fbpx
Browsing Category

Top Stories

ସ୍କୁଟି ରଖିବା ମାତ୍ରେ ନାଳରେ ପଡ଼ିଲେ ଯୁବତୀ.. ହେଉଛନ୍ତି ଟ୍ରୋଲ୍‌ର ଶିକାର

ନୂଆଦିଲ୍ଳୀ: ଝିଅ ମାନେ ସାଧାରଣତଃ ସ୍କୁଟି ଚଲାଇବାକୁ ଭାରି ଭଲ ପାଆନ୍ତି । ସ୍କୁଟି ବହୁତ ହାଲୁକା ହୋଇଥିବାରୁ ଏହାକୁ ବ୍ୟବହାର କରିବା ଅତି ସହଜ ହୋଇଥାଏ । ତେବେ ସ୍କୁଟି ଚଳାଇବା ସମୟରେ ଅଧିକାଂଶ ଯୁବତୀ ସ୍କୁଟିରୁ ତଳେ…

ସୁସ୍ମିତା ସେନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଗଣିତ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନଙ୍କ ଆଜି ଜନ୍ମଦିନ । ଅଭିନୟ ଜୀବନ ଅପେକ୍ଷା ସେ ସେ ନିଜ ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏହାଛଡା ସୁସ୍ମିତା ନିଜ ସୋସିଆଲ…

ଗାଡ଼ି ଚଳାଉଥିବା ବେଳେ ହେଲମେଟ ଭିତରେ ମୋବାଇଲ ରଖି କଥା ହେଉଛନ୍ତି କି ? କଟିବ ଏତିକି ଚାଲାଣ

ନୂଆଦିଲ୍ଲୀ: ଦେଶରେ ଟ୍ୟାଫିକ୍ ନିୟମ ଯେତେ କଡ଼ାକଡ଼ି କଲେ ବି ଲୋକମାନେ ଏହାକୁ ଫୁ’ କରି ଉଡ଼ାଉ ଦେଉଛନ୍ତି । ଲୋକଙ୍କ ଏହି ଅବହେଳା ଯୋଗୁଁ ପ୍ରତିଦିନ ଅନେକ ଜୀବନ ଚାଲିଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଟ୍ରାଫିକ୍…

ପ୍ରଧାନମନ୍ତ୍ରୀଙ୍କ ସୋନିଆ ଗାନ୍ଧୀଙ୍କ ପ୍ରତି ନରମ ମନୋଭାବ ରହିଛି, ଏଥିପାଇଁ… : ସୁବ୍ରମଣ୍ୟମ ସ୍ଵାମୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ଵାମୀ ନିକଟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିବାରେ ତିଳେ ହେଲେ ହେଳା କରୁ ନାହାନ୍ତି। ଦେଶର…

ପ୍ରତି ସାଢେ ୪ ମିନିଟରେ ଜଣଙ୍କ ଆତ୍ମହତ୍ୟା; ପୁରୁଷଙ୍କ ସଂଖ୍ୟା ଅଧିକ, କାହିଁକି ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି ?

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢି ଚାଲିଛି । ଖାସ କରି ଯୁବପିଢିଙ୍କ କ୍ଷେତ୍ରରେ ଏହି ଘଟଣା ଅଧିକ ମାତ୍ରାରରେ ଦେଖା ଦେଉଛି । ନିକଟରେ ଅନେକ ଯୁବକ ,ଯୁବତୀ ଆତ୍ମହତ୍ୟା କରିଥିବା ବେଳେ…

କୌଣସି କାମରେ ଲାଗି ପାରିବ ନାହିଁ ଏହି ଲୋକ ମାନଙ୍କ ପ୍ୟାନ କାର୍ଡ, ଇନକମ ଟ୍ୟାକ୍ସ ବିଭାଗ ଦେଲା ଚେତାବନୀ

ନୂଆଦିଲ୍ଲୀ: ପ୍ୟାନ କାର୍ଡକୁ ଆଧାରକାର୍ଡରେ ଲିଙ୍କ କରିବା ପାଇଁ ସରକାର ବହୁତ ଗୁଡିଏ ତାରିଖ ଆଗକୁ ବଢାଇଛନ୍ତି । ହେଲେ ଏଥର ଇନକମ ଟ୍ୟାକ୍ସ ବିଭାଗ ଡେଡ ଲାଇନକୁ ବଢାଇବା ପାଇଁ ରାଜି ନାହିଁ । ସେଥିପାଇଁ ସେ ବାରମ୍ବାର…

ପଦ୍ମପୁର ଉପନିର୍ବାଚନ: ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଲା ବିଜେଡି ଆଉ ବିଜେପି;ନବୀନଙ୍କୁ ଚେକ ଦେବା ପାଇଁ ପ୍ରଚାର କରିବେ ତୋମାର!

ଭୁବନେଶ୍ୱର: ଆଗକୁ ଅଛି ପଦ୍ମପୁର ଉପନିର୍ବାଚନ। ନାମାଙ୍କନ ପ୍ରକିୟା ସରିବା ପରେ ଆଜି ଠାରୁ ଆରମ୍ଭ ହୋଇ ଯାଇଛି ପ୍ରଚାର ।ପ୍ରଚାର ପାଇଁ ଉଭୟ ବିଜେଡି ଏବଂ ବିଜେପି ତାଙ୍କର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ…

ଯୁକ୍ତ ୩ ପିଲା ପଢିବେ NCC ପାଠ: ଆସନ୍ତା ଶିକ୍ଷାବର୍ଷରୁ ପାଠ୍ୟକ୍ରମରେ ହେବ ସାମିଲ

ଭୁବନେଶ୍ୱର: ୨୦୨୩- ୨୪ ଶିକ୍ଷା ବର୍ଷରୁ ଯୁକ୍ତ ୩ ପିଲାଙ୍କ ପାଇଁ ଏନସିସି ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯୁକ୍ତ ୩ ପିଲା…

ଇଡି ସମନ ସତ୍ତ୍ୱେ ହାଜର ହେଲେନି ସିନେ ପ୍ରଯୋଜକ ଅକ୍ଷୟ ପରିଜା,

ଭୁବନେଶ୍ୱର:ଇଡିର ଦ୍ୱାରସ୍ଥ ହେଲେ ନାହିଁ ଅକ୍ଷୟ ପରିଜା । ହାଜର ପାଇଁ ନୋଟିସ ପଠାଯାଇଥିବା ବେଳେ ଏହାକୁ ଖାତିର ନକରି ଇଡିରେ ହାଜର ହୋଇ ନାହନ୍ତି । ପରିଜାଙ୍କ ଓକିଲ ଏବେ ଇଡି ଅଫିସରେ ହାଜର ହୋଇଛନ୍ତି । ସୂଚନାମୁତାବକ…

BCCI ନେଇ ପାରେ ବଡ ନିଷ୍ପତି: ଅଧିନାୟକ ପଦରୁ ବାଦ ପଡିବେ ରୋହିତ, ପାଣ୍ଡ୍ୟାଙ୍କୁ ମିଳିବ ଟି-୨୦ ଦାୟିତ୍ଵ !

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ ଜିତିବା ସ୍ଵପ୍ନ ଧୂଳିସାତ ହେବା ପରେ ଆକ୍ସନ ମୋଡରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ଏହି କ୍ରମରେ ଚୟନକର୍ତ୍ତାଙ୍କ କମିଟି ଭଙ୍ଗ ହୋଇ ସାରିଛି। ଏବେ ଭାରତୀୟ…