Browsing Category

Top Stories

ଜେଲରୁ ମୁକୁଳିବା ପରେ ଆରମ୍ଭ ହେଲା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ବୟାନବାଜି.. ପଞ୍ଜାବକୁ ଦେଶର ଢାଲ ଏବଂ ରାହୁଲ ଗାନ୍ଧୀକୁ ଦେଶର…

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ପଟିଆଲା ଜେଲରୁ ମୁକ୍ତ ହେବା ପରେ ପୁଣି ବୟାନବାଜିକୁ ନେଇ ଚର୍ଚ୍ଚକୁ ଆସିଛନ୍ତି । ସେ ଜେଲରୁ ମୁକୁଳିବା ମାତ୍ରେ ରାହୁଲ ଗାନ୍ଧୀକୁ ଦେଶର କ୍ରାନ୍ତି ବୋଲି କହିଛନ୍ତି…

ମହିଳା ସମ୍ମାନ ସେଭିଗିଂ ସାର୍ଟିଫିକେଟ୍ : ଯୋଜନା କଣ, କେତେ ମିଳିବ ସୁଧ, ଜାଣନ୍ତୁ ଏହି ୬ ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ : ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇସାରିଛି । ନୂଆ ଆର୍ଥିକ ବର୍ଷ ସାଙ୍ଗରେ ନୂଆ ନିୟମ ମଧ୍ୟ ଲାଗୁ ହୋଇଛି । ସାଧାରଣ ଲୋକଙ୍କ ଜୀବନଶୈଳୀ ରେ ଅନେକ ପରିବର୍ତ୍ତନ ଆସିଛି ଜ୍ଝ ଏହି ପରିବର୍ତ୍ତନଗୁଡିକ ମଧ୍ୟରେ ଏକ…

ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ: ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ମିଳିବ ଲମ୍ବା ଛୁଟି

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷିତ ତଥା ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତି ନେଇଛନ୍ତି । ସରକାରୀ ଡାକ୍ତରଖାନା ଗୁଡ଼ିକରେ ନିଯୁକ୍ତ ଥିବା ଡାକ୍ତରମାନଙ୍କ ଉଚ୍ଚତର…

ସରିଲା ବର୍ଷା, ଏବେ ଠୁଁ ତାତିବ ; ଏପ୍ରିଲ ରୁ ଜୁନ୍ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା – ପାଣିପାଗ ବିଭାଗ ସୂଚନା

ଭୁବନେଶ୍ୱର : ପଶ୍ଚିମାଝଡ ପ୍ରଭାବରେ ମାର୍ଚ୍ଚର ଅଦିନିଆ ବର୍ଷା ଜୀବମଣ୍ଡଳକୁ ଟିକିଏ ଆଶ୍ୱସ୍ତି ଦେଇଥିଲେ ହେଁ ଆଗାମୀ ତିନି ମାସ ପ୍ରବଳ ତାତି ଅନୁଭୂତ ହେବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ପ୍ରେମ କରିବା ପାଇଁ ଛାତ୍ରଙ୍କୁ ମିଳିଲା ଏକ ସପ୍ତାହ ଛୁଟି, ଜାଣନ୍ତୁ କାହିଁକି ଏପରି ନିୟମ କଲା କଲେଜ

ଚୀନ ସରକାର ନିଜ ଦେଶରେ ଜନ୍ମ ଦର ଅର୍ଥାତ ବାର୍ଥ ରେଟରେ ବୃଦ୍ଧି କରିବାକୁ ନୂଆ ନୂଆ ପଲିସି ବାହାର କରୁଛନ୍ତି । ତେଣୁ ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ୱାନ ଚାଇଲ୍ଡ ପଲିସି ଏବଂ କିଛି ଅନ୍ୟ କାରଣ ପାଇଁ ଚୀନର…

LSG vs DC: ହୋମ୍ ଗ୍ରାଉଣ୍ଡରେ ଦିଲ୍ଲୀକୁ ୫୦ ରନରେ ହରାଇଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ମାର୍କ ଉଡ୍‌ଙ୍କୁ ପାଞ୍ଚଟି ୱିକେଟ୍

ଲକ୍ଷ୍ନୌ: ସ୍ଥାନୀୟ ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କରି ଲକ୍ଷ୍ନୌ ସୁପରଜିଆଣ୍ଟସ ପ୍ରଥମ ବିଜୟ ହାସଲ କରିଛି…

ପ୍ରାକ୍-ମଧୁମେହକୁ ରୋକା ଯାଇପାରିବ: କିମସ ବିଶେଷଜ୍ଞ

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ ପ୍ରାକ୍-ମଧୁମେହ (ପ୍ରି-ଡାୟାବେଟିସ୍)…

ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ

ଭୁବନେଶ୍ୱର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସକାଳ ସାଢ଼େ ୭ଟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ଏହି ସୂଚନା ଦେଇ କହିଛନ୍ତି ସେପ୍ଟେମ୍ବର ୩୦ ତାରିଖ…

Video: ଆମେରିକାରେ ଭୟଙ୍କର ଘୂର୍ଣ୍ଣିବଳୟର ତାଣ୍ଡବ ଦୃଶ୍ୟ, ୨୧ ମୃତ, ଅନେକ ଆହତ

ୱାଶିଂଟନ: ଆମେରିକାରେ ପୁଣି ଥରେ ଏକ ଭୟଙ୍କର ଘୂର୍ଣ୍ଣିବଳୟ ହଇଚଇ ସୃଷ୍ଟି କରିଛି। ଶୁକ୍ରବାର ଏବଂ ଶନିବାର ପ୍ରାରମ୍ଭରେ ଦେଶର ଦକ୍ଷିଣ ଏବଂ ମଧ୍ୟ-ପଶ୍ଚିମ ଭାଗରେ ପ୍ରବଳ ଘୂର୍ଣ୍ଣିବଳୟରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ…

ବିଚାରାଧୀନ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: କହିଲେ- ‘ଯଦି ଶୁଣାଣି ଠିକ୍ ସମୟରେ ଶେଷ ନହୁଏ ତେବେ ଲୋକଙ୍କ ପ୍ରତି…

ନୂଆଦିଲ୍ଲୀ: ଭାରତ ଭଳି ଜନ ବହୁଳ ଦେଶରେ ନୀତିଦିନ ଅନେକ ଘଟଣା ଦୁର୍ଘଟଣା ଘଟି ଚାଲିଛି। ଏହା ସହିତ ଅପରାଧିକ ମାମଲାର ଭିଡ଼ ମଧ୍ୟ ଲାଗି ରହିଛି। ତେବେ ଦେଶର ଅଦାଲତ ନିଶ୍ଚିତ କରିବା ଉଚିତ୍ ଯେ ଯେଉଁ ମାମଲାରେ କଠୋର…