Browsing Category

Top Stories

ଜୁଲାଇ ୨୧ରୁ ସଂସଦ ଅଧିବେଶନ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ ବସିବ। ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ଅପରେସନ ସିନ୍ଦୂର ଏବଂ ପହଲଗାମ…

ଲଘୁ ଖଣିଜ ଚୋରା ଚାଲାଣରେ ଲାଗିବ ରୋକ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଘୁ ଖଣିଜ ଚୋରା ଚାଲାଣ ରାଜ୍ୟରେ ଖୁବ ଜୋରରେ ବଢିଚାଲିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ଲଘୁ ଖଣିଜ ଚୋରା ଚାଲାଣରେ ରୋକ…

IPL 2025 Awards Winners List: କିଏ ପାଇଲା ଅରେଞ୍ଜ ଏବଂ ପର୍ପଲ କ୍ୟାପ୍? କାହାକୁ ମିଳିଲା ଟାଟା କର୍ଭ କାର ଜାଣନ୍ତୁ

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ବିପକ୍ଷରେ ଏଲିମିନେଟରରେ ହାରିବା ପରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଆଇପିଏଲ 2025 ଫାଇନାଲରେ ପହଞ୍ଚିପାରିଲା ନାହିଁ । କିନ୍ତୁ ସେମାନଙ୍କର ବ୍ୟାଟସମ୍ୟାନ ସାଇ ସୁଦର୍ଶନ ଏବଂ…

୧୮ ତାରିଖରେ ଡେବ୍ୟୁ, ୧୮ ନମ୍ବର ଜର୍ସୀ, ୧୮ ବର୍ଷରେ ଆଇପିଏଲ ଚାମ୍ପିଆନ୍‌, ଜାଣନ୍ତୁ ଏହି ‘୧୮’ ନମ୍ବର ବିରାଟଙ୍କ ପାଇଁ କେତେ ଲକି

ନୂଆଦିଲ୍ଲୀ: ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏକ ବଡ଼ ଚମତ୍କାର ଘଟିଛି। ଆରସିବି ୧୭ ବର୍ଷ ପରେ ଆଇପିଏଲ ଟ୍ରଫିକୁ କବଜା କରିଛି। ଏହା ଆରସିବିର ଆଇପିଏଲରେ ୧୮ତମ ମ୍ୟାଚ୍ ଥିଲା। ଏହା ଆରସିବି ସହ ବିରାଟ…

କାୟା ବିସ୍ତାର କରୁଛି କରୋନା, ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପଜିଟିଭ ସଂଖ୍ୟା-18 ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ…

ବର୍ଷା ହେଲେ ୧୭ଟି ସ୍ଥାନରେ ଜମିବ ପାଣି, ସଫା ହେଉଛି ଡ୍ରେନ୍‌, ବିଏମସି ମେୟରଙ୍କ ସୂଚନା

ଭୁବନେଶ୍ୱର: ବର୍ଷା ହେଲେ ଭୁବନେଶ୍ୱରର ୧୭ଟି ସ୍ଥାନରେ ଜମିବ ପାଣି। ଗତବର୍ଷ ତୁଳନାରେ ସମ୍ବେଦନଶୀଳ ଅଞ୍ଚଳ ହ୍ରାସ ପାଇଛି। ପୂର୍ବରୁ ୭୧ ଥିବାବେଳେ ଏବେ ୧୭କୁ ଖସିଛି। ପାଣି ନ ଜମିବା ଲାଗି ମୁଖ୍ୟ ନାଳ ଓ ଡ୍ରେନ୍ ସଫା…

ପୁରୀ ସହ ଯୋଡ଼ି ହେବ ଦେଶର ତୀର୍ଥକ୍ଷେତ୍ର, ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ଗଡ଼ିଲା ସୁପର ପ୍ରିମୟମ ବସ୍‌

ଭୁବନେଶ୍ବର: ପୁରୀ ଜଗନ୍ନାଥ ଧାମରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଜଗନ୍ନାଥ ଏକ୍ସପ୍ରେସ ଗଡିଛି । ପୁରୀରୁ ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ସୁପର ପ୍ରିମିୟମ ବସ ସେବା ଆଜି ଆରମ୍ଭ ହୋଇଛି । ଗଡ଼ିଲା 5 ବସ୍-…

RCBର ଭିକ୍ଟ୍ରୀ ପରେଡ ପାଇଁ ନାଲି ରଙ୍ଗରେ ସଜାଯିବ ଏହି ସହର, ଜାଣନ୍ତୁ ସମୟ

ନୂଆଦିଲ୍ଲୀ: ଆରସିବି ଟିମ ଶାନଦାର ଅନ୍ଦାଜରେ ଆଇପିଏଲ ୨୦୨୫ର ଟାଇଟଲ ଜିତିଛି। ଆରସିବି ପ୍ରଥମଥର ଆଇପିଏଲର ଟ୍ରଫି ନିଜ ନାମରେ କରିଛି। ଫାଇନାଲରେ ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳୁଥିବା ଆରସିବି ଟିମ ପ୍ରଥମେ ବ୍ୟାଟିଂ…

IPL 2025: ପୁଣିଥରେ ଭାଙ୍ଗିଲା ପ୍ରୀତି ଜିଣ୍ଟାଙ୍କ ହୃଦୟ, ବେଙ୍ଗାଲୁରୁ ବିପକ୍ଷରେ ମ୍ୟାଚ ହାରିବା ପରେ ଏପରି ଥିଲା ଅବସ୍ଥା

ନୂଆଦିଲ୍ଲୀ: ୨୦୨୫ ମସିହାରେ ପଞ୍ଜାବ କିଙ୍ଗସ୍ (PBKS) ବିପକ୍ଷରେ ଏକ ରୋମାଞ୍ଚକର ଫାଇନାଲ୍ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟ୍ରଫି ଉଠାଇ ଟ୍ରଫି ଉଠାଇ ସେମାନଙ୍କର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଥିଲା। ପରାଜୟ…

୧୮ ବର୍ଷ ଯାଏଁ ଅପେକ୍ଷା.. ଆଇପିଏଲ ଚାମ୍ପିୟନ ହେବା ପରେ ବିରାଟଙ୍କ ପ୍ରଥମ ପୋଷ୍ଟ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଆଇପିଏଲ ୨୦୨୫ର ବିଜୟ ସ୍ୱପ୍ନ ସତ ହୋଇଛି। ଏହି ଐତିହାସିକ ବିଜୟ ପରେ ବିରାଟ କୋହଲି ନିଜ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ନିଜର ଭାବନାକୁ ସେୟାର କରିଛନ୍ତି।…