Browsing Category
Top Stories
ସୁପ୍ରିମକୋର୍ଟଙ୍କ ଶୁଣାଣି ପ୍ରତ୍ୟେକ ଭାରତୀୟ ଭାଷାରେ ଜାରି କରାଯିବା ଉଚିତ: CJIଙ୍କୁ ପ୍ରଶଂସା କଲେ ପିଏମ୍ ମୋଦୀ
ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକାକୁ ଭାଷା ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ।…
ହକି ବିଶ୍ୱକପ୍ କ୍ରସଓଭର ଲଢ଼େଇ: ମାଲେସିଆକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ସ୍ପେନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶା ମାଟିରେ ଆୟୋଜନ ହେଉଛି ପୁରୁଷ ହକି ବିଶ୍ୱକପ୍ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଆଜି କଳିଙ୍ଗ ମାଟି ରଙ୍ଗବେରଙ୍ଗରେ ସଜେଇ ହେବା ସହ ଏହାର…
କୃଷକଙ୍କୁ ବଡ଼ ଉପହାର ଦେବେ ମୋଦୀ ସରକାର: ଉପଭୋକ୍ତାଙ୍କ ବାର୍ଷିକ ରାଶି ୬ ହଜାରରୁ ୮ ହଜାରକୁ ବୃଦ୍ଧି ପାଇବ!
ନୂଆଦିଲ୍ଲୀ: ଦେଶର କୃଷକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମୋଦୀ ସରକାର ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଉପଭେକ୍ତାଙ୍କୁ ଅଧିକ ଅର୍ଥ ପ୍ରଧାନ କରିବେ । ପୂର୍ବରୁ କୃଷକଙ୍କୁ…
ନୂତନବର୍ଷ ପାଳନ ସମୟରେ ଭୟଙ୍କର ଗୁଳିକାଣ୍ଡ; ୧୦ ମୃତ ୧୬ ଆହତ
ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆର ମୋଣ୍ଟେରୀ ପାର୍କରେ ନବବର୍ଷ ଉତ୍ସବରେ ଏକ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଫଳରେ ଘଟଣାସ୍ଥଳରେ ୧୦ ଜମଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ…
Twitter Blue ବଡ଼ ଅପଡେଟ୍: ୟୁଜର୍ସଙ୍କ ପାଇଁ ପୁଣି ମହଙ୍ଗା ହେବା ସେବା, ଏଲନଙ୍କ ଘୋଷଣା
ନୂଆଦିଲ୍ଲୀ: ଟ୍ୱିଟର ବ୍ଲ’କୁ ନେଇ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ଏ ବାବଦରେ ଟ୍ୱିଟରର ମାଲିକ ଏଲନ ମସ୍କ ଘୋଷଣା କରିଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରଠାରୁ ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ…
(Video)ଚଳନ୍ତା ମେଟ୍ରୋରୁ ଡେଇଁ ପଡିଲେ ଯୁବକ, ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ:ମେଟ୍ରୋରେ ଯାତ୍ରା କରିବା ସମୟରେ ଅଧିକାଂଶ ଲୋକ ନିୟମ ମାନନ୍ତି ନଥିବାର ଆମେ ଦେଖିଛୁ। ଏବଂ ଏହା କାହିଁକି କରନ୍ତି ତାହା କାହାରିକୁ ଜଣ ନାହିଁ , ଏହାସହ ଟ୍ରେନର ଏହି ନିୟମ କେବଳ ଲୋକଙ୍କ ସୁରକ୍ଷା ପାଇଁ…
ଦୁର୍ଘଟଣାର ଶିକାର ହେଲେ ହଲିଉଡ୍ ଷ୍ଟାର ଜେରେମୀ ରେନର: ଭାଙ୍ଗି ଯାଇଛି ୩୦ରୁ ଅଧିକ ହାଡ଼
ନୂଆଦିଲ୍ଲୀ: ହଲିଉଡ୍ ଷ୍ଟାର ଜେରେମୀ ରେନର ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ୩୦ରୁ ଅଧିକ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି । ସ୍ନୋ ଫ୍ଲୋଇଂ ସମୟରେ ଜେରେମୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏ ବାବଦରେ…
WAPCOS Limited ପକ୍ଷରୁ ବାହାରିଲା ୧୬୧ଟି ପଦବୀ: ଡାଟା ଏଣ୍ଟ୍ରି ଅପରେଟର ଓ ଅଫିସ୍ ଆସିଷ୍ଟାଣ୍ଟ ପୋଷ୍ଟରେ ମିଳିବ ନିଯୁକ୍ତି
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ୱାପକସ ଲିମିଟେଡ ପକ୍ଷରୁ ୧୬୧ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କନଷ୍ଟ୍ରକସନ ଇଞ୍ଜିନିୟର, ସାଇଟ୍ ଇଞ୍ଜିନିୟର, ସର୍ଭେ ଇଞ୍ଜିନିୟର ଓ…
୧୦ମ ପାସ କରିପାରିବେ ଆବେଦନ ,୧୬୭୧ ପଦବୀ ପାଇଁ ବାହାରିଲା ନିଯୁକ୍ତିର ସୁଯୋଗ
ନୁଆଦିଲ୍ଲୀ: ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋରେ ଏସଆଇବି ର ଏକଜୁକେଟିଭ ଆଉ ମଲ୍ଟି ଟ୍ୟାକ୍ସିଙ୍ଗ ଷ୍ଟାପ ପଦ ପାଇଁ ଆବେଦନ ବାହାର କରିଛି । ଏଥିପାଇଁ ୧୬୭୧ ପୋଷ୍ଟରେ ଭର୍ତ୍ତି…
ଆପଣଙ୍କ ନିକଟକୁ କେବିସିର ମେସେଜ ଆସୁଛି କି? ହୋଇଯାଆନ୍ତୁ ସାବଧାନ, ନଚେତ୍ ଖାଲି ହୋଇଯିବ ଆକାଉଣ୍ଟ
ଦେଶର ସବୁଠୁ ବଡ ରିଅଲିଟି ଟିଭି ଗେମ୍ ସୋ କୋନ୍ ବନେଗା କରୋଡପତି(କେବିସି) ର ୧୪ ତମ ସିଜନ୍ ଚାଲିଛି । ଏହି ସମୟରେ ଏହି ସୋ କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।…