fbpx
Browsing Category

Top Stories

ଏଣିକି NEET, JEE Main, CUET ପ୍ରବେଶିକା ପରୀକ୍ଷା ପାଇଁ ବାର୍ଷିକ ଶିଡ୍ୟୁଲ ପ୍ରସ୍ତୁତ କରିବ NTA: ସୂଚନା ଦେଲା UGC

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)ରେ ଅନେକ ଟେକ୍ନିକାଲ ସମସ୍ୟା ଦେଖାଦେଇଥିଲା । ତେଣୁ ତାହାର ସମାଧାନ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ନୂଆ…

ଟି-୨୦ ବିଶ୍ୱକପ: ଫାଇନାଲରେ ପାକିସ୍ତାନର ଫ୍ଲପ୍ ବ୍ୟାଟିଂ, ଚାମ୍ପିୟନ ହେବ ପାଇଁ ଇଂଲଣ୍ଡ ଆଗରେ ବିଜୟ ଲକ୍ଷ୍ୟ ୧୩୮

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର୍ ଫାଇନାଲ ମ୍ୟାଚ୍ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଛି। ଟସ୍ ହାରି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପାକିସ୍ତାନ ପାଇଁ…

ବିବାହ ବିଚ୍ଛେଦ ମଧ୍ୟରେ ସାନିଆ- ଶୋଏବଙ୍କ ବଡ ଘୋଷଣା: କହିଲେ ଆମେ…

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦ ଖବର ମଧ୍ୟରେ ଏକ ବଡ ଘୋଷଣା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଯୋଡି ଆଗାମୀ…

ସିନେ ପ୍ରେମୀଙ୍କ ପାଇଁ ଖୁସିର ଖବର, ନିର୍ମାଣ ହେବ RRR2, କାହାଣୀ ଉପରେ ଚାଲିଛି କାମ

ନୂଆଦିଲ୍ଲୀ: ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ଫିଲ୍ମ RRR2 ୨୦୨୨ର ସବୁଠୁ ବଡ ଫିଲ୍ମ ମଧ୍ୟରୁ ଗୋଟିଏ। ବକ୍ସ ଅଫିସରେ ବ୍ଲକବଷ୍ଟର ରହିବା ସହିତ ଫିଲ୍ମ ଭାରତରେ ୯୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଏହାର…

ବିହାରରେ ବଢିବ ସଂରକ୍ଷଣ, ୭୭ପ୍ରତିଶତ କୋଟା ପାଇଁ ଦାବି କରିଲା ବିହାରର ସହଯୋଗୀ ଦଳ

ପାଟନା: ବିହାରରେ ଏକ ମିଳିତ ଶାସନର ଅଂଶ ଭାହପା ମାଲେ ବିହାରର ସଂରକ୍ଷଣକୁ ୭୭ପ୍ରତିଶତ ବଢେଇବାକୁ ନେଇ ଦାବି କରିଛନ୍ତି । ରାଜ୍ୟ ସଚିବ କୁନାଲ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ କହିଛନ୍ତି ଯେ, ଝାଡଖଣ୍ଡ ପରି ବିହାରରେ…

(ଭିଡିଓ)ବିପଦରେ ଫସିଥିବା ବିଜେପି ଗାଡିକୁ ଟାଣିଲା କଂଗ୍ରେସ, ଭିଡିଓ ସେୟାର କଲା ଆପ୍, କହିଲା…

ନୂଆଦିଲ୍ଲୀ: ଗୁଜରାଟରେ ଏଥର ବିପଦରେ ଫଶିଥିବା ବିଜେପି ଗାଡି କଣ କଂଗ୍ରେସ ସାହାଯ୍ୟରେ ବାହାରକୁ ବାହାରିବ ? ଗୁଜରାଟରେ ଦୃଢତାର ସହ ନିର୍ବାଚନ ଲଢୁଥିବା ଆମ୍ ଆଦମୀ ପାର୍ଟି ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ…

ପଦ୍ମପୁର ଉପନିର୍ବାଚନ:କାହାକୁ ପ୍ରାର୍ଥୀ କରିବ ବିଜେଡି,ଚର୍ଚ୍ଚାରେ ବିଜୟ ବରିହାଙ୍କ ବଡ ଝିଅ ବର୍ଷାଙ୍କ ନାମ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଆଉ କଂଗ୍ରେସ ତାଙ୍କର ଟାଣୁଆ ନେତାଙ୍କୁ ମଇଦାନକୁ ଛାଡିଛି । ସେପଟେ ଖୁବ ଶୀଘ୍ର ବିଜେଡି ତାର ପ୍ରାର୍ଥି ନାମ ଘୋଷଣା କରିବ ବୋଲି ମନ୍ତ୍ରୀ ଶୁଶାନ୍ତ ସିଂ ସୂଚନା…

ଆରମ୍ଭ ହେଲା ଟି ୨୦ ବିଶ୍ୱକପ୍ ମହାମୁକାବିଲା; ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଜି ଟି -୨୦ ବିଶ୍ୱ କପର ଅନ୍ତିମ ଦିନ ବା ଫାଇନାଲ ମ୍ୟାଚ୍ । ଏହି ଫାଇନଲରେ ପାକିସ୍ତାନ ଏବଂ ଇଂଲଣ୍ଡ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଦିନ ୧.୫ ରେ ଖେଳ ଆରମ୍ଭ ହୋଇଥିବା ବେଳେ ଇଂଲଣ୍ଡ ଟସ୍  ଜିତିଛି…

ଅର୍ଚ୍ଚନା ମାମଲାରେ ଆସିଲା ବଡ ଅପଡେଟ୍ : ଇଡି ଅଫିସରେ ଅର୍ଚ୍ଚନାଙ୍କ ବାପାଙ୍କୁ ଚାଲିଛି ଜେରା

ଭୂବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଆସିଛି ଏକ ବଡ ଖବର । ଏହି ମାମଲାରେ ଇଡି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ ବିଜନେସ୍…

ମେଟା-ଟ୍ଵିଟର ପରେ Disneyର ବଡ ପଦକ୍ଷେପ, କର୍ମଚାରୀଙ୍କ ହେବ ଛଟେଇ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଓ୍ଵେବସାଇଟ୍ ଟ୍ଵିଟର, ମେଟା ସମେତ ଅନେକ କମ୍ପାନିରେ ଛଟେଇ ପରେ ବର୍ତ୍ତମାନ ଓ୍ଵାଲ୍ଟ ଡିଜନୀ ମଧ୍ୟ ବଡ ପଦକ୍ଷେପ ନେଇଛି। କମ୍ପାନି ନୂତନ ନିଯୁକ୍ତି ଉପରେ ରୋକ୍ ଲଗାଇବା ସହ…