Browsing Category

Top Stories

ତଦନ୍ତ ପାଇଁ ହେଲିକାପ୍ଟରରେ ଝାରସୁଗୁଡା ଗଲେ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍‌ଙ୍କୁ ଗୁଳି ମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୯ ଟିମ୍ ଗଠନ କରାଯାଇଛି।…

ଆପୋଲୋରେ ଚାଲିଛି ନବ ଦାସଙ୍କ ଚିକିତ୍ସା; ଜାଣନ୍ତୁ କେଉଁ କେଉଁ ଡାକ୍ତିରୀ ଦଳ ଅଛନ୍ତି ସାମିଲ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଜି ମଧ୍ୟାନରେ ଜଣେ ପୋଲିସ ଏଏସଆଇ ଗୁଳି ଚାଳନା କରିଛନ୍ତି । ଫଳରେ ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ତେବେ…

ଆପୋଲୋରେ ନବ ଦାସଙ୍କ ଅସ୍ତ୍ରୋପଚାର, ଜାଣନ୍ତୁ କ’ଣ କହିଲେ ଡାକ୍ତର!

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ ହେବା ପରେ ତାଙ୍କୁ ଝାରସୁଗୁଡ଼ାରୁ ଏୟାର ଲିପ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ବିଜୁ…

ମନ୍ତ୍ରୀ ନବ ଦାସଙ୍କ ଗୁଳିରେ ନୂଆ ମୋଡ଼, ଗତକାଲି ବ୍ୟବସାୟିକ ସହଯୋଗୀଙ୍କୁ ମିଳିଥିଲା ହତ୍ୟା ଧମକ!

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍‌ଙ୍କୁ ଗୁଳିମାଡ଼ ଘଟଣାରେ ଆସିଛି ବଡ଼ ଅପଡେଟ୍। ଗତକାଲି ନବ ଦାସ୍‌ଙ୍କ ବିଜନେସ୍ ପାର୍ଟନରଙ୍କୁ ମିଳିଥିଲା ହତ୍ୟା ଧମକ। ମନ୍ତ୍ରୀ ନବ ଦାସ୍‌ଙ୍କୁ ଗୁଳି ମାଡ଼ ପରେ ଏହି ଖବର ଘଟଣାକୁ…

ଠିକ୍ ନଥିଲା ASI ଗୋପାଳ ଦାସ୍‌ଙ୍କ ମାନସିକ ସ୍ଥିତି, ଜାଣନ୍ତୁ ନବ ଦାସ୍‌ଙ୍କୁ ଗୁଳି ମାଡ଼ ବିଷୟରେ କ’ଣ କହିଲେ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ ଘଟଣା ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ନବ ଦାସଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ…

ଆପୋଲରେ ପହଞ୍ଚିଲେ ନବ ଦାସ; ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରଜରାଜନଗର ଗସ୍ତରେ ଯାଇଥିବା ବେଳେ ଗାନ୍ଧି ଛକ ନିକଟରେ ତାଙ୍କୁ ଗୁଳିମାଡ ହୋଇଛି । ଜଣେ ପୋଲିସ ଏଏସଆଇ ଏହି ଗୁଳିମାଡ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି । ତେବେ ପୋଲିସ…

IRCTC ପକ୍ଷରୁ ଆସିଲା ଶସ୍ତା ପ୍ୟାକେଜ୍: କମ୍ ଟଙ୍କାରେ ବୁଲନ୍ତୁ ଥାଇଲାଣ୍ଡ, ଜାଣନ୍ତୁ ବୁକିଂ ଡିଟେଲ୍ସ

ନୂଆଦିଲ୍ଲୀ: ଯଦି ଆପଣମାନେ ବୁଲିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ପ୍ଲାନ୍ ଅଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ଶାନଦାର ଟୁର୍ ପ୍ୟାକେଜ୍ ଲଞ୍ଚ…

ଗଣଶିକ୍ଷା ବିଭାଗର ବଡ଼ ପଦକ୍ଷେପ: ଜାତୀୟ ସ୍ତରର ପରୀକ୍ଷା ପାଇଁ ସ୍କୁଲରୁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ, ବଦଳିବ ପାଠପଢ଼ା ଓ ପରୀକ୍ଷା ସିଷ୍ଟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଆଗକୁ ସ୍କୁଲ ରୂପାନ୍ତରଣ ଭଳି ଶିକ୍ଷାଦାନ ପଦ୍ଧତିରେ ମଧ୍ୟ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ…

ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବସ୍ଥା ସଂକଟାପନ୍ନ; ଏୟାର ଲିଫ୍ଟ ଯୋଗେ ଘରୋଇଉ ହସ୍ପିଟାଲକୁ ସ୍ଥାନାନ୍ତର

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ହୋଇଛି । ଫଳରେ ତାଙ୍କ ଛାତିରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ ତାଙ୍କୁ ଝାରସୁଗୁଡାରୁ ଏୟାର ଲିଫ୍ଟ ଯୋଗେ ଭୁବବନେଶ୍ୱରର ଏକ…

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖୋଲିବ ସନ୍ଥକବି ଭୀମଭୋଇ ଚେୟାର: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମଭୋଇ ଚେୟାର ପ୍ରତିଷ୍ଠା ହେବ । ପୂର୍ବରୁ ଦିଲ୍ଲୀ ଓ ଛତିଶଗଡ଼ର ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥକବିଙ୍କ ଚେୟାର…