Browsing Category

Top Stories

ଆରମ୍ଭ ହେଲା ଯୁକ୍ତଦୁଇ ପ୍ରାକ୍ଟିକାଲ୍,ସିସି କ୍ୟାମେରା ସହ ଦୁଇ ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ବର: ବୁଧବାର ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ମାସ ୧୦ ତାରିଖରେ ସରିବ । ଏଥିପାଇଁ ପରୀକ୍ଷାର୍ଥୀମାନେ ସକାଳ ୯ଟା ୩୦ରୁ ଲ୍ୟାବ୍ ମଧ୍ୟକୁ…

ପ୍ରସବ ପୂର୍ବରୁ ଯୌନ ନିର୍ଣ୍ଣୟ ଭିଡ଼ିଓ ଉପରେ ରୋକ ଲଗେଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ..

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ୟୁଟ୍ୟୁବର୍ମାନଙ୍କୁ ନୋଟିସ୍ ପଠାଇଛି ଯେଉଁମାନେ ପ୍ରସବ ପୂର୍ବରୁ ଯୌନ ନିର୍ଣ୍ଣୟ ଉପରେ ଭିଡିଓ ଅପଲୋଡ୍ କରିଥିଲେ। ୩୬ ଘଣ୍ଟା ମଧ୍ୟରେ…

ଆଜି ଆସିବ ସାଧାରଣ ବଜେଟ୍; ସବୁ ବର୍ଗଙ୍କୁ ସୁହାଇଲା ଭଳି ହେବକି ବଜେଟ୍

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ୨୦୨୩- ୨୪ ବର୍ଷ ପାଇଁ ଏହି ବଜେଟ୍ ଉପସ୍ଥାପନ ହେବ । ଯାହାକି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍କ ବଜେଟ୍…

ବିମାନବନ୍ଦରରେ ଆତଙ୍କ, ଫୋନରେ କହିଲେ ମୁଁ ଯିବି ନାହିଁ, ଆପଣଙ୍କ ବିମାନରେ ବୋମା ଅଛି

ଅହମଦାବାଦ: ଏୟାରପୋର୍ଟ କର୍ମଚାରୀ ଯାତ୍ରୀ ମାନଙ୍କୁ ଫୋନ କରି କହିଲେ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି । ଜଣେ ବ୍ୟକ୍ତି ଫୋନ ରିସିଭ କରି କହିଲେ ମୁଁ ଯିବି ନାହିଁ, ମୋତେ ମରିବାର ନାହିଁ, କାରଣ ଆପଣଙ୍କ ଫ୍ଲାଇଟରେ…

ଧାନବାଦ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ୧୩ ଜଣ ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୨ଲକ୍ଷ ଟଙ୍କା କ୍ଷତିପୂରଣ

ଧାନବାଦ:ଝାଡଖଣ୍ଡର ଧାନବାଦରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଏକ ବିଲ୍ଡିଂରେ ନିଆଁ ଲାଗି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଲୋକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁକୁ ନେଇ…

ରେଳ ଲାଇନ ନିର୍ମାଣ କାର୍ଯ୍ୟ ପାଇଁ ଜାରି ହେଲେ କଟକଣା;ଭୁବନେଶ୍ୱର ଆସୁଥିଲେ ରୁହନ୍ତୁ ସତର୍କ

ଭୁବନେଶ୍ୱର:ଲୋକମାନେ ଯେଉଁ ଭଳି ଟ୍ରାଫିକ ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ଏହାକୁ ନେଇ ସଦାସର୍ବଦା ପୋଲିସ ଚିନ୍ତା କରନ୍ତି । ତେବେ ସର୍ବସାଧାରଣଙ୍କ ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ବିଜ୍ଞପ୍ତି ନେଇ…

୫୦ ବର୍ଷ ପରେ ଏହାକୁ ଯାଉଛି ଦୁର୍ଲଭ ସଂଯୋଗ; ଏହିସବୁ ଲୋକଙ୍କର ହେବ ଭାଗ୍ୟଦୋୟ, ଜାଣନ୍ତୁ ଆପଣଙ୍କ ରାଶି ଅଛି କି ସାମିଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଓ ଗତି ପରିବର୍ତ୍ତନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇବା ସହ ତାର ସଫଳତା ଏବଂ ବିଫଳତା…

(Video)ତୁଷାରପାତ ବେଳେ ଧୋତି ପିନ୍ଧି ଧ୍ୟାନରେ ସାଧୁ, ଭିଡିଓ ଦେଖିଲେ ଆପଣ ମଧ୍ୟ କମ୍ପି ଉଠିବେ

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ । ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଥାଏ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଆନ୍ତି । ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓଟି…

କ’ଣ ଦୁଇଟି କିଡନୀ ବିନା ବଞ୍ଚି ପାରିବ ମଣିଷ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ପାଟନା: ଆମ ଶରୀରରେ କିଡ଼ନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଯଦି ଏହା ସଠିକ୍ ରୂପେ କାମ କରେନି ତେବେ ଆମ ଶରୀରରେ ରକ୍ତ ସଫା ହୋଇ ନଥାଏ । ଏହି କୀଡନୀକୁ ଯଦି ମଣିଷ ଶରୀରରୁ କଢାଯାଏ ତେବେ ଅଧିକ ସମୟ ବଞ୍ଚିବା…

ଏହି ସମୟରେ ମୃତ୍ୟୁକୁ କୁହାଯାଏ ଅଶୁଭ: ପରିବାରର ଆଉ ୪ ଜଣଙ୍କ ଜୀବନହାନି ହେବାର ରହିଥାଏ ଆଶଙ୍କା

ଜନ୍ମ ଏବଂ ମୃତ୍ୟୁ ହେଉଛି ଜୀବନର ଏକ ପ୍ରକୃତ ସତ୍ୟ । ଯିଏ ଏହି ପୃଥିବୀରେ ଜନ୍ମ ହୋଇଛି ମାନେ ମୃତ୍ୟୁ ସୁନିଶ୍ଚିତ । ଏହି ଦୁଇଟି ଜିନିଷ ମନୁଷ୍ୟର ହାତରେ ନାହିଁ । ମଣିଷ ନିଜ କର୍ମ ଅନୁଯାୟୀ ଜନ୍ମ ନେଇଥାଏ ଏବଂ କର୍ମ…