fbpx
Browsing Category

Top Stories

ଆତ୍ମହତ୍ୟା କଲେ ଓଡ଼ିଆ RAW ଅଫିସର! ଡିପ୍ରେସନ୍ କାରଣ ହୋଇପାରେ ବୋଲି ସନ୍ଦେହ

ନୂଆଦିଲ୍ଲୀ: ଭାରତୀୟ ଗୁଇନ୍ଦା ସଂସ୍ଥା (RAW)ର ଓଡ଼ିଆ ଅଫିସର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଦିଲ୍ଲୀ ସ୍ଥିତ ଅଫିସର ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ RAW ଅଫିସରଙ୍କ ନାଁ…

ବେଆଇନ୍ ଧର୍ମାନ୍ତରଣ ଦେଶର ସୁରକ୍ଷା ପ୍ରତି ବିପଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାପ, ପ୍ରତାରଣା କିମ୍ବା ଲୋଭ ଦେଖାଇ ଧର୍ମ ପରିବର୍ତ୍ତନକୁ ସୁପ୍ରିମକୋର୍ଟ ଏକ ଗୁରୁତର ମାମଲା ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ, ଏହା କେବଳ ଧାର୍ମିକ ସ୍ୱାଧୀନତାର ଅଧିକାର ବିରୁଦ୍ଧରେ ନୁହେଁ ବରଂ…

ଆମେରିକାରେ ପୁଣି ଆଖିବୁଜା ଗୁଳିବର୍ଷା: ୩ ମୃତ, ୨ ଆହତ

ନ୍ୟୁୟର୍କ: ଆମେରିକାରେ ପୁଣି ଥରେ ଆଖିବୁଜା ଗୁଳିବର୍ଷଣର ଖବର ଆସିଛି । ଆମେରିକାର ଭର୍ଜିନିଆ ୟୁନିଭରସିଟି(ୟୁଭିଏ)ରେ ଏହି ଗୁଳି ବିନିମୟ ହୋଇଛି ଯେଉଁଥିରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଦୁଇ ଜଣ ଆହତ ହୋଇଛନ୍ତି ।…

ଗୃହଋଣ ସୁଧହାର ହ୍ରାସ କଲା ଏହି ବ୍ୟାଙ୍କ: ଗ୍ରାହକ ହେବେ ମାଲାମାଲ୍

ମୁମ୍ବାଇ : ବ୍ୟାଙ୍କ ଅଫ୍ ବରୋଦା (ବ୍ୟାଙ୍କ), ଭାରତର ଏକ ଅଗ୍ରଣୀ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଆଜି ଗୃହ ଋଣ ସୁଧ ହାରକୁ ୨୫ ବେସିସ୍ ପଏଂଟସ (ବିପିଏସ୍) କୁ ହ୍ରାସ କରି ବାର୍ଷିକ ୮.୨୫% କରିଥିବା ଘୋଷଣା କରିଛି ଯାହାକି…

୨୪ ନଭେମ୍ବରରୁ ବୃହସ୍ପତିଙ୍କ ସିଧା ଚଳନ; ୫ ରାଶି ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ କିଛି ସମୟ ବ୍ୟବଧାନରେ ସେମାନଙ୍କ ଗତି ପରିବର୍ତ୍ତନ କରନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ । ପୂର୍ବରୁ ଅନେକ ଗହ୍ର ସେମାନଙ୍କ ରାଶି ଓ…

ଟ୍ୱିଟର- ଫେସବୁକ ପରେ ଆମାଜନରେ ବଡ ଛଟେଇ, ସଂଖ୍ୟାଧିକ କର୍ମଚାରୀଙ୍କୁ କାଢିବା ନେଇ ଚାଲିଛି ପ୍ରସ୍ତୁତି

ହାଇଦ୍ରାବାଦ: ଆଗକୁ ଆମାଜନ କମ୍ପାନୀର ଦଶ ହଜାର କମୀଚାରୀଙ୍କୁ କଢାଯିବା ନେଇ ପ୍ରସ୍ତୁତି ଚାଲିଛି । ଟ୍ୱିଟର ଓ ମେଟା କମ୍ପାନୀର ଦୁନିଆରୁ ଲୋକମାନଙ୍କ ଚାକିରୀ ଉପରେ ଘୋର ସଙ୍କଟ ଦେଖାଦେଇଛି । ତେବେ ସୋମବାର ଦିନ…

ସାଉଥଷ୍ଟାର ମହେଶ ବାବୁଙ୍କ ପିତାଙ୍କ ପରଲୋକ, ୨ ମାସ ପୂର୍ବରୁ ମା’ଙ୍କର ହୋଇଥିଲା ଦେହାନ୍ତ

ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ପାଇଁ ଚଳିତବର୍ଷ ଖରାପ ବୋଲି ପ୍ରମାଣିତ ହୋଇଛି । ନିକଟରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ଖବର । ମହେଶଙ୍କ ପିତା କୃଷ୍ଣ…

କିପରି କଟିବ ଆପଣଙ୍କ ଦିନ? ଜାଣନ୍ତୁ ଆଜିର ରାଶିଫଳ (ମଙ୍ଗଳବାର,୧୫ ନଭେମ୍ବର,୨୦୨୨)

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହର ନିରାକରଣ ଆସିବ। ଯାତ୍ରା କରିବେ ତଥା ମିତ୍ରମାନଙ୍କଠାରୁ ଉପହାର ଆଦି ମିଳିବ। ମଧ୍ୟାହ୍ନ ପରେ ପ୍ରତ୍ୟେକ…

ଆପଣଙ୍କ ଫିଙ୍ଗର ପ୍ରିଣ୍ଟ ବିନା ଅନଲକ୍ ହୋଇଯିବ ଆଣ୍ଡ୍ରଏଡ୍ ଫୋନ୍

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରାୟ ସମସ୍ତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ସୁରକ୍ଷା ପାଇଁ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ଉପଲବ୍ଧ, କିନ୍ତୁ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଯାହା ପୁଣି ଥରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ…

ହିନ୍ଦୀରେ ରିଲିଜ ହେବ ଦମନ! ଓଡ଼ିଆରେ ସଫଳତା ପରେ ପାନ୍ ଇଣ୍ଡିଆରେ ରିଲିଜ କରିବାକୁ ପ୍ରସ୍ତୁତ ହେଉଛନ୍ତି ନିର୍ମାତା

ଭୁବନେଶ୍ୱର: ଧିମେଇ ଯାଇଥିବା ଓଡ଼ିଆ ସିନେମା ଜଗତକୁ ପୁଣି ଏକ ନୂଆ ଆଶା ଦେଇଛି ନିକଟରେ ରିଲିଜ ହୋଇଥିବା ବାବୁଶାନଙ୍କ ଅଭିନୀତ ‘ଦମନ’। ଓଡ଼ିଆ ଭାଷାରେ ଅଦ୍ଭୂତପୂର୍ବ ସଫଳତା ପାଇବା ପରେ ଏବେ ଫିଲ୍ମଟି ହିନ୍ଦୀରେ ରିଲିଜ…