Browsing Category
Top Stories
ବିବାହିତା ପୁରୁଷମାନେ ଗରମ କ୍ଷୀରରେ ଏହି ମିଠା ଜିନିଷକୁ ମିଶାଇ ପିଅନ୍ତୁ, ଦୂର ହେବ ଶାରୀରିକ ଦୁର୍ବଳତା
ବୟସ ବଢିବା ସହିତ ଶାରୀରିକ ଦୁର୍ବଳତା ଅପରିହାର୍ଯ୍ୟ, କିନ୍ତୁ ବେଳେବେଳେ ୩୦ ବର୍ଷ ଅତିକ୍ରମ କରିବା ପରେ ମଧ୍ୟ କିଛି ପୁରୁଷଙ୍କ ଶକ୍ତି ହ୍ରାସ ବଢିବାକୁ ଲାଗେ। ଶରୀରରେ ରକ୍ତ ଅଭାବ ହେତୁ ଏହା ମଧ୍ୟ ହୋଇପାରେ, କିନ୍ତୁ…
Momo, Sandwitch ସହ Mayonnaise ଖାଇବା ବିପଦ: ହୋଇପାରେ ଏହି ୫ଟି ରୋଗ
ନୂଆଦିଲ୍ଲୀ: ଅଧିକାଂଶ ଲୋକ ମୋମୋଜ, ବର୍ଗର ଏବଂ ସାଣ୍ଡୱିଚ ଇତ୍ୟାଦି ସହ ମେୟୋନିଜ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । କିଛି କିଛି ଲୋକ ଏହାକୁ ଖୁବ ଅଧିକ ପରିମାଣରେ ଖାଇଥାନ୍ତି । ଜଙ୍କ ଫୁଡ ଖାଇବା ସମୟରେ ମେୟୋନୀଜ…
ପୁରୀ ହଣାକଟା ମାମଲାରେ ପୋଲିସର ଆକ୍ସନ: ୯ ଜଣ ଗିରଫ
ପୁରୀ: ବଡଦାଣ୍ଡରେ ଖଣ୍ଡା ଆକ୍ରମଣ ମାମଲାକୁ ନେଇ ପୋଲିସ ପ୍ରଶାସନ ନେଇଛି ଏକ କଡା ପଦକ୍ଷେପ । ଘଟଣାରେ ସମ୍ପୃକ୍ତ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ । ଉଭୟ ପକ୍ଷରୁ ଏହି ଅଭିଯୁକ୍ତମାନଙ୍କୁ ପୋଲିସ…
ପାକିସ୍ତାନରେ ରାଜନୈତିକ ଝଡ଼: ଇମ୍ରାନ ଖାନଙ୍କ ଗେଟ୍ ଭାଙ୍ଗି ଘରେ ପଶିଲା ପୋଲିସ
ନୁଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ୍ ଖାନ୍ଙ୍କ ଗିରଫକୁ ନେଇ ରାଜନୈତିକ ହଲଚଲ ଜାରି ରହିଛି । ଏଭଳି ସମୟରେ ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତୋସାଖାନା ମାମଲାର…
‘ପ୍ରଶ୍ନପତ୍ର ଲିକ୍ ହୋଇନାହିଁ…’: ପରୀକ୍ଷା ବିଭ୍ରାଟ ନେଇ ଗଣଶିକ୍ଷା ମନ୍ତ୍ରୀ ଦେଲେ ପ୍ରତିକ୍ରିୟା
ଭୁବନେଶ୍ୱର: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବା କଥା…
ରୋହିତଙ୍କ କମବ୍ୟାକ ଏହି ଖେଳାଳିଙ୍କୁ ପଡିବ ମହଙ୍ଗା: ଦ୍ୱିତୀୟ ଦିନିକିଆରେ ମିଳିବନି ସୁଯୋଗ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦଳକୁ କମବ୍ୟାକ କରିବେ ଭାରତର ଅଧିନାୟକ ରୋହିତ ଶର୍ମା । ବିଶାଖାପଟନମରେ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଦଳରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।…
‘ଭାରତକୁ ଅପମାନିତ କରି ଚୀନ୍ର ପ୍ରଶଂସା …’, ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କଲେ ଏସ. ଜୟଶଙ୍କର
ନୂଆଦିଲ୍ଲୀ: ଗତ କିଛି ଦିନ ହେବ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଲୋକସଭା ଠପ ରହିଛି। ଏହାରି ମଧ୍ୟରେ ସରକାରୀ ଦଳ ଏବଂ କଂଗ୍ରେସ ନେତା ମୁହାଁମୁହିଁ ହୋଇଛନ୍ତି । ବିଦେଶ ମନ୍ତ୍ରୀ ଏସ୍.…
ମହିଳାଙ୍କ ଓଜନ ୪୦ ବର୍ଷ ବୟସ ପରେ କାହିଁକି ବଢିଯାଏ ? ଜାଣନ୍ତୁ
ଜୀବନଶୈଳୀ, ଖାଦ୍ୟାଭ୍ୟାସ ଆଦି ଓଜନ ବୃଦ୍ଧିର ମୁଖ୍ୟ କାରଣ। ସାରା ଦୁନିଆରେ ଲୋକେ ଓଜନ ବଢିବା ସମସ୍ୟା ଦେଇ ଗତି କରୁଛନ୍ତି। ଓଜନ ବୃଦ୍ଧିର ଅନ୍ୟ କାରଣ ମଧ୍ୟ ରହିଛି। କିଛି ସ୍ୱାସ୍ଥ୍ୟ ସମସ୍ୟା ଏବଂ ବୟସ କାରଣରୁ ମଧ୍ୟ…
ଭାରତ ଉପରେ ଆସିପାରେ ଖାଦ୍ୟ ଉତ୍ପାଦନର ସଂକଟ: ହେବ କି ପାକିସ୍ତାନ ପରିସ୍ଥିତି?
ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ଯୋଗୁଁ ବିଭିନ୍ନ ଦେଶରେ ଅନେକ ପ୍ରକାର କୁପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ଖୁବଶୀଘ୍ର କିଛି ଦେଶରେ ଖାଦ୍ୟ ଯୋଗାଣ ସଂକଟ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏହି…
ଯାଜପୁରର ବାରୁଣୀ ମେଳା ପାଇଁ ପ୍ରଶାସନର ପ୍ରସ୍ତୁତି: ଦଶାଶ୍ୱମେଧ ଘାଟରେ ବୁଡ ପକାଇବେ ଶ୍ରଦ୍ଧାଳୁ
ଯାଜପୁର: ଆସନ୍ତା ରବିବାରରୁ ଆରମ୍ଭ ହେବ ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା । ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ଏହି ପର୍ବ ଧୂମଧାମରେ ପାଳନ ହୋଇଥାଏ । କିନ୍ତୁ ଗତ ୨ ବର୍ଷ କରୋନା ମହାମାରୀ ଯୋଗୁଁ ଏହି…