Browsing Category

Top Stories

ଆନ୍ଧ୍ରପ୍ରଦେଶ ସଡ଼କ ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ 2ଜଣ ବ୍ୟକ୍ତିଙ୍କ ସହିତ ଜଣେ ଶିଶୁ ପ୍ରାଣ ହରାଇଥିବା ଜଣାପଡ଼ିଛି । ଶ୍ରୀକାକୁଲମ ଜିଲ୍ଲାର କୋଟାବୋମାଲି ମଣ୍ଡଳ ଅନ୍ତର୍ଗତ…

ଜ୍ୟେଷ୍ଠ ପୂର୍ଣ୍ଣିମାରେ ଏହି ରାଶିଙ୍କୁ ପ୍ରାପ୍ତ ହେବ ମାଆ ଲକ୍ଷ୍ମୀଙ୍କ କୃପା, ଧନ-ଧାନ୍ୟରେ ହେବ ବୃଦ୍ଧି

ଓଡ଼ିଶା ଭାସ୍କର: ଆଜି ଜ୍ୟେଷ୍ଠ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି ବୁଧବାର। ପୂର୍ଣ୍ଣିମା ତିଥି ଆଜି ଦ୍ୱିପ୍ରହର ୧ଟା ୧୪ ମିନିଟ ପର୍ଯ୍ୟନ୍ତ ରହିବ। ଆଜି ସ୍ନାନ ପୂର୍ଣ୍ଣିମା ମଧ୍ୟ। ଆଜି ଦ୍ୱିପ୍ରହର ୨ଟା ୪ ମିନିଟ ଯାଏଁ…

ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ଭୁବନେଶ୍ବର: ଆଜି ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବର୍ତ୍ତମାନ ସ୍ନାନ ବେଦୀକୁ ବିଜେ କରୁଛନ୍ତି ଶ୍ରୀ ଜଗନ୍ନାଥ । ଭୋରରୁ ପହଣ୍ଡି ଆରମ୍ଭ ହୋଇସାରିଛି ।  ମହାପ୍ରଭୁଙ୍କର ଏହି ଦିବ୍ୟ ଦର୍ଶନ ଦେଖିବା…

(Video) ପିଞ୍ଜରା ଭିତରେ ବାଘ ଏବଂ ସିଂହୀଙ୍କ ମଧ୍ୟରେ ଭୟଙ୍କର ଲଢ଼େଇ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ:  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି, ଯେଉଁଥିରେ ଏକ ସିଂହୀ ଏବଂ ବାଘ ମଧ୍ୟରେ ଏକ ବିପଦପୂର୍ଣ୍ଣ ସଂଘର୍ଷ ଦେଖିବାକୁ ମିଳୁଛି । ଏହି ଭିଡିଓଟି କେବଳ ରୋମାଞ୍ଚରେ ପରିପୂର୍ଣ୍ଣ…

ମନରେଗା ଖର୍ଚ୍ଚ ଉପରେ ସରକାରଙ୍କ ନୂଆ ନିୟମ, ଏହା ମଜୁରୀ ଉପରେ ପକାଇବ କି ପ୍ରଭାବ?

ନୂଆଦିଲ୍ଲୀ: ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (MGNREGS) ଅଧୀନରେ ନୂଆ ନିୟମ ଆଣିଛନ୍ତି । ପ୍ରଥମ ଥର ପାଇଁ, ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି…

ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଖୋଲିଲା ବାଟ, ଥରକେ ବିକ୍ରି କରିହେବ 5ଶହ ବର୍ଗମିଟର

ଭୁବନେଶ୍ବର: ଆସିଲା ODA(ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ)2ୟ ସୟଶୋଧନ ରୁଲ୍ । ପାର୍ଟ ପ୍ଲଟ୍ ବିକ୍ରି ବାଟ ଖୋଲିଲା । ଥରକେ 5ଶହ ବର୍ଗମିଟର କରିହେବ ବିକ୍ରି । ବିନା ଅନୁମୋଦନରେ 5 ଶହ ବର୍ଗମିଟର ଥରକେ ବିକ୍ରି…

WTC Final: ଅଷ୍ଟ୍ରେଲିଆ ଘୋଷଣା କଲା ପ୍ଲେଇଂ ଇଲେଭେନ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ପରେ ଏବେ ଅଷ୍ଟ୍ରେଲିଆ ଦଳ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍ ପାଇଁ ପ୍ଲେଇଂ ଇଲେଭେନ୍ ଘୋଷଣା କରିଛି । ଜୁନ୍ ୧୧ରୁ ଲର୍ଡସ୍ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ଟାଇଟଲ୍…

‘ପାକିସ୍ତାନରେ ଆତଙ୍କବାଦ ବୃଦ୍ଧି ପାଇଁ ଆମେରିକା ଦାୟୀ’, ଟ୍ରମ୍ପଙ୍କୁ ଦୋଷ ଦେଲେ ବିଲାୱଲ ଭୁଟ୍ଟୋ

ଇସଲାମାବାଦ: ଭାରତକୁ ନକଲ କରୁଛି ପାକିସ୍ତାନ । ଅପରେସନ ସିନ୍ଦୁର ଜରିଆରେ ବିଶ୍ୱ ଦରବାରରେ ଭାରତ ନିଜର ପକ୍ଷ ରଖୁଛି । ବିଶ୍ୱ ଆଗରେ ପାକିସ୍ତାନର ଅସଲ ଚେହେରାକୁ ସର୍ବସମ୍ମୁଖରେ ଅଣାଯାଉଛି । ଠିକ୍ ସେହିପରି ଅପରେସନ…

ଧର୍ମଗଡ଼ ଉପଜିଲ୍ଲାପାଳ ଲାଞ୍ଚ ନେବା ଘଟଣା, ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ନିଲମ୍ବିତ । ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର । ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା । 10 ଲକ୍ଷ ଟଙ୍କା ଲାଞ୍ଚ…

ଭାରତର ଜନସଂଖ୍ୟା ୧.୪୬ ବିଲିୟନ, ହ୍ରାସ ପାଉଛି ପ୍ରଜନନ ହାର: UN

ନୂଆଦିଲ୍ଲୀ: ୨୦୨୫ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି, ଯାହା ବିଶ୍ୱରେ ସବୁଠାରୁ ଅଧିକ ବୋଲି ଜାତିସଂଘର ଏକ ନୂତନ ଜନସଂଖ୍ୟା ରିପୋର୍ଟରେ କୁହାଯାଇଛି । ରିପୋର୍ଟରେ ଏହା…