Browsing Category

Top Stories

ନୂଆ ବର୍ଷର ଦ୍ୱିତୀୟ ସକାଳେ ଗଡିଲା ମୁଣ୍ଡ, ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ ବିଭତ୍ସ ହତ୍ୟା । ଭୁବନେଶ୍ୱରର ପୁନାମା ଗେଟ ନିକଟରେ ଯୁବକଙ୍କୁ ଅତି ନୃଶଂସଭାବେ ହତ୍ୟା କରାଯାଇଛି । ମୃତଦେହ ରେଳ ଧାରଣରେ ରକ୍ତ ଜୁଡୁବୁଡ ଅବସ୍ଥାରେ ଉଦ୍ଧାର ହୋଇଛି । ଶରୀରର…

ମଦ୍ୟପଙ୍କ ସହିତ ବଚସା ପରେ ବିଧାୟକଙ୍କୁ ଗୁଳି ମାଡ଼, ରାତ୍ରୀ ଭୋଜନ ପରେ ସ୍ତ୍ରୀ ସହିତ ବାହାରିଥିଲେ ଓ୍ବାକିଂ

ନୂଆଦିଲ୍ଲୀ: ମରୁମରୁ ବଞ୍ଚିଗଲେ ବିଜେପି ବିଧାୟକ । ଉତ୍ତରପ୍ରଦେଶରେ ଜଣେ ବିଜେପି ବିଧାୟକଙ୍କ ଉପରକୁ ଗୁଳିମାଡ଼ ହୋଇଛି ଏବଂ ବିଧାୟକଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଉକ୍ତ ବିଧାୟକଙ୍କ ନାମ ସୌରଭ ସିଂ ହୋଇଥିବା ବେଳେ…

ଗହମ-ଅଟା ମହଙ୍ଗା ମାଡ଼ରୁ ଆଶ୍ୱସ୍ତି, ଏତିକି ହୋଇଗଲା ଶସ୍ତା

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଖାଦ୍ୟ ଦର ଅଶାତୀତ ଭାବେ ବୃଦ୍ଧି ଘଟିବାରେ ଲାଗିଛି । ଅତ୍ୟାବଶ୍ୟକ ସାମଗ୍ରୀ, ପରିବା, ଖାଦ୍ୟ ପଦାର୍ଥ ଦର ବଢିବା ଜନସାଧାରଣଙ୍କ ପକେଟ ଉପରେ ପ୍ରଭାବ ପକାଉଛି । ଏହାରି ମଧ୍ୟରେ ଏକ…

ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ: ନୂଆବର୍ଷ ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପୁଣି ଥରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଲୁହା…

ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ, 30 ମିନିଟ ପୂର୍ବରୁ ପହଞ୍ଚିବା ନେଇ ନିର୍ଦ୍ଦେଶ

ଭୁବନେଶ୍ବର:  ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା…

ଏ କିପରି ସମ୍ଭବ….2025ରେ ଉଡାଣ ଭରିଲା କିନ୍ତୁ 2024ରେ ଲ୍ୟାଣ୍ଡି କଲା Cathay Pacific Flight

ନୂଆଦିଲ୍ଲୀ: ସମୟର ଚକ୍ରରେ ସବୁକିଛି ପରିବର୍ତ୍ତନ ହୋଇଥାଏ । 2024 ବର୍ଷକୁ ସମସ୍ତେ ବିଦାୟ ଦେଇ 2025କୁ ସମସ୍ତେ ସ୍ବାଗତ କରିଛନ୍ତି । ତେବେ ଏହାରି ଭିତରେ ଏକ ରୋଚକ କଥା ସାମ୍ନାକୁ ଆସିଛି । 2025ରେ ବିମାନ ଉଡାଣ ଭରି…

ସିଡନୀ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ଖେଳିବେନି ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ନିଜ ପ୍ଲେଇଂ ଇଲେଭେନର ଘୋଷଣା କରିଛି । ୨୦୨୪-୨୫ର ଶେଷ ଏବଂ ୫ମ ଟେଷ୍ଟ ମ୍ୟାଚ ପାଇଁ ନିଜ ପ୍ଲେଇଂକୁ ଘୋଷଣା କରିଛି, ଏଥିରେ ମିଚେଲ ମାର୍ଶଙ୍କୁ ସାମିଲ…

(Video) ଜୋସରେ ହୋସ ହରାଇଲା ଛାତ୍ର, ସାଇକେଲରେ ଷ୍ଚଣ୍ଟ କରୁକରୁ ରାସ୍ତାରେ ଲିପି ହୋଇଗଲେ ତାପରେ….

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଦୁନିଆ ବାସ୍ତବରେ ବହୁତ ଅନନ୍ୟ, ଯେଉଁଠାରେ ପ୍ରତିଦିନ କିଛି ନୂଆ ଦେଖାଯାଏ । ପ୍ରତିଦିନ ସୋସିଆଲ ମିଡିଆର କିଛି ମଜାଦାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ । ବେଳେବେଳେ ଛୋଟ ଛୋଟ ବିଷୟ ଉପରେ…

ହ୍ୱାଟସଆପରେ ସର୍ବାଧିକ ଠକେଇ କରିଛନ୍ତି ସାଇବର ଅପରାଧୀ, 3 ମାସରେ ମାମଲା 43 ହଜାର ପାର୍

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଅପରାଧ । ପିଲାଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସାଇବର ଲୁଟର ଶିକାର ହେଉଛନ୍ତି । ତେବେ ସାଇବର ଅପରାଧୀମାନେ ଠକେଇ ପାଇଁ ଦିନକୁ ଦିନ ନୂଆ ନୂଆ ତରିକା…

Jio ତାଲିକାରେ ରହିବନି ଏହି ଶସ୍ତା ରିଚାର୍ଜ ପ୍ଲାନ, ଲମ୍ବା ଭ୍ୟାଲିଡିଟି ସହ ମିଳୁଛି ବହୁତ କିଛି

ନୂଆଦିଲ୍ଲୀ: ଯଦି ଆପଣଙ୍କ ମୋବାଇଲରେ ରିଲାଏନ୍ସ ଜିଓର ସିମ ଅଛି ତେବେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ ଅଟେ । ଜିଓ ପାଖରେ ୪୯ କୋଟିର ୟୁଜର ଅଛନ୍ତି । ତେବେ ନିଜ ଉପଭୋକ୍ତାଙ୍କ ପାଇଁ କମ୍ପାନୀ ବେଳେ ବେଳେ ଅଫରର…