fbpx
Browsing Category

Top Stories

ଭୂତପ୍ରେତ ସହିତ କଟୁଛି ରାତି: ସଇତାନ ସାଙ୍ଗରେ ବିତୁଛି ଜୀବନ, ଇଏ କି ପ୍ରେମ?

ଭୂତ, ପ୍ରେତ, ଆତ୍ମା ଆଉ ସଇତାନକୁ ନେଇ ଅନେକ କାହାଣୀ ଶୁଣାଯାଏ । ଆଈମା’ର ଗପ ପେଡିରେ ଭରି ରହିଥାଏ ଏଭଳି ପିଶାଚୀ ଆଉ ଡାହାଣୀମାନଙ୍କ କଥା । ପିଲାବେଳେ ଏହା ଶୁଣିବାକୁ ଯେତିକି ମଜା ଲାଗିଥାଏ, ତା’ଠୁ ବେଶୀ ଭୟଙ୍କର…

ପୁଣି ମିଳିଲା ଟଙ୍କାର ପାହାଡ଼: କଂଗ୍ରେସର ୨ ବିଧାୟକଙ୍କ ଘରେ ଚଢ଼ାଉରେ ମିଳିଲା ୧୦୦ କୋଟିରୁ ଅଧିକ…

ନୂଆଦିଲ୍ଲୀ: ଝାଡଖଣ୍ଡ କଂଗ୍ରେସର ୨ ବିଧାୟକ ଓ ତାଙ୍କ ସହଯୋଗୀ ସମେତ କିଛି ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ, ଯେଉଁଥିରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେନାମୀ କାରବାର ଓ ପୁଞ୍ଜି ନିବେଶର ହୋଇଥିବା…

ଟି -୨୦ ବିଶ୍ୱକପ୍: ଚାମ୍ପିଅନ୍ ହେବ ଏହି ଟିମ୍, ଭବିଷ୍ୟବାଣୀ କଲେ ଏବି ଡିଭିଲିୟର୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ୪ ଦଳ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି । ଆସନ୍ତା କାଲି ଅର୍ଥାତ୍ ନଭେମ୍ବର ୯ ତାରିଖରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ଏବଂ ଭାରତ ଓ…

ଆଜିଠୁ ୯ ଦିନ ଧରି ଚାଲିବ କଟକ ଐତିହାସିକ ବାଲିଯାତ୍ରା ; ଉଦଘାଟନ କରିଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

କଟକ: କଟକରେ ଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇଛି । ଏହାକୁ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ତେବେ ଏହି ଉଦଘାଟନୀ ଉତ୍ସବରେ କଟକ ମେୟର ସୁବାସ ସିଂଙ୍କ ସମେତ…

T-20 WC 2022; ଭାରତ-ଇଂଲଣ୍ଡ ସେମି ପୂର୍ବରୁ ଦଳରେ ପରିବର୍ତ୍ତନ: ସାମିଲ ହେଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଏବେ ଆହୁରି ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । ପାଖେଇ ଆସୁଛି କ୍ଲାଇମାକ୍ସ । ଏଥିପାଇଁ ଖେଳାଳିଙ୍କ ସହ ପ୍ରଶଂସକମାନଙ୍କ ଉତ୍ସାହ ବି ଚରମ ସୀମାରେ । ସୁପର-୧୨ର ସମସ୍ତ ମ୍ୟାଚ ସରିବା…

ଆସନ୍ତା ସପ୍ତାହରେ ସମଗ୍ର ଦେଶରେ ବ୍ୟାଙ୍କ ଷ୍ଟ୍ରାଇକ୍: ପ୍ରଭାବିତ ହୋଇପାରେ ATM ଓ ଅନ୍ୟାନ୍ୟ ସେବା

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବ୍ୟାଙ୍କ ସହ ଜଡ଼ିତ ଯଦି କୌଣସି କାମ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଆସନ୍ତା ସପ୍ତାହରେ ବ୍ୟାଙ୍କ କର୍ମଚାରୀମାନେ ଷ୍ଟ୍ରାଇକ କରିବା ଫଳରେ ବ୍ୟାଙ୍କିଙ୍ଗ…

IPLରେ ହେବ ୯୪ ମ୍ୟାଚ୍‌: ଜାଣନ୍ତୁ କିପରି ହେବ ବିଶ୍ୱର ସବୁଠୁ ବଡ ଲିଗ୍, କ’ଣ ରହିଛି ବିସିସିଆଇର ପ୍ଲାନ୍

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ 'ଇଣ୍ଡିଆନ ପ୍ରିମିୟର ଲିଗ୍‌'(ଆଇପିଏଲ) ଆଗାମୀ ପାଞ୍ଚ ବର୍ଷରେ ଦୁନିଆର ସବୁଠୁ ବଡ଼ ଲିଗ୍ ହେବାକୁ ଯାଉଛି । ଆଇପିଏଲର ନବ ନିର୍ବାଚିତ ଅଧ୍ୟକ୍ଷ ଅରୁଣ ଧୁମଲ ଏହି ଦାବି…

ପୋଷ୍ଟ ଅଫିସରୁ ଟଙ୍କା ଉଠାଇବା ନିୟମରେ ହେଲା ପରିବର୍ତ୍ତନ: ଏବେ ଲାଗିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ: ଆଜିକାଲି ପୋଷ୍ଟ ଅଫିସ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଏବଂ ସୁବିଧା ମାଧ୍ୟମ ପାଲଟିଛି । ତେବେ ଆପଣ ମଧ୍ୟ ଯଦି ପୋଷ୍ଟ ଅଫିସର ବ୍ୟାଙ୍କରେ ଖାତା ରଖିଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ବଡ ଖବର ।…

ଚନ୍ଦ୍ରଗ୍ରହଣ ସରିବା ପରେ ତୁରନ୍ତ କରନ୍ତୁ ଏହି କାର୍ଯ୍ୟ ; ଜୀବନରେ ପଡିବନି ନକରାତ୍ମକ ପ୍ରଭାବ

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ଏକ ଅଶୁଭ ଘଟଣା । ଏହି ସମୟରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କିମ୍ବା ଦେବ ନିତୀ ଆଦି କରିବାକୁ ବାରଣ କରାଯାଇଥାଏ । ଏଥି ସହିତ ଚନ୍ଦ୍ରକୁ ଗ୍ରହଣ ସ୍ପର୍ଶ…

ପିରିୟଡସ୍ ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ; ନଚେତ୍ ବଢିପାରେ ସମସ୍ୟା

ପିରିୟଡସ୍ ଅର୍ଥାତ ମାସିକ ଋତୁସ୍ରାବ ସମୟରେ ମହିଳାମାନଙ୍କର ମୁଣ୍ଡବିନ୍ଧା, କାନ୍ଧ ଦରଜ, ବ୍ଲିଡିଂ, ଅନିଦ୍ରା ଭଳି ସମସ୍ୟା ଦେଖାଦିଏ । ଏହାଦ୍ୱାରା ସେମାନଙ୍କର ଡେଲି ରୁଟିନରେ ପରିବର୍ତନ ହୋଇଥାଏ । ଡାକ୍ତରଙ୍କ…