Browsing Category
Top Stories
ରାସ୍ତାରୁ ହଟିଲେ ଅଟୋ ଚାଳକ ସଂଘ ; ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ପ୍ରତ୍ୟାହତୃ ହେଲା ଆନ୍ଦୋଳନ
ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ ପକ୍ଷରୁ ଆଜି ହୋଇଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି । ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ଅଟୋ ଚାକଳ ସଂଘ ରାସ୍ତାରୁ ହଟିଥିବା ଜଣାପଡିଛି ।…
ଭାରତ ପାଇଁ ଚିନ୍ତାର କାରଣ, ଏହି ଦେଶ ତାର ଚତୁର୍ଥାଂଶ ଅସ୍ତ୍ର ଚୀନ ଠାରୁ କିଣୁଛି : ରିପୋର୍ଟ
ନୂଆଦିଲ୍ଲୀ: ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (SIPRI) ର ରିପୋର୍ଟ ଅନୁଯାୟୀ, ଏହା ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ, ଅସ୍ତ୍ରଶସ୍ତ୍ର, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ…
ପରୀକ୍ଷା କେନ୍ଦ୍ରରେ ଘଟିଲା ବଡ଼ ଅଘଟଣ: ଅକାଳରେ ଚାଲିଗଲା ଜଣେ ମାଟ୍ରିକ ଛାତ୍ରଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ ୧୦ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩,୨୧୮ଟି ସେଣ୍ଟରରେ ମୋଟ…
ଫ୍ଲାଟର ମୂଲ୍ୟ ୭ କୋଟିରୁ ଅଧିକ, ୩ ଦିନ ମଧ୍ୟରେ ସବୁ ହୋଇଗଲା ବିକ୍ରି
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପୁଣି ଥରେ ଘରର ଡିମାଣ୍ଡ ବଢିବାରେ ଲାଗିଛି । ରିୟଲ ଷ୍ଟେଟର ବଡ କମ୍ପାନୀ ଡିଏଲଏଫ ଲିମିଟେଡ୍ ଆଜି କହିଛି ଯେ, ଗୁରୁଗ୍ରାମରେ ଥିବା ୧,୧୩୭ ର ଦାମୀ ଆପାର୍ଟମେଣ୍ଟକୁ ୩ଦିନରେ ବିକ୍ରି…
ମଦ୍ୟପାନ ଆଜି ହିଁ ଛାଡ଼ି ଦିଅନ୍ତୁ: ସ୍ୱାସ୍ଥ୍ୟ ଖରାପ ପୂର୍ବରୁ ମିଳିଥାଏ ୫ଟି ବଡ଼ ସଙ୍କେତ, କେତେ ମଦ ପିଇବା ଆବଶ୍ୟକ
ନୂଆଦିଲ୍ଲୀ: ଆଜିର ସମୟରେ ମଦ୍ୟପାନ ମଣିଷ ପାଇଁ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଛି । ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ମଦ ବୋତଲରେ ଲେଖାଥିଲେ ହେଁ ତାହାକୁ ସମସ୍ତେ ଅଣଦେଖା କରିଚାଲନ୍ତି । ମଦ…
ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ଯୋଜନା ‘ଲକ୍ଷ୍ମୀ’: ଶକ୍ତିଶାଳୀ ହେବ ଗ୍ରାମ୍ୟ ଅର୍ଥନୀତି, ରାଜଧାନୀ ସହ ଯୋଡ଼ିହେବ ଗାଁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଶିକ୍ଷା, କୃଷି, ଶିଳ୍ପ, ସ୍ୱାସ୍ଥ୍ୟର ବିକାଶ ପାଇଁ ରାଜ୍ୟର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରି ସ୍ଥଳେ ଗାଁରୁ ସହର ଓ ରାଜଧାନୀକୁ ଗମନାଗମନର ସୁବିଧା ପାଇଁ ଏଣିକି…
ବଡ ପରଦାରେ କମେଡି କିଙ୍ଗ୍ ଙ୍କ ସହ ନଜର ଆସିବେ କଟକର ଶିଶୁ କଳାକାର ପ୍ରଜ୍ୱଳ ସାହୁ
ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ଫିଲ୍ମ ଜ୍ୱିଗାଟୋ ଆସନ୍ତାକାଲି ରିଲିଜ୍ ହେବ । କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ ଓଡିଶା ସହ ଏକ ନିଆରା ସମ୍ପର୍କ ରହିଛି । ଖାସ୍ କରି କଟକ ଓ ଭୁବନେଶ୍ୱରର ସହ ସମ୍ପର୍କ…
ଡ୍ରୋନ ଦୁର୍ଘଟଣାକୁ ନେଇ ମୁହଁ ଖୋଲିଲା ରୁଷ, କହିଲେ ଉତ୍ତେଜିତ ହେଲେ ଭୋଗିବାକୁ ପଡିବ ପରିଣାମ, ଲଗାଇଲେ ଗୁପ୍ତଚର ଅଭିଯୋଗ
ନୂଆଦିଲ୍ଲୀ: ଆମେରିକାର ଡ୍ରୋନକୁ ରୁଷର ଯୁଦ୍ଧ ବିମାନ ଦ୍ୱାରା ନିକ୍ଷେପ କରାଯିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ବୁଧବାର ଦିନ ରୁଷର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ…
PEO, ଜୁନିୟର ଆସିଷ୍ଟାଣ୍ଡ ନିଯୁକ୍ତି ୨୦୨୩: OSSSC ପଦ ସଂଖ୍ୟା ୬୮୬୨କୁ ବୃଦ୍ଧି ପାଇଲା, ଜାଣନ୍ତୁ ଡିଟେଲ୍ସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ମିଳିତ ନିଯୁକ୍ତି ପରୀକ୍ଷା-୨୦୨୩ ଅଧିନରେ ଅନେକ…
ପ୍ରତିଶୋଧ ନେଲା ଅଟୋ ଚାଳକ ସଂଘ ; ରାଜରାସ୍ତାରେ ଗଡିଲାନି ଅଟୋ, ଅପମାନର ପ୍ରତିବାଦରେ ଶହ ଶହ ଅଟୋ ଚାଳକଙ୍କ ବିକ୍ଷୋଭ
ଭୁବନେଶ୍ୱର : ଆଜି ଭୁବନେଶ୍ୱ ସ୍ମାର୍ଟ ସିଟିର ଅନଲାଇନ୍ ଅଟୋ ଚାଳକ ସଂଘ ରାଜରାସ୍ତାକୁ ଓହ୍ଳାଇଛି । ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ବିରୋଧ କରି ଅଟୋ ଚାଳକ ସଂଘ ରାସ୍ତାରେ ହୋ-ହାଲ୍ଲା ମଚାଇଛି । ଗତକାଲି ଡ୍ରାଇଭର ସଂଘ…