Browsing Category

Top Stories

IPL-2023 ଆଜି ଲଢିବେ ଗୁଜୁରାଟ-ଚେନ୍ନାଇ: କ’ଣ ରହିବ ପ୍ଲେଇଙ୍ଗ ୧୧?

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଆଜି ଆରମ୍ଭ ହେବ ସର୍ବବୃହତ ଟି-୨୦ ଲିଗ୍ । ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ ଏବଂ ଏମ.ଏସ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ…

କଟକ ଲୋକସଭା ଆସନରୁ ଲଢ଼ିପାରନ୍ତି ରେଳମନ୍ତ୍ରୀ ଅଶ୍ୱିନୀ: ରାଜ୍ୟ ରାଜନୀତିରେ ବଡ଼ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଦେଶରେ ଦେଶର ନିର୍ବାଚନୀ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ରାଜ୍ୟରେ ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ ହେବା…

ଦିଲ୍ଲୀରେ କରୋନା ବୈଠକ ; ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ – କହିଲେ ସିଏମ କେଜ୍ରିୱାଲ

ନୂଆଦିଲ୍ଲୀ : କରୋନାର ଛାୟା ତଳେ ଏବେ ଦିଲ୍ଲୀ । ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୬ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର…

ଆଜାମ ଖାନଙ୍କ ଘରେ ଫିଙ୍ଗା ଯାଇଛି ତନ୍ତ୍ର-ମନ୍ତ୍ର ସାମଗ୍ରୀ, ସିସିଟିଭିରେ କାଏଦ ହୋଇଛି ଘଟଣା

ଉତ୍ତର ପ୍ରଦେଶ : ବରିଷ୍ଠ ସମାଜବାଦୀ ପାର୍ଟି (ଏସପି) ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଆଜାମ ଖାନଙ୍କ ଘରେ ଜଣେ ଅଜ୍ଞାତ ବ୍ୟକ୍ତି କିଛି ସାମଗ୍ରୀ ଫିଙ୍ଗିଥିବା ଅଭିଯୋଗ ହୋଇଛି ଏବଂ ଏହି ବଣ୍ଡଲରେ ନାଲି କପଡା ଏବଂ…

ଏପ୍ରିଲ ୧ ରେ ଜେଲରୁ ଫେରିବେ ସିଦ୍ଧୁ: ହତ୍ୟା ମାମଲାରେ କାଟୁଥିଲେ ସଜା

ନୂଆଦିଲ୍ଲୀ: ଆସନ୍ତାକାଲି ଜେଲରୁ ମୁକୁଳିବେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ । ଏ ନେଇ ସିଦ୍ଧୁଙ୍କ ଟ୍ୱିଟର ପେଜରେ ସୂଚନା ଦିଆଯାଇଛି । ଦୀର୍ଘ ବର୍ଷକର କାରାଦଣ୍ଡ ଶେଷ କରି କାଲି ପୁଣିଥରେ…

ଫେସବୁକ ଏବଂ ଇନଷ୍ଟାଗ୍ରାମରେ କ୍ଷତି ପହଁଚାଉଥିବା ପୋଷ୍ଟରେ ଦେଖିବେ ନାହିଁ ଆଡ୍, ମେଟା ଉପସ୍ଥାପନା କଲା ନୁଆ ଟୁଲ୍ସ

ନୂଆଦିଲ୍ଲୀ: ଯେକୌଣସି କ୍ଷତିକାରକ ଏବଂ ଖରାପ ପୋଷ୍ଟକୁ ନେଇ ସରକାର ଏବଂ କମ୍ପାନୀ ମଧ୍ୟ ବହୁ ଜଗ୍ରତ ଥିଲେ । ଏହାକୁ ଚଲାଉଥିବା କମ୍ପାନୀ ନୂତନ ପରିବର୍ତ୍ତନ କରୁଛି । ଏହା ମଧ୍ୟରେ ମେଟା ଏହି ଧାରା ଜାରି କରି ଏକ ନୂତନ…

ଭାରତର ପ୍ରଥମ AI Anchor: ଜନସାଧାରଣ ପାଇବେ ଉଚ୍ଚମାନର ନ୍ୟୁଜ୍ ଅପଡେଟ୍

ନୂଆଦିଲ୍ଲୀ: ଦିନକୁ କୃତ୍ରିମ ବୁଦ୍ଧିମତା (ଏଆଇ) କ୍ଷେତ୍ରରେ ମଣିଷ ଆଗକୁ ବଢ଼ିବାରେ ଲାଗିଛି । ଭବିଷ୍ୟତରେ ଏଆଇ ବିଭିନ୍ନ କ୍ଷେତ୍ରକୁ ବିସ୍ତାର ଲାଭ କରିବାକୁ ଯାଉଥିବା ବେଳେ ଏହାକୁ ନେଇ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ଓ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ମହମ୍ମଦ ୟୁମ୍ମାନ ଟପ୍ପର

ବିହାର: ଆଜି ପ୍ରକାଶ ପାଇଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ବିହାର ବୋର୍ଡ ତରଫରୁ ପିଲାମାନଙ୍କ ପରୀକ୍ଷା ଫଳ ଘୋଷଣା କରାଯାଇଛି । ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହ ବିଏସଇବି ଚେୟାରମ୍ୟାନ ଆନନ୍ଦ କିଶୋର…

ଏହି ରାଜ୍ୟବାସୀଙ୍କୁ ଦେବାକୁ ପଡିନଥାଏ କୌଣସି ଟ୍ୟାକ୍ସ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶର ନାଗରିକଙ୍କୁ ନିଜର ରୋଜଗାରର କିଛି ଅଂଶ ଇନକମ ଟ୍ୟାକ୍ସ ଆକାରରେ ଦେବାକୁ ପଡିଥାଏ । ଟ୍ୟାକ୍ସ ସ୍ଲାବ ହିସାବରେ ଆପଣଙ୍କୁ ନିଜର ଦରମା ଉପରେ ଇନକମ ଟ୍ୟାକ୍ସ ଦେବାକୁ ନ ପଡେ ତେବେ ଆପଣ ୧୦-୩୦ ପ୍ରତିଶତ…

ବେକାର ଯୁବକଙ୍କୁ ବଡ଼ ଉପହାର: ଦ୍ୱାଦଶ ପାସ୍ କରିଥିଲେ ପ୍ରତି ମାସରେ ଦିଆଯିବ ବେକାରୀ ଭତ୍ତା

ନୂଆଦିଲ୍ଲୀ: ଦିନକୁ ଦିନ ବେକାର ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧ ତାରିଖରୁ ବେକାର ଯୁବକଙ୍କୁ ସରକାର ମାସକୁ ୨୫୦୦ ଟଙ୍କାର…