Browsing Category

Top Stories

(Video) ଟୁକୁଡ଼ା କାଗଜ ଖୋଲିବ ନବ ଦାସ ହତ୍ୟା ରହସ୍ୟ: କାଗଜରେ କ’ଣ ଲେଖିଛନ୍ତି ଗୋପାଳ, ଏହା ପଛରେ ଆଉ କାହାର ସମ୍ପୃକ୍ତି ଅଛି କି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଖୋଲୁଛି ନୂଆ ନୂଆ ଗୁମର । କ୍ରାଇମବ୍ରାଞ୍ଚ, ଫରେନସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ…

ଡେଲିଭରୀ ପାଇଁ ଡାକ୍ତରଖାନା ଯାଉଥିଲେ ମହିଳା: ହଠାତ୍ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ଦମ୍ପତିଙ୍କ ଜୀବନ

ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରାସ୍ତାରେ ଯାଉଥିବା ଏକ କାର୍‌ରେ ନିଆଁ ଲାଗିବାରୁ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ପୋଲିସ ଦେଇଥିବା ସୂଚନା ମୁତାବକ ଏହି ଘଟଣାରେ…

ମୋ କ୍ୟାରିୟରର ଅନ୍ତିମ ସମୟ ଆସିଯାଇଛି: ଫୁଟବଲକୁ ଅଲବିଦା ନେଇ ସଙ୍କେତ ଦେଲେ ମେସି

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ମ୍ୟାଜିକ ଦେଖିବାକୁ କୋଟି କୋଟି କ୍ରୀଡ଼ାପ୍ରେମୀ ପାଗଳ ହୋଇଥାନ୍ତି । ତେବେ ଖୁବଶୀଘ୍ର ଆର୍ଜେଣ୍ଟିନାର ଏହି ମହାନ୍ ଫୁଟବଲ ଖେଳାଳିଙ୍କୁ ଆଉ…

ଗୋଆ ନିର୍ବାଚନରେ ଦିଲ୍ଲୀ ମଦ ଘୋଟାଲା ଟଙ୍କା ଲଗାଇଛି ଆପ୍, ଚାର୍ଜସିଟିରେ ଦାବି କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଘୋଟାଲା ଟଙ୍କାରେ ଗୋଆରେ ନିର୍ବାଚନ ପ୍ରଚାର କରିଛି ଆମ ଆଦମୀ ପାର୍ଟି(ଆପ)। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଗୁରୁବାର ଏଭଳି ସାଂଗାତିକ ଅଭିଯୋଗ ଆପ୍ ଉପରେ ଲଗାଇଛି । କୋର୍ଟରେ ଦାଖଲ କରିଥିବା…

ବଦଳିଲା ଓଡ଼ିଶା ଅଗ୍ନିଶମ ବାହିନୀର ନାଁ, ବିଧିବଧ ଭାବେ ପ୍ରକାଶ ପାଇଲା ଗାଜେଟ୍‌

ଭୁବନେଶ୍ୱର: 'ଓଡ଼ିଶା ଅଗ୍ନିଶମ ସେବା' ବିଧିବଧ ଭାବେ 'ଓଡିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା' ହୋଇଛି। ଏନେଇ ରାଜ୍ୟ ସରକାର ବିଧିବଧ ଭାବେ ଗାଜେଟ୍‌ ପ୍ରକାଶ କରିଛନ୍ତି। କୌଣସି ବିପଦ କିମ୍ବା ବିପଦ ସମୟରେ ଉଦ୍ଧାର,…

ଏହିସବୁ ଲକ୍ଷଣକୁ ଭୁଲରେ ବି କରନ୍ତୁ ନାହିଁ ଅଣଦେଖା; ନଚେତ ଆପଣ ହୋଇପାରନ୍ତି କ୍ୟାନ୍ସରର ଶିକାର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅନିୟମିତ ଖାଦ୍ୟଶୌଳୀ କାରଣରୁ ଅନେକ ଲୋକ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ଫଳରେ ସେମାନଙ୍କୁ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ…

Aaj Takକୁ ମିଳିଲା ବଡ଼ ସଫଳତା: YouTube ସବସ୍କ୍ରାଇବର୍ସ ୫ କୋଟି ଟପିଲା

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଆଜ ତକ ଏକ ନୂଆ ସଫଳତା ହାସଲ କରିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଆଜ ତକ ୫ କୋଟି ସବସ୍କ୍ରାଇବର୍ସ ପାର କରିଛି । ପ୍ରଥମ ନ୍ୟୁଜ ଚ୍ୟାନେଲ ଭାବେ ଆଜ ତକ ଏହି…

୮୦ ବର୍ଷରୁ ଅଧିକ ବର୍ଷ ବଞ୍ଚୁଛନ୍ତି ଏଠାକାର ଲୋକ, ଜାଣନ୍ତୁ ଏଠାକାର ଲୋକମାନଙ୍କ ଜୀବନଶୈଳୀ

ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି ଜାପାନ ଯେଉଁ ଦେଶରେ ଲୋକମାନେ ଅଧିକ ରୁହନ୍ତି ସେମାନଙ୍କ ମଧ୍ୟରେ ଗଣନା କରାଯାଇଥାଏ। ଜାପାନବାସୀଙ୍କ ହାରାହାରି ବୟସ ୮୩ ବର୍ଷ ।ଏଥି ସହିତ ଜାପାନରେ ଏକ ଦ୍ୱୀପ ଅଛି ଯାହା ଏଠାରେ ରହୁଥିବା…

ଗ୍ରୁପ୍ ପ୍ରସଙ୍ଗରେ ସଂସଦରେ ବିରୋଧୀଙ୍କ ଝଡ଼, ତଦନ୍ତ କରି ଦୈନିକ ରିପୋର୍ଟ ମିଳିତ ସଂସଦୀୟ କମିଟିକୁ ଜଣାଇବାକୁ ଦାବି

ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଲା ପରେ ବଦଳି ଯାଇଛି ଭାରତର କୋଟିପତି ବ୍ୟକ୍ତି ଗୌତମ ଆଦାନୀଙ୍କ ଭାଗ୍ୟ। ଦିନିକୁ ଦିନ ଏବେ ଆଦାନୀଙ୍କ ପାଇଁ ସ୍ଥିତି ଜଟିଳ ହେବାକୁ ଯାଉଛି। ସେୟାର ବଜାରରେ…

OPTCLରେ ୩୩୩ଟି ପଦବୀ ଖାଲି, ପ୍ରକାଶ ପାଇଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୩୩୩ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ମ୍ୟାନେଜମେଣ୍ଟ…