fbpx
Browsing Category

Top Stories

Article 370 ହଟିବା ପରେ ଜଣେ ବି କଶ୍ମୀର ପଣ୍ଡିତ ଘାଟି ଛାଡ଼ି ନାହାନ୍ତି: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଆଜି ଥିଲା ତୃତୀୟ ଦିବସ । ତେବେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ଲିଖିତ ବିବୃତି ଦେଇଥିଲେ । ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି ।…

ତୁ ମୋର ଜନ୍ମକଲା ମାଆ ନୁହଁ: ନିଜ ରକ୍ତର ହୋଇଥିଲେ ତୁ ମୋତେ ଗରମ ଛୁରୀରେ ୧୭ ଥର ଚେଙ୍କ ଦେଇଥାନ୍ତୁ….

ନୂଆଦିଲ୍ଲୀ: କୁହାଯାଏ, ମାଆ ହେଉଛି ଏ ଦୁନିଆର ସବୁଠାରୁ ମୂଲ୍ୟବାନ ଅନୁଭବ । ତେବେ ଏପରି କିଛି ରାକ୍ଷସୀ ମାଆଙ୍କ ପାଇଁ ‘ମାଆ’ ଶବ୍ଦ ଆଜି କଳିଙ୍କିତ ହେବାକୁ ବସିଛି । ଜଣେ ମାଆ ତା’ର ସନ୍ତାନର ସମସ୍ତ ଦୁଃଖକଷ୍ଟକୁ ସହ୍ୟ…

୧୭୩୦ଟି ASI, SI ପଦବୀ ପୂରଣ ହେବ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୭୩୦ଟି ଏଏସଆଇ ଓ ଏସଆଇ ପଦବୀ ପୂରଣ ହେବ । ଏନେଇ ପ୍ରକ୍ରିୟା ଜାରି ରହିଥିବା ବେଳେ ରାଜ୍ୟର ସମସ୍ତ ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲାଗିବ । ଗତବର୍ଷ ରାଜ୍ୟରେ ୯୪୪…

ମଇଦାନକୁ ଫେରିବେ ଗାଙ୍ଗୁଲି! ଟ୍ୱିଟରରେ ପୋଷ୍ଟର ସତ୍ୟତାକୁ ନେଇ ମୁହଁ ଖୋଲିଲେ ସୌରଭ ଦାଦା

ନୂଆଦିଲ୍ଲୀ: ପୁଣି ଥରେ ମଇଦାନକୁ ଫେରିବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଲିଜେଣ୍ଡସ ଲିଗରେ ଗାଙ୍ଗୁଲିଙ୍କ ଖେଳିବାକୁ ନେଇ ଏକ ଟ୍ୱିଟର ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଏହି…

(Video) ହେ ଭଗବାନ! ଆଖି ପିଛୁଳାକେ ବିଜୁଳି ବେଗରେ ମାଡ଼ି ଆସିଲା ଏକ ଆମ୍ବୁଲାନ୍ସ, ପୋଛିଦେଲା ୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ କର୍ଣ୍ଣାଟକର ଏକ ଟୋଲ ପ୍ଲାଜାରୁ ଏକ ଭୟାନକ ଦୁର୍ଘଟଣା ସାମ୍ନାକୁ ଆସିଛି । ଏହି ଭିଡିଓ ଦେଖିବା ପରେ ଯେ କୌଣସି…

ବାଣ୍ଟି ଦେଲେ ୬୦୦ କୋଟି ଟଙ୍କାର ସମ୍ପତ୍ତି: ନିଜ ପାଖରେ ରଖିଛନ୍ତି ମାତ୍ର ଗୋଟିଏ ଘର, ଜାଣନ୍ତୁ କିଏ?

ନୂଆଦିଲ୍ଲୀ: ଆଜିକା ପିଢୀରେ ଟଙ୍କା ଏବଂ ସମ୍ପତ୍ତି ଉପରେ ସମସ୍ତଙ୍କର ଟିକିଏ ଲୋଭ ରହିଛି । ଅନେକ ଜାଗାରେ କିଛି ଟଙ୍କା ଆଉ ଅଳ୍ପ କିଛି ସମ୍ପତ୍ତି ପାଇଁ ଭାଇ ଭାଇ ଏବଂ ବନ୍ଧୁ ପରିଜନ ଅଲଗା ହେବା ତ ସାଧାରଣ କଥା ହଣାକଟା…

‘ମୁଖ୍ୟମନ୍ତ୍ରୀ ଜଣେ ଥାର୍ଡ କ୍ଲାସ, ମିଛୁଆ, କୁଖ୍ୟାତ ଅପରାଧୀ’: ହାଏରେ ବିଧାତା… KCRଙ୍କୁ ଜଣେ BJP ସାଂସଦ ଏପରି କହିବା କେତେଦୂର…

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତା ପରସ୍ପର ବିରୋଧରେ ଅନେକ ଅପଶବ୍ଦ ପ୍ରୟୋଗ କରି ବିବାଦ ଘେରକୁ ଆସିଥାନ୍ତି । ତେବେ ରାଜନୈତିକ ଆକ୍ରୋଶ ରଖି ଏଭଳି ଖରାପ ଶବ୍ଦ ପ୍ରୟୋଗ କରିବା ଗଣତନ୍ତ୍ର ପାଇଁ କେବେ ବି ଠିକ୍…

ଦ୍ରୌପଦୀଙ୍କୁ ନୁହେଁ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି BJPର ଦୁଇ ବିଧାୟକ: ମୋହନ ମାଝିଙ୍କୁ ତାରାଙ୍କ ତେରଛା ବାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଛି ମତଦାନ ପ୍ରକ୍ରିୟା । ଆସନ୍ତାକାଲି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ତେବେ ଏନେଇ ସାରା ଦେଶ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ…

ଆଉ ଥରେ ହେବ ନିଟ ପରୀକ୍ଷା: ବିଶୃଙ୍ଖଳା ପରେ ଦିଲ୍ଲୀରୁ ଆସିଲା ନିଷ୍ପତ୍ତି, ଜାଣନ୍ତୁ କେଉଁମାନେ ଦେବେ Exam?

ନୂଆଦିଲ୍ଲୀ: ନିଟ ପରୀକ୍ଷାରେ ବିରାଟ ବିଶୃଙ୍ଖଳା ପରେ ଏହା ଉପରେ ନିଆଯାଇଛି ଆଉ ଏକ ନୂଆ ନିଷ୍ପତ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏ ନେଇ ନିଷ୍ପତ୍ତି ଶୁଣାଇଛନ୍ତି ।…

ପୁଣି କମିଲା ସୁନା ଦର: ମାସକ ମଧ୍ୟରେ ସବୁଠୁ ଶସ୍ତା ହେଲା ଗୋଲ୍ଡ, ଜାଣନ୍ତୁ ନୂଆ ରେଟ୍

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟର ଅସ୍ଥିରତା ଯୋଗୁଁ ଭାରତୀୟ ବଜାରରେ ମଧ୍ୟ ସୁନା-ରୂପା ଦରରେ ହ୍ରାସ ପରିବର୍ତ୍ତନ ଦେଖାଦେଇଛି । ବୁଧବାର ସୁନା ଏବଂ ରୂପାର ମୂଲ୍ୟରେ ସାମାନ୍ୟ ବୃଦ୍ଧି ପରେ ମଧ୍ୟ ସୁନାର ଦର ଏବେ ଖୁବ…