fbpx
Browsing Category

Top Stories

ରାଜ୍ୟରେ ବଢୁଛି ଶୀତର ପ୍ରକୋପ; ଆହୁରି ୨ ରୁ ୪ ଡିଗ୍ରୀ ଖସବ ପାରଦ

ଭୁବନେଶ୍ୱର: ଗତ କିଛି ଦିନ ହେବ ଶୀତରେ ଥରୁଛି ସାରା ଓଡିଶା । ରାଜ୍ୟରେ ପାରଦ କମୁଥିବା ବେଳେ ଶୀତର ପ୍ରକୋପ ବଢିବାର ଲାଗିଛି । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଉପକୂଳରୁ…

ନଭେମ୍ବର ୧୯ରେ ବ୍ୟାଙ୍କ ଧର୍ମଘଟ: ଗ୍ରାହକ ପାଇଁ ସତର୍କ ସୂଚନା

ନୂଆଦିଲ୍ଲୀ: ବ୍ୟାଙ୍କକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଯଦି ଚଳିତ ସପ୍ତାହରେ ଆପଣଙ୍କର କିଛି ବ୍ୟାଙ୍କିଂ ସମ୍ବନ୍ଧୀୟ କାମ ଅଛି, ତେବେ ତାହାକୁ ଶୀଘ୍ର ସାରି ଦିଅନ୍ତୁ । କାରଣ ଆଗକୁ ବ୍ୟାଙ୍କ ଧର୍ମଘଟ ହେବାର ଅଛି ।…

୪୮ ଘଣ୍ଟିଆ ବନ୍ଦ ପାଇକମାଳ; ବନ୍ଦ ଡାକରା ଦେଲା କ୍ରିୟାନୁଷ୍ଠାନ କମିଟି

ପଦ୍ମପୁର: ୩ ଦଫା ଦାବିରେ ୪୮ ଘଣ୍ଟିଆ ବନ୍ଦ ପାଇକମାଳ । ପାଇକମାଳରେ JMFC କୋର୍ଟ ସହ ଏହାକୁ NAC ଦାବି ଓ ପାଇକମାଳ ହସ୍ପିଟାଲକୁ CHC କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ଆଜି ସକାଳ ୬ ଟାରୁ ମିଳିତ…

ରାଶିଫଳ(ଗୁରୁବାର,୧୭ ନଭେମ୍ବର,୨୦୨୨)

ମେଷ - କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ, ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ, କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ପ୍ରିୟ…

ଏଲପିଜି ସିଲିଣ୍ଡର ଉପରେ ସରକାର କଲେ ନୂଆ ନିୟମ, ଦେଶର ସବୁ ଗ୍ରାହକଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ପ୍ରତ୍ୟେକଙ୍କ ଘରେ ରନ୍ଧନ ଗ୍ୟାସ ମହଜୁଦ ଅଛି । କେତେବେଳେ ଦେଶରେ ଗ୍ୟାସ ଦର ବଢିଯାଉଛି ତ କେତେବେଳେ ସରକାର ଏହାକୁ କମାଇ ଦେଉଛନ୍ତି । ଏହା ବ୍ୟତିତ ସିଲିଣ୍ଡରକୁ ନେଇ ମଧ୍ୟ ବେଳେବେଳେ ସମସ୍ୟା ଦେଖାଯାଉଛି…

ହିଜାବ ବିରୋଧୀ ଆନ୍ଦୋଳନ ସମୟରେ ଗୁଳିମାଡ ; ୫ ମୃତ, ୧୦ ଆହତ

ନୂଆଦିଲ୍ଲୀ: ହିଜାବ ମାମଲାକୁ ନେଇ ଭାରତ ତଥା ଅନ୍ୟ ଦେଶରେ ବିଭିନ୍ନ ସମୟରେ ବିଦ୍ରୋହ ଦେଖିବାକୁ ମିଳିଥାଏ । ଏହାକୁ କିଛି ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ବିରୋଧ ମଧ୍ୟ କରୁଛନ୍ତି । ତେବେ ଏହାରି ମଧ୍ୟରେ…

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଆଉ ନାହାନ୍ତି । ଅବସରଙ୍କ ପରଲୋକ ଘଟିଥିବା ନେଇ ତାଙ୍କ ପତ୍ନୀ ତୃପ୍ତି ସୂଚନା ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର…

OSSC ନିଯୁକ୍ତି: ୧୨୨୫ଟି ପଦବୀ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଏଣିକି ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ…

Demonetization ନିଷ୍ପତ୍ତି କାହାର ସୁପାରିସ ଆଧାରରେ ନିଆଯାଇଥିଲା: ସୁପ୍ରିମକୋର୍ଟରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୋଟବନ୍ଦୀକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆଫିଡେଭିଡ୍ ଦାଖଲ କରିଛନ୍ତି । ୨୦୧୬ରେ ହୋଇଥିବା ନୋଟବନ୍ଦୀକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା । ଏନେଇ କେନ୍ଦ୍ର ସରକାର…

ଜମି କିଣିବା ପୂର୍ବରୁ ଏହି ଉପାୟ କରନ୍ତୁ ନହେଲେ ପରିବାରରେ ଆସିପାରେ ବିପଦ

ଆଜିକାଲି ସମ୍ପତ୍ତି ବଢାଇବା ନିମନ୍ତେ କିମ୍ବା ଘର ତିଆରି କରିବା ପାଇଁ ସମସ୍ତେ ଜମି କିଣୁଛନ୍ତି । ଏହି କ୍ଷେତ୍ରରେ ଜମି କିଣିବା କାହା ପାଇଁ ଶୁଭ ହୋଇଥିବା ବେଳେ କାହା କାହା ପାଇଁ ଏହା ଅଶୁଭ ମଧ୍ୟ ହୋଇଥାଏ । ତେଣୁ ଜମି…