଇବା ପାଇଁ ସବୁଠାରୁ ସହଜ ଉପାୟ , ନିତିନ ଗଡ଼କରୀ କମେଇଲେ ୪୫ କେଜି

ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ପାଇବା ସାମାନ୍ୟ କଥା ଆଉ ଏହା ସହିତ ଏହାକୁ କିପରି ହ୍ରାସ କରି ହେବ ତାହାକୁ ନେଇ ବିଭିନ୍ନ ଉପାୟ ମଧ୍ୟ ଅଛି । ତେବେ ଆପଣ ଯଦି ଓଜନ ହ୍ରାସ କରୁଛନ୍ତି ଖାଦ୍ୟପେୟ ଠିକ ରଖିବା…

ପଠାଣି ସାମନ୍ତ ଜୟନ୍ତୀ ଉପଲକ୍ଷେ କଳାଭୁମିରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

ଭୁବନେଶ୍ୱର :ରକ୍ତଦାନ ଜୀବନ ଦାନ ର ବାର୍ତ୍ତାକୁ ଆଧାର କରି କଳାଭୁମି ଓଡିଶା ପଠାଣି ସାମନ୍ତ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଜୟଦେବ ବିହାର ସ୍ଥିତ ଉତ୍କଳମଣି ସେବା କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ…

୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପକ୍ଷରେ ନୀତିଶ କୁମାର ବଡ ଦାବିଦାର ! କଣ ସମର୍ଥନ ଦେବ ସବୁ ଦଳ

ନୂଆଦିଲ୍ଲୀ: ୨୦୨୫ ବିହାର ବିଧାନସଭା ନିର୍ବାଚନ ତେଜସ୍ଵୀ ଯାଦବଙ୍କ ନେତୃତ୍ଵରେ ଲଢାଯିବ। ମଙ୍ଗଳବାର ଏମିତି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ…

ଆଉ ନାହାନ୍ତି ୨୧ ବର୍ଷୀୟା ଟିକଟକ ଷ୍ଟାର ଅଲୀ ଡୁଲିନ

ନୂଆଦିଲ୍ଲୀ: ଜଣାଶୁଣା ଟିକଟକ ଷ୍ଟାର ଅଲୀ ଡୁଲିନ ଆଉ ନାହାନ୍ତି । ମାତ୍ର ୨୧ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । ଅଲୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଫ୍ୟାନ୍ସଙ୍କ ମଧ୍ୟରେ ‘ସ୍ପାଇସ’…

ବାପାର ଶବକୁ ଖଣ୍ଡ ଖଣ୍ଡ କରି କାଟିଲା ପୁଅ: ଶ୍ରଦ୍ଧା ହତ୍ୟାକାଣ୍ଡର ପୁଣି ଘଟିଲା ପୁନରାବୃତ୍ତି

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ଭଳି କର୍ଣ୍ଣାଟକରେ ବର୍ବରତାର ଆଉ ଏକ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ବାଗଲକୋଟରେ ଜଣେ ପୁଅ ତାଙ୍କ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପରେ ପୁଅ…

ଓକିଲ ସଂଘ ଆନ୍ଦୋଳନ ସ୍ଥଗିତ: କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟିର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଜାରି ରହିଥିବା ଓକିଲ ସଂଘର ଆନ୍ଦୋଳନକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଓକିଲ ସଂଘ ଆନ୍ଦୋଳନ ସ୍ଥଗିତ ରଖିବାକୁ କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତ୍ତି…

ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା କେତେ ବଢ଼ିବ! ୯୯ ହଜାରରୁ ୩ ଲକ୍ଷ ବୃଦ୍ଧି ପାଇଁ ଦାବି, ବାଚସ୍ପତିଙ୍କୁ ସୁପାରିଶ କଲା କମିଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନେ ପାଇବେ ଅଧିକ ଦରମା ଓ ଭତ୍ତା । ଏଥିସହିତ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ଦରମା ବୃଦ୍ଧି…

ADR Report:୨୪ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା, ୯୪ ପ୍ରତିଶତ ମନ୍ତ୍ରୀଙ୍କ ପାଖରେ ଅଛି କୋଟି କୋଟି ସମ୍ପତି

ନୂଆଦିଲ୍ଲୀ :ନବ ଗଠିତ ଗୁଜରାଟ ବିଧାନସଭାରେ ପ୍ରାୟ ୨୪ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଏଡିଆର ରିପୋର୍ଟରେ ଦର୍ଶାଯାଇଛି । ମନ୍ତ୍ରୀଙ୍କ ଆର୍ଥିକ ପୃଷ୍ଠଭୂମି ବିଷୟରେ ମଧ୍ୟ ସୂଚନା ଦିଆଯାଇଛି ,…