Browsing Category
Top Stories
ବଏକଟ୍ ଗ୍ୟାଙ୍ଗକୁ ମନ୍ତ୍ରୀ ଅନୁରାଗଙ୍କ ଶକ୍ତ ଚାପୁଡ଼ା: ଶାହରୁଖ ଖାନଙ୍କୁ କଲେ ପ୍ରଶଂସା
ମୁମ୍ବାଇ: ଦେଶରେ ବଲିଉଡ୍ ଇଣ୍ଡଷ୍ଟ୍ରି ଓ ଫିଲ୍ମକୁ ନେଇ ଦୀର୍ଘଦିନ ହେବ ସୋସିଆଲ୍ ମିଡିଆରେ ବଏକଟ୍ ଟ୍ରେଣ୍ଡ କ୍ଷୀପ୍ର ବେଗରେ ମାଡ଼ିଚାଲିଛି । ନିକଟରେ ଶାହରୁଖ୍ ଖାନ୍ଙ୍କ ଫିଲ୍ମ ‘ପଠାନ୍’ର ଏକ ଗୀତକୁ ନେଇ ଦେଶବ୍ୟାପୀ…
ହକି ବିଶ୍ୱକପ୍: ଜର୍ମାନୀ-ବେଲିଜିୟମ୍ ଫାଇନାଲ, ବ୍ରୋଞ୍ଜ ପାଇଁ ଲଢ଼ିବେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ୍
ଭୁବନେଶ୍ୱର: ପୂର୍ବତନ ଚାମ୍ପିଅନ୍ ଜର୍ମାନୀ ଓ ଗତ ବିଶ୍ୱକପ୍ ଟାଇଟଲ ବିଜେତା ବେଲିଜିୟମ୍ ଚଳିତ ବର୍ଷ ଏଫଆଇଏଚ୍ ହକି ବିଶ୍ୱକପ୍ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଶୁକ୍ରବାର ସ୍ଥାନୀୟ କଳିଙ୍ଗ…
ସ୍ୱାଭାବିକ ଠାରୁ ୬ ଡିଗ୍ରୀ ଉପରେ ପାରଦ, ବିଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇପାରେ ରାଜଧାନୀ
ଭୁବନେଶ୍ୱର: ଶୀତ ଦିନରେ ତାତିର ପ୍ରଭାବ। ବସନ୍ତରେ ଆଉ ବହୁନି ମଳୟ ପବନ। ଧୀରେଧୀରେ ଉତ୍ତପ୍ତ ହେଉଛି ଓଡ଼ିଶା। ଯେଉଁ ସମୟରେ ଓଡ଼ିଶାରେ ଥଣ୍ଡାର ପ୍ରାଦୁର୍ଭାବ ଦେଖାଦେବା କଥା ସେହି ସମୟରେ ହିଁ ସୂର୍ଯ୍ୟଙ୍କର ପ୍ରଚଣ୍ଡ…
ପୁଣି ନବୀନ ନମ୍ବର-୧: ମୁଡ୍ ଅଫ୍ ନେସନ ସର୍ଭେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଶର ପ୍ରିୟ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଜାତୀୟ ସ୍ତରରେ ଚମକିଛନ୍ତି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଡ୍ ଅଫ୍ ନେସନ ସର୍ଭେରେ ନବୀନ ଏକ ନମ୍ବର ଆସନ ଅଳଙ୍କୃତ କରିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ୍…
ମଦ୍ୟପାନ ଓ ଇଣ୍ଟରନେଟ୍ ମଣିଷର ଦୁଇଟି ବଡ଼ ଶତ୍ରୁ, ଏହି କୁଅଭ୍ୟାସ ପାଇଁ ଦାୟୀ କିଏ? ରିସର୍ଚ୍ଚରୁ ମିଳିଲା ବଡ଼ ତଥ୍ୟ
ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଖାଦ୍ୟପେୟ, ଲାଇଫଷ୍ଟାଇଲ ବଦଳିବାରେ ଲାଗିଛି । ମଣିଷ ବିଜ୍ଞାନ କ୍ଷେତ୍ରରେ ଯେତିକି ଆଗକୁ ଯାଉଛି, ସ୍ୱାସ୍ଥ୍ୟ ଓ ରୋଗ ସମସ୍ୟା କ୍ଷେତ୍ରରେ ସେତିକି ପଛକୁ ଯାଉଛି । ତେବେ ଆଜିର ସମୟରେ…
ଟେନିସରୁ ଅବସର ନେଲେ ସାନିଆ: ବିଦାୟୀ ମ୍ୟାଚରେ ରୋକିପାରିଲେନି ଆଖିର ଲୁହ
ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆଜି ଗ୍ରାଣ୍ଡସ୍ଲାମ ଟେନିସରୁ ଅବସର ନେଇଛନ୍ତି । ତେବେ ବିଦାୟୀ ମ୍ୟାଚରେ ସାନିଆଙ୍କ ଆଖିରୁ ଝରି ପଡ଼ିଥିଲା କେଇ ଟୋପା ଲୁହ, ଯାହାକୁ ସେ ରୋକି ପାରିନଥିଲେ । ଆଜି…
ଆପେଆପେ ଜଳିବ, ଆପେଆପେ ଲିଭିବ: କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ, ବିଜୁଳି ବିଲ୍ ଆସିବ ଶୂନ, ବ୍ୟବହାର କରନ୍ତୁ ଖାସ୍ ଲାଇଟ
ନୂଆଦିଲ୍ଲୀ: ଆଜିର ସମୟରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ସାଙ୍ଗକୁ ବିଜୁଳି ବିଲ୍ ବୃଦ୍ଧି ଏକ ବଡ଼ ସମସ୍ୟା । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ଦିନରାତି ଚିନ୍ତିତ ରହିଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି…
Old Pension ଯୋଜନାକୁ ନେଇ ଆସିଲା ଖୁସି ଖବର, ଏହି ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ OPS!
ନୂଆଦିଲ୍ଲୀ: ଦେଶରେ ପୁରୁଣା ପେନସନ୍ ସ୍କିମ୍ (OPS) ର ପୁନଃ ଆରମ୍ଭକୁ ନେଇ ଏକ ଭିନ୍ନ ବିତର୍କ ଆରମ୍ଭ ହୋଇଛି। ନୂଆ ପେନ୍ସନ୍ ସ୍କିମ୍ (NPS) ବନ୍ଦ କରି ପୁରୁଣା ପେନ୍ସନ୍ ଯୋଜନାକୁ ପୁନଃ ସ୍ଥାପିତ କରିବାକୁ ସାରା…
କାଙ୍ଗାଳ ପାକିସ୍ତାନ ଉପରେ ଭାରତର ‘ୱାଟର ଷ୍ଟ୍ରାଇକ୍’, ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ମାମଲା ?
ନୂଆଦିଲ୍ଲୀ: ପାକିସ୍ତାନ ଏବେ ବହୁତ ଖରାପ ସମୟ ଦେଇ ଗତି କରୁଛି । ଗୋଟିଏ ଡଲାରର ମୂଲ୍ୟ ୨୫୫ ଟଙ୍କା, ଅଟାର ମୂଲ୍ୟ ୩୦୦୦ ଟଙ୍କା, ପାକିସ୍ତାନର ଗାଁ ଏବଂ ସହରଗୁଡିକ ବ୍ଲାକ୍ ଆଉଟର ସାମ୍ନା କରୁଛନ୍ତି । ପାକିସ୍ତାନର…
ହକି ବିଶ୍ୱକପ୍ ମହାଲଢ଼େଇ: ଜର୍ମାନୀ-ବେଲଜିୟମ ମଧ୍ୟରେ ହେବ ଫାଇନାଲ ମୁକାବିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ହକି ବିଶ୍ୱକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆଜି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପହଞ୍ଚିଥିଲା ଜର୍ମାନୀ । ଏହା ମଧ୍ୟରେ…