Browsing Category

Top Stories

ଭାରତୀୟ Eye Drop ଉପରେ ଆମେରିକାର ବଡ ଅଭିଯୋଗ: କମୁଛି ଦୃଷ୍ଟି ଶକ୍ତି ଏବଂ ବଢୁଛି ମୃତ୍ୟୁ ସଂଖ୍ୟା, ଉତ୍ପାଦନ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶରେ ଭାରତୀୟ କଫ ସିରପ ପିଇ ଅନେକ ଶିଶୁ ମୃତ୍ୟୁ ବରଣ କରିବା ଅଭିଯୋଗ ପରେ ଏବେ ଭାରତୀୟ eye drop ବ୍ୟବହାର କରି ଲୋକଙ୍କର ଦୃଷ୍ଟି ଶକ୍ତି ହ୍ରାସ ଏବଂ ମୃତ୍ୟୁ ଭଳି ସାଙ୍ଘାତିକ ଅଭିଯୋଗ…

ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: ଡାଏରୀ ଖୋଲିବ ଷଡ଼ଯନ୍ତ୍ରର ରହସ୍ୟ, ସକାଳୁ ସକାଳୁ ଗୋପାଳ ଘରେ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା ଷଡ଼ଯନ୍ତ୍ରର ରହସ୍ୟ ଖୋଲିପାରେ ବହିଷ୍କୃତ ଏଏସଆଇ ଗୋପାଳ କୃଷ୍ଣଙ୍କ ଡାଏରୀ । କ୍ରାଇମ୍ବ୍ରାଞ୍ଚ ତଦନ୍ତର ୩ୟ ଦିନରେ…

ଚୀନ୍‌ର ଇଣ୍ଟରନେଟ୍ ଉପକରଣ କରୁଛନ୍ତି ସହରଗୁଡିକର ସର୍ଭିଲାନ୍ସ, ବିଶ୍ୱ ପାଇଁ ସୃଷ୍ଟି କରିପାରେ ବିପଦ: ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ ଏବେ ଚୀନ୍ ନିର୍ମିତ ବୈଦ୍ୟୁତିକ ଏବଂ ଇଣ୍ଟରନେଟ୍ ସହ ଜଡ଼ିତ ଉପକରଣର ବ୍ୟବହାର ହେଉଛି। ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।…

ବ୍ରେନ୍ ଡେଡ୍ ମହିଳା ମଧ୍ୟ କରିପାରିବେ କି ସରୋଗେସି ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଯେଉଁ ମହିଳାମାନେ ବନ୍ଧ୍ୟାକରଣ କିମ୍ବା ଅନ୍ୟ କୌଣସି କାରଣରୁ ଗର୍ଭବତୀ ହେବାକୁ ଅସମର୍ଥ, ସେମାନେ ପିଲା ପାଇଁ ସରୋଗେସିର ଆଶ୍ରୟ ନେଇଥାନ୍ତି । କିନ୍ତୁ ଏବେ ଜଣେ ପ୍ରଫେସର କହିଛନ୍ତି ଯେ, ବ୍ରେନ୍ ଡେଡ ମହିଳାମାନଙ୍କୁ…

କୋଟି କୋଟି ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଏବେ ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ୍! ରେଳମନ୍ତ୍ରୀ କଲେ ଏହି ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରେଳର କୋଟି କୋଟି ଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଲୋକଙ୍କୁ କନଫର୍ମ ଟିକେଟ୍ ବୁକ୍ କରିବା ବେଳେ ହେଉଥିବା ସମସ୍ୟାକୁ ଧ୍ୟାନରେ ରଖି ରେଳ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି ।…

କାଷ୍ଟିଂ କାଉଚର ଶିକାର ହୋଇଥିଲେ ନୟନତାରା, ବଖାଣିଲେ ନିଜର ଅଭିଜ୍ଞାତା

ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ବଡ଼ ଖୁଲାସା। ଇଣ୍ଡଷ୍ଟ୍ରିରେ ସେ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଥିବା ନେଇ କହିଛନ୍ତି ଅଭିନେତ୍ରୀ। ସେ କହିଛନ୍ତି ତାଙ୍କୁ ଫିଲ୍ମରେ ଲିଡ୍ ରୋଲ୍ ଦେବା ବଦଳରେ ସାଲିସ୍ କରିବାକୁ…

ଡୋପ୍ ଟେଷ୍ଟରେ ଧରା ପଡିଲେ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର, ୨୧ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର ନିଷେଧ ଡ୍ରଗ୍ସ ସେବନ କରିବା ମହଙ୍ଗା ପଡିଲା। କାରଣ ଡୋପ ଟେଷ୍ଟରେ ଧରା ପଡି ଅଭିଯୁକ୍ତ ହୋଇଛନ୍ତି ଦୀପା। ତେଣୁ ଇଣ୍ଟରନ୍ୟାସ୍‌ନାଲ ଟେଷ୍ଟିଂ ଏଜେନ୍ସି ତାଙ୍କ…

ଭାରତରେ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟିରୁ କମ୍

ନୂଆଦିଲ୍ଲୀ: ଭାରତରେ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟିରୁ କମ୍ ଥିବା ଜଣାଯାଇଛି। ୨୦୨୦-୨୧ରେ ଶେଷଥର ସାର୍ବଜନୀନ ହୋଇଥିବା ପରିସଂଖ୍ୟାନ ମୁତାବକ ଭାରତରେ ୧୩୨ କୋଟି ଜନବସତି ମଧ୍ୟରୁ ୮.୨୨ କୋଟି…

ବଧୂ ବେଶରେ ମହାକାଶଚାରୀଙ୍କ ଫଟୋ ଭାଇରାଲ, ଯାହାକୁ ଦେଖି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ

ସୋସିଆଲ ମିଡିଆରେ ସମୟସମୟରେ ଏମିତି କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ଏହି କ୍ରମରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହାକାଶଚାରୀଙ୍କୁ ବଧୂ ରୂପରେ…

ପେଟ ସଂକ୍ରମଣକୁ କରନ୍ତୁ ଅଣଦେଖା: ନଚେତ୍ ଭୋଗିପାରନ୍ତି ଏହି ସମସ୍ୟା

ପେଟ ସଂକ୍ରମଣର ଅନେକ କାରଣ ରହିଛି । ଏହାର ଅନେକ ପ୍ରକାର ଲକ୍ଷଣ ମଧ୍ୟ ରହିଛି । କିଛି ସମସ୍ୟାର ଲକ୍ଷଣ ସମାନ ଥିଲେ ବି ରୋଗ ଏକା ନୁହେଁ, ଆଉ ଏହାର ପ୍ରତିକାର ବି ଅଲଗା । କିଛି ଲକ୍ଷଣ ଯୋଗୁଁ ଅନେକ ଲୋକ ଏହାକୁ ମଳକଣ୍ଟକ…