fbpx
Browsing Category

Top Stories

2024 Election: ବିରୋଧୀଙ୍କ ଅସ୍ତ୍ର ଧ୍ୱଂସ ପାଇଯିବ, କ୍ଷମତା ହାତେଇବା ପାଇଁ BJP ପ୍ରୟୋଗ କରିବ ‘Win Win’ ଫର୍ମୂଲା

ନୂଆଦିଲ୍ଲୀ: ଗତ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବହୁମତ ସହ ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା । ତେବେ ପୁଣି ୨୦୨୪ରେ କ୍ଷମତା ଦଖଲ କରି ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଛି ଭାରତୀୟ ଜନତା ପାର୍ଟି । ଗତ ଦୁଇଟି…

ମୋଗଲ ଜମାନାରେ କେତେ ଥିଲା ଦାସୀଙ୍କ ଦରମା? ମାସକୁ ସୁନାର ୧ କେ.ଜି ମୂଲ୍ୟ ବି କମ୍…

ମୋଗଲ ସାମ୍ରାଜ୍ୟର ହରମକୁ ନେଇ ଅନେକ କଥା ଅନେକ କାହାଣୀ ଶୁଣିବାକୁ ମିଳେ । କିନ୍ତୁ ଗୋଟିଏ କଥା ଏମିତି ରହିଛଇ ଯାହା ହୁଏତ ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ କରିପାରେ । ଏହାକୁ ବିଶ୍ୱାସ କରିବା ବି କଷ୍ଟକର । ଏହି କାହାଣୀ…

ସାଧାରଣ ଲୋକଙ୍କୁ ବଡ଼ ଆସ୍ୱସ୍ତି: ସାବୁନ୍ ଦାମ୍ ହ୍ରାସ କଲେ ପ୍ରମୁଖ କମ୍ପାନୀ

ନୂଆଦିଲ୍ଲୀ: ବଢୁଥିବା ମହଙ୍ଗା ମାଡ଼ ମଝିରେ ସାଧାରଣ ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଏମଏଫସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ଏବଂ ଗୋଦରେଜ କନଜ୍ୟୁମର ପ୍ରଡକ୍ଟଲିମିଟେଡ୍ କଞ୍ଚାମାଲର ଦାମ୍ ହ୍ରାସ କରିବା…

(Video) ପ୍ରସୂତୀଙ୍କୁ ପ୍ରସବ କରାଇବାକୁ ଆଣିଥିଲେ ଆଶକର୍ମୀ: ଫସିଗଲେ କାଦୁଅରେ…

ଜଣେ ପ୍ରସୂତିଙ୍କ ସନ୍ତାନ ଜନ୍ମ କରାଇବାକୁ ଆଣି କାଦୁଅ ପାଣିରେ ଫସିଛନ୍ତି ଆଶା କର୍ମୀ । ଏ ଦୃଶ୍ୟ ହେଉଛି ଭଦ୍ରକ ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର । ଲଘୁଚାପ…

୮୬ % ସିଇଓଙ୍କୁ ଚିନ୍ତା, ‘୧୨ ମାସ ମଧ୍ୟରେ ଆସିପାରେ ମାନ୍ଦାବସ୍ଥା’: ସର୍ଭେରୁ ଆସିଲା ଫଳାଫଳ

ନୂଆଦିଲ୍ଲୀ: ବୈଶ୍ୱିକ ମାନ୍ଦାବସ୍ଥା ସ୍ଥିତି ଏବେବି ଜାରି ରହିଛି । ଗୋଟିଏ ପଟେ ଯେଉଁଠାରେ ବଡ଼-ବଡ଼ କମ୍ପାନୀ ମାନେ କର୍ମଚାରୀଙ୍କ ଛଟେଇ କରୁଥିବାବେଳେ ଅନ୍ୟପଟେ ଆଇଏମଏଫ ମଧ୍ୟ ବିଶ୍ୱକୁ ଏହି ବିପଦକୁ ନେଇ ସତର୍କ କରାଇଛି…

ରାଜ୍ୟରେ ବନ୍ଦ ହୋଇଯିବ ହୋମିଓପାଥିକ ପିଜି ପାଠ୍ୟକ୍ରମ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ହୋମିଓପାଥି ଚିକିତ୍ସାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଏଲୋପାଥିକ ଚିକିତ୍ସା ପାଠ୍ୟକ୍ରମକୁ ରାଜ୍ୟ ସରକାର ଯେଉଁ ମାତ୍ରାରେ ଗୁରୁତ୍ୱ ଦେଉଛନ୍ତି ହୋମିଓପାଥିକ…

YouTubeର ଦୀପାବଳି ଅଫର: ବିନା କୌଣସି ବିଜ୍ଞାପନରେ ଉପଭୋଗ କରନ୍ତୁ ମନଛୁଆଁ ଭିଡିଓ

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଦ୍ୱାରା ଭାରତୀୟଙ୍କ ପାଇଁ ଦୀପାବଳି ଅଫର ଆରମ୍ଭ କରାଯାଇଛି। ଏହି ଅଫରରେ ୟୁଟ୍ୟୁବ୍ ପ୍ରିମିୟମ୍ ସେବା ୩ ମାସ ପାଇଁ ମାତ୍ର ୧୦ ଟଙ୍କାରେ ଦିଆଯାଉଛି।…

ଦକ୍ଷିଣ ଆଫ୍ରିକା ଦେଖିଲା ଡବଲ ଧମାକା: ପ୍ରଥମ ମ୍ୟାଚର ବଦଲା ନେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ଦଳଠାରୁ ଜବରଦସ୍ତ ଷ୍ଟାଇଲରେ ବଦଲା ନେଇଛି ଟିମ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ଆଜି ଡବଲ ଧମାକା ଦେଖାଇଛନ୍ତି ଶ୍ରେୟସ ଅୟର ଏବଂ ଇଶାନ କିଶାନ । ଦମଦାର ବ୍ୟାଟିଂ ବଳରେ ଅତିଥି ଦଳ ହାତରୁ…

‘ଦେଶରେ କମୁଛି ମୁସଲମାନଙ୍କ ଜନସଂଖ୍ୟା’… ମୋହନ ଭାଗବତଙ୍କ ବୟାନ ଉପରେ ଓୱେସୀଙ୍କ ପାଲଟା ଅଭିଯୋଗ

ନୂଆଦିଲ୍ଳୀ: ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦ୍ଦୀନ ଓୱେସୀ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ବୟାନ ଉପରେ ପାଲଟା ଅଭିଯୋଗ କରିଛନ୍ତି  । ଓୱେସୀ କହିଛନ୍ତି ମୁସଲମାନଙ୍କ ଜନସଂଖ୍ୟା କମ୍ ହେଉଛି ।…

ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ: କାହାକୁ କେଉଁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ, ପରାମର୍ଶଦାତା, ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛନ୍ତି । କଳିକେଶ ନାରାୟଣ ସିଂହ ଦେଓଙ୍କୁ ଓଡ଼ିଶା ହାଉସିଂ ବୋର୍ଡର…