fbpx
Browsing Category

Top Stories

ଏହି ବୟସରେ ଝିଅମାନେ ରୋମାନ୍ସ କରିବାକୁ ବହୁତ ଭଲ ପାଆନ୍ତି

କୌଣସି ସମ୍ପର୍କରେ ଦମ୍ପତିଙ୍କ ମଧ୍ୟରେ ପ୍ରେମ ଏବଂ ରୋମାନ୍ସ ଏକ ସାଧାରଣ କଥା। ଏକ ସଂପର୍କରେ ଭଲପାଇବା ରହିବା ସମ୍ପର୍କକୁ ଆହୁରି ମଜବୁତ କରିଥାଏ। ଏବଂ ଦମ୍ପତିମାନେ ଏକାଠି ରହିବାରେ କୌଣସି ପ୍ରକାରର ବିରକ୍ତି କରନ୍ତି…

ପତି-ପତ୍ନୀଙ୍କ ଭିତରର ରହସ୍ୟ: ନିଜ ନିଜ ଭିତରେ କେବେ ବି ସେୟାର କରନ୍ତିନି ଏହିସବୁ କଥା

ନୂଆଦିଲ୍ଲୀ: ବିବାହ ପତି-ପତ୍ନୀଙ୍କ ସମ୍ପର୍କକୁ ଆହୁରି ମଜବୁତ କରିଥାଏ । ତେବେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଯେତେ ନିବିଡ଼ ଥିଲେ ମଧ୍ୟରେ ସେମାନେ ପରସ୍ପରକୁ କିଛି କଥା ଲୁଚାଇଥାନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜ ନିଜ…

ଏଣିକି ପ୍ରତି ଘର ବାହାରେ ରହିବ ଡଷ୍ଟବିନ୍: ନହେଲେ ଫାଇନ୍ ପଡ଼ିବ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରକୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ବିଏମସି ପକ୍ଷରୁ ଅନେକ ପଦକ୍ଷେପମୂଳକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସମୟରେ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏହାରି ମଧ୍ୟରେ ବିଏମସି ଏକ…

୧୦ ଦିନ ଦୀପାବଳି ଛୁଟି: କମ୍ପାନୀ କହିଲା ‘ବହୁତ୍ କାମ ହୋଇଗଲା, ଯାଅ ଛୁଟି ମନାଅ’

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ପାର୍ବଣ ଋତୁ ଚାଲିଛି। ଏହି ଅବସରରେ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀମାନଙ୍କୁ ବୋନସ ଦେଉଥିବା ବେଳେ ଅନେକ ଅନ୍ୟାନ୍ୟ ଉପାୟରେ କର୍ମଚାରୀଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। ଆଗକୁ…

ତୃତୀୟ ମ୍ୟାଚ ଉପରେ ବର୍ଷାର କଳା ବାଦଲ: ଫାଇନାଲ ମ୍ୟାଚର ମଜା ହୋଇପାରେ ଗାଏବ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଏବେ ଏକ ନୂଆ ମୋଡରେ ଠିଆ ହୋଇଛି । ପ୍ରଥମ ଦିନିକିଆରେ ଭାରତର ଶୋଚନୀୟ ପରାଜୟ ପରେ ସିରିଜ ମଧ୍ୟ ଦକ୍ଷିଣ ଆଫ୍ରିକା ନେଇଯିବ ବୋଲି ମନେ ହେଉଥିଲା । କିନ୍ତୁ ଦ୍ୱିତୀୟ…

ନୟନତାରା ଏବଂ ବିଗ୍ନେଶଙ୍କ ପ୍ୟାରେଣ୍ଟ୍ସ ହେବା ଉପରେ ଉଠିଲା ପ୍ରଶ୍ନ: ସରୋଗେସୀ ଉପରେ ଏବେ ସରକାର କରିବେ ଯାଞ୍ଚ

ନୂଆଦିଲ୍ଲୀ: ନିକଟରେ ସାଉଥ ସୁପରଷ୍ଟାର ନୟନତାରା ଏବଂ ତାଙ୍କ ପତି ବିଗ୍ନେଶ ଶିବନ ଯମଜ ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି । ରବିବାର ଅକ୍ଟୋବର ୯ ତାରିଖରେ ସୋସିଆଲ ମିଡିଆ ଫଟୋ ସେୟାର କରି ପ୍ୟାରେଣ୍ଟସ ହେବାର ଖବର…

ଧୁମଧାମରେ ପାଳନ ହେଲା ମା ସିଂହାସନୀ ମାହେଶ୍ୱରୀଙ୍କ ପୂଜା: ଯାତ୍ରାରେ ଶହ ଶହ ଭକ୍ତଙ୍କ ଭିଡ

ବୌଦ୍ଧ ଜିଲ୍ଲାର ପୁରୁଣାକଟକରେ ମା ଭୈରବୀ ନାମରେ ପୂଜା ପାଉଥିବା ବେଳେ ଜିଲାର ଅନ୍ୟ ଏକ ଅଲୌକିକ ପୀଠ ବରପଦରରେ ମା ମାହେଶ୍ୱରୀ ସିଂହାସନୀ ନାମରେ ପୂଜା ପାଉଛନ୍ତି । ମା’ଙ୍କର ଏହି ପୀଠରେ ଅନେକ ଅଲୌକିକ ମହିମାମାନ ରହି…

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଚିନ୍ତା ପ୍ରକାଶ କଲା ଭାରତ: କୀଭରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: ଋଷସେନା ତରଫରୁ ସୋମବାର ୟୁକ୍ରେନର ଅନେକ ସହର ଉପରେ ଘନଘନ ଆକ୍ରମଣ ସମଗ୍ର ବିଶ୍ୱକୁ ଚକିତ କରିଛି । ଏହି ଆକ୍ରମଣରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା କୁହାଯାଉଛି । ଏହାରି ମଧ୍ୟରେ ଭାରତ ଋଷ  ଋଷ-ୟୁକ୍ରେନ…

IAS ସ୍ତରରେ ଅଦଳବଦଳ: ରବିନ୍ଦ୍ରନାଥ ସାହୁ ନୟାଗଡ଼ ଜିଲ୍ଲାପାଳ

ଭାରତୀୟ ପ୍ରଶାସନିକ ଅଫିସର(ଆଇଏଏସ୍) ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟପାଳଙ୍କ ଆଦେଶ ଅନୁଯାୟୀ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି…

କାଲି ବିସିସିଆଇର ହେବ ବଡ ବୈଠକ: ସୌରଭ ଗାଙ୍ଗୁଲିଙ୍କୁ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଖୁବଶୀଘ୍ର ବିସିସିଆଇକୁ ମିଳିବ ନୂଆ ଅଧ୍ୟକ୍ଷ । ଆସନ୍ତା ଅକ୍ଟୋବର ୧୮ ତାରିଖରେ ବୋର୍ଡର ଏଜିଏମ ହେବାକୁ ଯାଉଛି, ଯେଉଁ ନିର୍ବାଚନରୁ ଆରମ୍ଭ କରି ପଦାଧିକାରୀ ଇତ୍ୟାଦିକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା ।…