Browsing Category

Top Stories

ଆଉ ଚାଲିବନି ଭାରତୀୟ ରେଳବାଇର ଏହି ପୁରୁଣା ନିୟମ: ନିଷ୍ପତ୍ତି ନେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ଐତିହାସିକ ନିଷ୍ପତ୍ତି ନେଉଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ଯାତ୍ରୀ ଏବଂ କର୍ମଚାରୀମାନଙ୍କ ସୁବିଧାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଉଛି ।…

ବଡ଼ ଦୁର୍ଘଟଣା: ବସରେ ଯାତ୍ରା କରୁଥିଲେ ୨୭ ଜଣ ଯାତ୍ରୀ, ହଠାତ୍ ବସଟି ଓଲଟି ପଡ଼ିଲା

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟର ଟ୍ରାଫିକ ସମସ୍ୟା ଯାହା କେତେବେଳେ ଯେ ଦୁର୍ଘଟଣା ଘଟିବ ତାହା କହିବା ମୁସ୍କିଲ । ସେଥିପାଇଁ ମଦ୍ୟପାନ ନ କରି, ହେଲମେଟ ପିନ୍ଧିବା ସହିତ ଟ୍ରାଫିକ ନିୟମ ମାନିବାକୁ ସରକାରଙ୍କ ତରଫରୁ…

ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ‘ମୋ ସେବା କେନ୍ଦ୍ର’: ଗୋଟିଏ ସ୍ଥାନରେ ମିଳିବ ୧୫ରୁ ଅଧିକ ସେବା, ସମସ୍ତ ଜିଲ୍ଲାପାଳଙ୍କୁ ଆଇଟି ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସମସ୍ତ ସୁବିଧା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ବସବାସ ବସବାସ କରୁଥିବା…

(Video) ସେଲିବ୍ରେସନରେ ସୀମା ଟପିଗଲେ ଆଭେଶ ଖାନ: ମ୍ୟାଚ ରେଫରୀ ଦେଲେ ଏମିତି ସଜା

ନୂଆଦିଲ୍ଲୀ: ସେମାବାର ସନ୍ଧ୍ୟାରେ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଛି । ଘମାଘୋଟ ଯୁଦ୍ଧ ପରେ ଶେଷ ବଲରେ ବାଜି ମାରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ସେପଟେ ୨୧୨ ରନ କରିବା…

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ: ବାହାରକୁ ଯାଇ ପାରିବେନି, ତଦନ୍ତରେ ସହଯୋଗ କରିବେ, ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଏକଦା ଚହଳ ପକାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବରୁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ…

ରାଜ୍ୟରେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ? ସରକାର ନେବେ ନିଷ୍ପତ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ପୁଣିଥରେ ବ୍ୟାପିବାରେ ଲାଗିଛି । ତେଣୁ ଏହାକୁ ଲକ୍ଷ୍ୟ ରଖି ଓଡିଶା ସରକାର ଏଥିପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି । ପୁଣିଥରେ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

BJPକୁ ବଡ଼ ଝଟକା: ଆସନ୍ତା ମାସରେ ଭୋଟ, ଦଳୀୟ ବିଧାୟକଙ୍କ ବଡ଼ ନିଷ୍ପତ୍ତି, ଭାଜପା ପାଇଁ ବଢ଼ିଲା ଅଡ଼ୁଆ

ନୂଆଦିଲ୍ଲୀ: ସାରା ଦେଶର ରାଜନୈତିକ ମାହୋଲ ଏବେ ସରଗରମ୍ ରହିଛି । ବିଧାନସଭା ନିର୍ବାଚନ ଓ ଉପନିର୍ବାଚନକୁ ନେଇ କିଛି ରାଜ୍ୟରେ ରାଜନୈତିକ ଦଳମାନେ ଏବେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି । ଆସନ୍ତା ମାସରେ ଓଡ଼ିଶାର…

ଏଭଳି ଲୋକଙ୍କୁ ଅନ୍ଧ ଭଳି ବିଶ୍ୱାସ କରୁଥିଲେ ସାବଧାନ , ଭୋଗିପାରନ୍ତି ଭୟଙ୍କର ପରିଣାମ !

ଆଚାର୍ଯ୍ୟ ବିଷ୍ଣୁଗୁପ୍ତ ଚାଣକ୍ୟଙ୍କ ‘ଚାଣକ୍ୟ-ନୀତି ଶାସ୍ତ୍ର’ରେ ଜୀବନକୁ ସଫଳ କରିବା ପାଇଁ ଅନେକ ବିଷୟ ଆଲୋକପାତ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଗୁଣ ଦ୍ୱାରା ଜଣେ ରାଜନୈତିକ ପଣ୍ଡିତ, ଅର୍ଥନୈତିକ କୂଟନୀତିଜ୍ଞ…

EPFO ALERT ! ଏବେ ଚାଲିଲା ନୂଆ ପ୍ରକାରର ଠକେଇ, ଶିକ୍ଷୟିତ୍ରୀ ହରାଇଲେ ୮୦ ହଜାର ଟଙ୍କା

ନୂଆଦିଲ୍ଲୀ: ଦେଶରେ ଅନଲାଇନ୍ ସ୍କାମ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ନିକଟରେ ମୁମ୍ବାଇର ଜିମ୍ ମାଲିକ ୧.୯୯ ଲକ୍ଷ ଟଙ୍କା ହରାଇଥିଲା । ଏଥି ସହିତ ୫୩ ବର୍ଷ ବୟସ୍କା ମହିଳା ଖାଦ୍ୟ ଅର୍ଡର କରିବା ସମୟରେ ଠକେଇ ଜାଲରେ…

ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ହେଲେ ଗିରଫ, କହିଥିଲେ ୩୦ ତାରିଖ ସୁଦ୍ଧା ଜୀବନରୁ ମାରିଦେବି

ନୂଆଦିଲ୍ଲୀ: ସଲମାନ ଖାନଙ୍କୁ ଧମକ ଦେବା ପ୍ରକ୍ରିୟା ଶେଷ ହେବାର ନାମ ନେଉନାହିଁ। ଗତକାଲି ପୁଣି ଥରେ ଭାଇଜାନଙ୍କୁ ଧମକ ମିଳିଥିଲା। ଜଣେ କଲ୍ କରି କହିଲା ଯେ, ସେ ୩୦ରେ ସଲମାନ ଖାନଙ୍କୁ ହତ୍ୟା କରିବେ। ସେବେଠାରୁ ପୋଲିସ…