fbpx
Browsing Category

Top Stories

ରାଜ୍ୟରୁ ସମସ୍ତ ପ୍ରକାର କୋଭିଡ କଟକଣା ହଟାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଦିର୍ଘ ଦୁଇ ବର୍ଷ ପରେ ରାଜ୍ୟରୁ ସମସ୍ତ ପ୍ରକାର କୋଭିଡ କଟକଣା ହଟାଇଛନ୍ତି ସରକାର । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ କଟକଣା ହଟାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କରୋନା ମହାମାରୀ ସମଗ୍ର…

ଓଡ଼ିଶା କ୍ୟାଡରର ୩ IASଙ୍କୁ କେନ୍ଦ୍ରରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କ୍ୟାଡରର ୩ ଆଇଏଏସଙ୍କୁ କେନ୍ଦ୍ରରେ ଦାୟିତ୍ୱ ଦେଇଛନ୍ତି ସରକାର । ସଞ୍ଜୟ ରସ୍ତୋଗି ହୋଇଛନ୍ତି ରସାୟନ ଓ ସାର ମନ୍ତ୍ରାଳୟର ଅତିରିକ୍ତ ସଚିବ । ଏହା ସହ କୃଷି ମନ୍ତ୍ରାଳୟର ଅତିରିକ୍ତ…

‘ଗଡକରୀ ଏକ ନୂତନ ଆଦର୍ଶ’ ଛତ୍ରପତି ଶିବାଜୀ ପୁରୁଣା କଥା’, କହି ପୁଣି ବିବାଦରେ ମହାରାଷ୍ଟ୍ର ରାଜ୍ୟପାଳ

ମହାରାଷ୍ଟ୍ର: ଛତ୍ରପତି ଶିବାଜୀଙ୍କ ଉପରେ ବୟାନ ଦେଇ ପୁଣି ବିବାଦ ଘେରକୁ ଆସିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ। ଏକ କାର୍ଯ୍ୟକ୍ରମରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କୁ ପୁରାତନ ଯୁଗର ବିଷୟରେ କହିଥିଲେ ଏବଂ ନିତିନ ଗଡକରୀ…

ପାକିସ୍ତାନକୁ ପୁଣି ବୋକା ବନାଇଲା ଚୀନ: ଗ୍ୱାଦର ବନ୍ଦର ଦ୍ୱାରା ଲୋକଙ୍କ ମିଳୁନି ଲାଭ

ନୂଆଦିଲ୍ଲୀ: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନକୁ ଚୀନ ପୁଣିଥରେ ବୋକା ବନାଇଛି । ପାକିସ୍ତାନର ଗ୍ୱାଦର ବନ୍ଦରରେ ଆର୍ଥିକ ଉନ୍ନତି ଆଣିବା ପାଇଁ ଚୀନ ପ୍ରତିଶ୍ରୁତି ଦେଇଥିଲା । ପାକିସ୍ତାନ ସରକାରଙ୍କୁ…

ୟୁକ୍ରେନ୍ ସୈନ୍ୟଙ୍କ ନୃଶଂସ କାଣ୍ଡ: ସରେଣ୍ଡର କରିଥିବା ନିରସ୍ତ୍ର ଋଷୀୟ ସୈନ୍ୟଙ୍କୁ ନିର୍ମମ ଭାବେ କଲେ ହତ୍ୟା

ନୂଆଦିଲ୍ଲୀ: ୟୁକ୍ରେନ୍ ୧୦ରୁ ଅଧିକ ଋଷୀୟ ସୈନିକଙ୍କୁ ଯୁଦ୍ଧ ବନ୍ଦୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛି ଋଷ । ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ୟୁକ୍ରେନ୍ ସୈନ୍ୟମାନେ ଋଷର ନିରସ୍ତ୍ର ଯବାନଙ୍କୁ ନିର୍ମମ ଭାବେ…

(Video) ଶ୍ରଦ୍ଧା ହତ୍ୟା ମାମଲା: CCTV ଫୁଟେଜରେ ବ୍ୟାଗ ନେଇ ଯାଉଥିବା ନଜର ଆସିଲା ଅଫତାବ, ସେଥିରେ ଶ୍ରଦ୍ଧାଙ୍କ ଶରୀରର ଅଙ୍ଗ ଥିବା ପୋଲିସ…

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ଗତ ମାସ ସକାଳେ ବ୍ୟାଗ ଧରି ତାଙ୍କ ଘର ବାହାରେ ବୁଲୁଥିବାର ନଜର ଆସିଥିଲା । ସିସିଟିଭି ଫୁଟେଜରୁ ଏହାର ଖୁଲାସା ହୋଇଛି । ସନ୍ଦେହ…

ବିରଳ ରୋଗ ପାଇଁ ମୁହଁରେ ଉଠିଲା ମାତ୍ରାଧିକ ଚୁଟି: ନିକଟକୁ ଆସିବାକୁ ଭୟ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ବେଳେବେଳେ ଲୋକମାନେ ଏପରି ଅଜଣା ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଯେ, ଡାକ୍ତର ସେହି ରୋଗ ବିଷୟରେ କିଛି ଜାଣି ପାରନ୍ତି ନାହିଁ । ଫଳରେ ପିଡ଼ିତ ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ତେବେ…

ପଦ୍ମପୁର ଉପନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କଲା କଂଗ୍ରେସ: ଜାଣନ୍ତୁ କାହା ନାଁ ଅଛି ସାମିଲ ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜନୀତି । ନାମାଙ୍କନ ପ୍ରକ୍ରିୟା ସରିବା ପରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ପ୍ରଚାର । ପ୍ରଚାର ପାଇଁ ଉଭୟ ବିଜେଡି ଏବଂ ବିଜେପି ତାଙ୍କର ଷ୍ଟାର କ୍ୟାମ୍ପେନର…

(Video) ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ ! ଆଉ ହେବନି କୋଳେଇ

ପୁରୀ: ଶ୍ରୀମନ୍ଦିରୁ ପଥର ଖସିବା ଆଉ ଏବେ ଶ୍ରୀମନ୍ଦିର ଭିତରେ ଗରୁଡ଼ ସ୍ତମ୍ଭ ଦୁର୍ବଳ ହୋଇଯିବା ଖବର କଳିଯୁଗ ସରି ସରି ଆସୁଥିବା କଥାକୁ ବାରମ୍ବାର ସାବ୍ୟସ୍ତ କରୁଛି । ମାଳିକା ବଚନ ସତ ବୋଲି ଏହି ସବୁ ଘଟଣା ବାରମ୍ବାର…

ଭୁବନେଶ୍ୱରର ‘କାସା ବକାର୍ଡି ଅନ୍ ଟୁର୍‌’ ମ୍ୟୁଜିକ୍ କନ୍‌ସର୍ଟରେ ଯୋଗଦେବେ ନ୍ୟୁକ୍ଲିୟା

ଭୁବନେଶ୍ୱର: ଜଣାଶୁଣା ପାନୀୟ ବ୍ରାଣ୍ଡ୍ ବକାର୍ଡି, ଭୁବନେଶ୍ୱରବାସୀଙ୍କୁ ଏକ ନିଆରା ଅନୁଭୂତି ଦେବା ପାଇଁ, ଦେଶର ସବୁଠାରୁ ଲୋକପ୍ରିୟ ତଥା ସ୍ୱାଧୀନ କଳାକାର ନ୍ୟୁକ୍ଲିୟା ଏବଂ ଅନ୍ୟତମ ଡିଜେ ଗୁର୍‌ବାକ୍ସ୍‌ଙ୍କ ସହିତ…