Browsing Category

Top Stories

ଆଇସିସି U19 ମହିଳା ବିଶ୍ୱକପ: ସେମିଫାଇନାଲରେ ଭାରତ, ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ ସହିତ ମୁକାବିଲା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି -୨୦ ବିଶ୍ୱକପ ୨୦୨୩ ର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା, କିନ୍ତୁ…

ପଦ୍ମ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର: ଡା. ଦିଲୀପ ମହଲନାବିସ୍‌ଙ୍କୁ ପଦ୍ମଭୂଷଣ, ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ୭୪ ତମ ଗଣତନ୍ତ୍ର ଦିବସ ଅବସରରେ ସରକାର ପ୍ରତିଷ୍ଠିତ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ଥର ୧୦୬ ଜଣଙ୍କୁ ଏହି ସମ୍ମାନଜନକ ପାଇଁ ଚୟନ କରାଯାଇଛି। ଦିଲ୍ଲୀପ ମହଲନାବିସ୍‌ଙ୍କୁ ଆସନ୍ତାକାଲି…

ଲଦାଖ ଅଞ୍ଚଳରେ ଭାରତ କୋଣସି ଅଞ୍ଚଳ ହରାଇ ନାହିଁ, ସେନା ଦେଲା ସ୍ପଷ୍ଟିକରଣ

ନୁଆଦିଲ୍ଲୀ: ଲଦାଖ ସୀମାରେ ଭାରତ ପ୍ରାୟ ୨୬ଟି ପେଟ୍ରୋଲିଂ ପଏଣ୍ଟ ହରାଇ ଥିବା ଖବର ଉପରେ ସ୍ପଷ୍ଟିକରଣ ଦେଇଛି ସେନା। ସେନା ପକ୍ଷରୁ ଜାରି ବୟାନରେ ଏହି ଦାବିକୁ ଖଣ୍ଡନ କରାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ,…

ଦକ୍ଷିଣ କୋରିଆକୁ ୫-୧ ଗୋଲ୍‌ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଲା ନେଦରଲାଣ୍ଡ୍‌ସ

ଭୁବନେଶ୍ୱର: ହକି ବିଶ୍ବକପ୍‌ ୨୦୨୩ରରେ ନେଦରଲାଣ୍ଡ୍‌ସ ଚତୁର୍ଥ ଦଳ ଭାବେ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଶେଷ କ୍ବାଟର ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆକୁ ୫-୧ ଗୋଲ୍‌ରେ…

ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ ଭାବେ କାର୍ଯ୍ୟରେ ଯୋଗ ଦେଲେ ମନୋଜ ଶର୍ମା

ନୂଆଦିଲ୍ଲୀ:୧୯୮୫ ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ର ଅଧିକାରୀ ଶ୍ରୀ ମନୋଜ ଶର୍ମା ମହାପ୍ରବନ୍ଧକ ଭାବରେ ପୂର୍ବ ତଟ ରେଳପଥରେ ନୂତନ ମହାପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ…

ପୁରୁଷ ହକି ବିଶ୍ୱକପ: କ୍ୱାଟର ଫାଇନାଲରେ ଇଂଲଣ୍ଡକୁ ହରାଇଲା ଜର୍ମାନି, ସେମିରେ ଅଷ୍ଟ୍ରେଲିଆକୁ ଭେଟିବ

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍‌ର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲରେ ଜର୍ମାନୀକୁ ମାତ୍ ଦେଇଛି ଇଂଲଣ୍ଡ। ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ ଖୁବ୍ ସଂଘର୍ଷମୟ ରହିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍ ୨-୨…

ଟିଭି ଓ ରେଡିଓ ପାଇଁ ପ୍ରସାର ଭାରତୀ ଏବଂ ଇଜିପ୍ଟର ନେସନାଲ ମିଡିଆ ଅଥରିଟି (ଏନଏମଏ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: ଟିଭି ଓ ରେଡିଓ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି, ଦକ୍ଷତା ନିର୍ମାଣ ଏବଂ ବିଷୟବସ୍ତୁ (କଣ୍ଟେଣ୍ଟ) ବିନିମୟ ନିମନ୍ତେ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି…

ଗଣତନ୍ତ୍ର ଦିବସ ପୂର୍ବରୁ ମହାମହିମଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ପରମ୍ପରାକୁ ପାଳନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୪ ତମ ଗଣତନ୍ତ୍ର ଦିବସ ଅବସରରେ ଦେଶକୁ ସମ୍ବୋଧିତ କରୁଛନ୍ତି। ଅଲ ଇଣ୍ଡିଆ ରେଡିଓ (ଏଆର୍) ଏବଂ ଦୂରଦର୍ଶନ ସମସ୍ତ ଚ୍ୟାନେଲରେ ଏହା ପ୍ରସାରିତ ହେଉଛି।…

ବିଗୁଡୁଛି ଅର୍ଥନୈତିକ ଅବସ୍ଥା, ଏବେ କର୍ମଚାରୀଙ୍କ ଦରମା କାଟିବା ପାଇଁ ଭାବୁଛନ୍ତି ସରକାର

ନୂଆଦିଲ୍ଲୀ:ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଚାଲିଛି । ଏହା ମଧ୍ୟରେ ଖବର ଆସୁଛି ଯେ ଏହି ସଙ୍କଟ ଯୋଗୁଁ…

ପୂର୍ବ ଲଦାଖର ୬୫ ପେଟ୍ରୋଲିଂ ପଏଣ୍ଟରୁ ୨୬ ଟି ରେ ଉପସ୍ଥିତି ହରାଇଛି ଭାରତ: ରିପୋର୍ଟ

ନୁଆଦିଲ୍ଲୀ: ପୂର୍ବ ଲଦାଖର ୬୫ ଟି ପାଟ୍ରୋଲିଂ ପଏଣ୍ଟ ମଧ୍ୟରୁ ୨୬ଟି ରେ ଭାରତ ନିଜର ଉପସ୍ଥିତି ହରାଇଛି। ଲଦାଖର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ରିପୋର୍ଟରେ ଏହି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି। ଲଦାଖର ମୁଖ୍ୟ ସହର…