fbpx
Browsing Category

Top Stories

(VIDEO) ସାଇକେଲ ଚଳାଇବା ସମୟରେ ପବନରେ ଉଡିଲେ ବ୍ୟକ୍ତି; ଭାଇରାଲ ହେଉଛି ଭିଡିଓ

ଦିନକୁ ଦିନ ସମାଜରେ ସୋସିଆଲ ମିଡିଆର ଚାହିଦା ବୃଦ୍ଧି ପାଇବାର ଲାଗିଛି । ଅଭିନେତା ଠାରୁ ଆରମ୍ଭ କରି ରାଜନେତା, ଏପରି କି ସାଧାରଣ ଜନତାଙ୍କ ପ୍ରର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଦେଖିବାରକୁ…

ଭାରତ-ୟୁଏଇ ସମ୍ପର୍କ ବହୁତ ଖାସ୍, ଯାହା ପରିବର୍ତ୍ତିତ ଦୁନିଆର ଗଠନ ପାଇଁ ଦେବ ଆକାର : ଏସ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଦିନ ଇଣ୍ଡିଆ ଗ୍ଲୋବାଲ ଫୋରମ ୟୁଏଇ ୨୦୨୨ର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହି ସମୟରେ ଏସ ଜୟଶଙ୍କର କହିଛନ୍ତି ଯେ, ଯଦି ଆମେ ବିଶ୍ୱର ଏହି ଭାଗରେ…

ପୂର୍ବତନ ମନ୍ତ୍ରୀ ରାଜା ପାଟେରିୟା ଗିରଫ: ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ

ମଧ୍ୟପ୍ରଦେଶ: କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପାଟେରିୟା ଗିରଫ ହୋଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । କଂଗ୍ରେସ ନେତା ରାଜା ପାଟେରିୟାଙ୍କୁ ମଧ୍ୟପ୍ରଦେଶ ଦମୋହର ହଟ୍ଟାରେ…

କୁହୁଡି ପାଇଁ ବିଳମ୍ବ ହେଲା ୪ଟି ବିମାନ ସେବା

ଭୁବନେଶ୍ୱର:ରାଜ୍ୟରେ କିଛିଦିନ ହେବ ଶୀତର ମାତ୍ରା କମ ଥିବା ବେଳେ ଆଜି କଟକ ଏବଂ ଭୁବନେଶ୍ୱର ସହରରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ୫୦ମିଟର ମଧ୍ୟରେ ଥିବା ଦୂରତା ଦେଖାଯାଉନାହିଁ । ତେବେ ମାତ୍ରାଧିକ କୁହୁଡ଼ି…

ଆଉ ଅଟକିବନି ଆପଣଙ୍କ EPF ଟଙ୍କା: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ୨୦୨୨ ବର୍ଷ ସରିବାକୁ ଅଳ୍ପଦିନ ବାକି ରହିଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ଚାକିରିଆ ଲୋକଙ୍କୁ ଖୁସିଖବର ଦେଇଛନ୍ତି । କେନ୍ଦ୍ର ଘୋଷଣା କରିଛି ଯେ, ବର୍ତ୍ତମାନ ସମସ୍ତ ଇପିଏଫ…

୧୫ ବର୍ଷ ପୁରୁଣା ସରକାରୀ ଗାଡ଼ିକୁ ନେଇ ଆସିଲା ବଡ଼ ଅପଡେଟ: ନୂଆ ଆଦେଶ ଜାରି କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନେ ଏଣିକି ୧୫ ବର୍ଷ ବା ଅଧିକ ପୁରୁଣା ଯାନର ବ୍ୟବହାର କରିପାରିବେ ନାହିଁ । ପ୍ରଦୂଷଣ, ଯାତ୍ରୀ ସୁରକ୍ଷା ଏବଂ ଇନ୍ଧନ ଦକ୍ଷତାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ…

ଶୋଇବା ସମୟରେ ଆପଣଙ୍କ ଗଳା ଶୁଖିଯାଉଛି କି ? ଦେଇଥାଏ ଏହିସବୁ ରୋଗର ସଂକେତ,

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ ଆମକୁ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାରେ ପକାଇଥାଏ । ଯେଉଁ କାରଣରୁ ଆମେ ଅନେକ ରୋଗର ଶିକାର ହୁଅନ୍ତି । ତେବେ ଏହି ରୋଗମାନଙ୍କ ମଧ୍ୟରୁ ଏପରି କିଛି…

VIDEO: ସମୁଦ୍ର ଭିତରେ ପିଆନୋ ବଜାଇଲେ ୟୁଟ୍ୟୁବର୍, ଏହି ସ୍ୱର ଶୁଣି ଆଶ୍ଚର୍ଯ୍ୟ ହେଲା ବିଶ୍ୱ !

ସୋସିଆଲ ମିଡିଆରେ ଅନେକ ୟୁଟ୍ୟୁବର୍ ଏତେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି ଯେ ଏହା ଭିଡିଓ ମାଧ୍ୟମରେ ଲୋକ ଲୋଚନକୁ ଆସିଥାଏ । ତେବେ ସେହି ୟୁଟ୍ୟୁବରଙ୍କ ମଧ୍ୟରୁ ବ୍ରିଟେନର ଜୋ ଜେନକିନସ୍ ହେଉଛନ୍ତି ଅନ୍ୟତମ । ତାଙ୍କର…

ସିବିଆଇ ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳିତ: ଉତ୍କୃଷ୍ଟ ସେବା ପାଇଁ ୩୪ ସିବିଆଇ ଅଧିକାରୀଙ୍କୁ ପୋଲିସ ପଦକ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଦୀକ୍ଷାନ୍ତ…

ବିଶ୍ୱସ୍ତରୀୟ ହେଉଛି ଭୁବନେଶ୍ୱର ରେଳ ଷ୍ଟେସନ : ବିକାଶ କାର୍ଯ୍ୟ ତଦାରଖ ପାଇଁ କ୍ୟାମ୍ପ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ…