Browsing Category
Top Stories
ଉଲ୍ଲେଖନୀୟ ସେବାପାଇଁ ଲୋକସେବା କନଭେନସନ ସେଣ୍ଟରରେ ୩୪ ଜଣଙ୍କୁ ପୁଲିସ ପଦକ ପ୍ରଦାନ
ରାଜ୍ୟର ୩୪ ଜଣ ପୁଲିସ୍ କର୍ମଚାରୀଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପୁଲିସ୍ ମେଡାଲ୍ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ କଟକଭୁବନେଶ୍ୱର ପୁଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସୁରକ୍ଷା ଏସ୍.ପି. ସରୋଜ…
କେନ୍ଦ୍ର ବଜେଟ୍ ୨୦୨୩-୨୪ର ଚୂଡ଼ାନ୍ତ ପର୍ଯ୍ୟାୟ ହାଲୱା ଉତ୍ସବ ସହ ଆରମ୍ଭ
ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି (୨୬-୦୧-୨୦୨୩) ନର୍ଥ ବ୍ଲକର ହାଲୱା ଉତ୍ସବ ସହ ଆରମ୍ଭ ହୋଇଯାଇଛି। ଏହି ଉତ୍ସବ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ…
ଛାତିରେ ଯନ୍ତ୍ରଣା ପରେ ବରିଷ୍ଠ ବଲିଉଡ୍ ଅଭିନେତା ଅନ୍ନୁ କପୁର ହସପିଟାଲରେ ଭର୍ତ୍ତି: ସାମ୍ନାକୁ ଆସିଲା ହେଲ୍ଥ ଅପଡେଟ୍
ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ଅନ୍ନୁ କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ରହିଛି । ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଅନ୍ନୁ କପୁରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା…
ବିନା ପରୀକ୍ଷାରେ SBIରେ ମିଳିବ ଚାକିରି: ଗ୍ରାଜୁଏଟମାନଙ୍କ ପାଇଁ ଅଫିସର ପଦବୀରେ ବାହାରିଲା ନିଯୁକ୍ତି
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସ୍ପେଶାଲ କ୍ୟାଡର ଅଫିସର ପଦ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏଠାରେ ପୋଗ୍ରାମର ମ୍ୟାନେଜର, କମାଣ୍ଡ ସେଣ୍ଟର ମ୍ୟାନେଜର ସମେତ ଅନେକ ପଦବୀ ପାଇଁ ଆବେଦନ କରିବାକୁ…
ହକି ବିଶ୍ୱକପ: କ୍ଲାସିଫିକେସନ୍ ମ୍ୟାଚ୍ରେ ଭାରତର ବିପୁଳ ବିଜୟ, ୮-୦ରେ ଜାପାନ୍ ପରାସ୍ତ
ରାଉରକେଲା: ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ର କ୍ଲାସିଫିକେସନ୍ ମ୍ୟାଚ୍ରେ ଭାରତ ଜାପାନ୍କୁ ଏକ ପାଖିଆ ୮-୦ ଗୋଲ୍ରେ ହରାଇଛି। ମ୍ୟାଚ୍ ଆରମ୍ଭରୁ ଦୁଇ ପକ୍ଷ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ପ୍ରଥମ କ୍ୱାଟରରେ…
ଗୁଗୁଲରୁ ଛଟେଇ କରାଯାଇଥିବା କର୍ମଚାରୀମାନଙ୍କୁ ମିଳିବ ଏହି ସୁବିଧା!
ନୂଆଦିଲ୍ଲୀ : ଆଇଟି ଓ ଟେକ୍ କମ୍ପାନୀଗୁଡ଼ିକରେ ଲଗାତାର ଚାଲୁଥିବା ଛଟେଇ ମଧ୍ୟରେ ଗତ ସପ୍ତାହରେ ଗୁଗୁଲ ନିଜ ଇତିହାସର ସବୁଠାରୁ ବଡ଼ ଛଟେଇ କରିଛି । କମ୍ପାନୀ ଗୋଟିଏ ଥରରେ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ…
ଗୋଟିଏ ଦିନରେ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ୨୪ ଟଙ୍କା ତଳକୁ ଖସିଲା, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ ଆର୍ଥିକ ସଙ୍କଟ ବଢୀବାରେ ଲାଗିଛି। ବଢୁଥିବା ଆର୍ଥିକ ସଙ୍କଟ ମଧ୍ୟରେ ଏବେ ପାକିସ୍ତାନ ଟଙ୍କାର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଗୁରୁବାର ଗୋଟିଏ ଡଲାର…
ଭ୍ରୃଣକୁ ଖରାପ କରିପାରେ କରୋନା…ଗର୍ଭବତୀ ମହିଳାଙ୍କୁ ଟେନସନ୍ ଦେବାକୁ ଯାଉଛି ଏହି ଷ୍ଟଡୀ
ନୂଆଦିଲ୍ଲୀ: ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ଭାଇରସ୍ ଗର୍ଭବତୀ ମହିଳାଙ୍କ ଭ୍ରୃଣ ଓ ଗର୍ଭାଶୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ । କରୋନାରେ ଗର୍ଭରେ ବଢ଼ୁଥିବା ଗର୍ଭସ୍ଥ ଶିଶୁର ଅଙ୍ଗ ଏବଂ ମସ୍ତିଷ୍କର…
କେବେ ଏବଂ କେଉଁ ପରିସ୍ଥିତିରେ ଆମକୁ ବଡ଼ମାନଙ୍କର ପାଦ ଛୁଇଁବା ଉଚିତ୍ ନୁହେଁ? ଜାଣନ୍ତୁ ଏହାର କାରଣ
ହିନ୍ଦୁ ଧର୍ମରେ ଅନେକ ପରମ୍ପରା ରହିଛି, ଚରଣ ସ୍ପର୍ଶ କରିବା ଅର୍ଥ ହେଉଛି ପାଦକୁ ଛୁଇଁବା ମଧ୍ୟ ସେଥିମଧ୍ୟରୁ ଗୋଟିଏ । ଯେତେବେଳେ ବି ଜଣେ ବୟସ୍କ ବ୍ୟକ୍ତି ଆମକୁ ଭେଟନ୍ତି, ସମ୍ମାନ ପ୍ରଦର୍ଶନ କରିବାକୁ ଯାଇ ଆମେ ତାଙ୍କ…
ରଣଜୀ ଟ୍ରଫି: ପ୍ରଚଣ୍ଡ ଫର୍ମକୁ ଫେରିଲେ ରବିନ୍ଦ୍ର ଜାଡେଜା, ପ୍ରତିପକ୍ଷ ଦଳ ଉପରେ ପଡିଲେ ଭାରୀ
ଚେନ୍ନାଇ: ଭାରତରେ, ଏବେ ଟି-୨୦ ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ପାଇଁ ଯୁବ ଚେହେରାଙ୍କ ଧାଡି ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପଟେ ଯୁବ ଖେଳାଳିଙ୍କୁ ନିରନ୍ତର ସୁଯୋଗ ଦିଆଯାଉଛି। ସମାନ ସମୟରେ ଟିମ୍ ଇଣ୍ଡିଆର କିଛି…