Browsing Category

Top Stories

ପେଟରେ ଅଲସର ହେଲେ ଦେଖାଯାଏ ଏପରି ଲକ୍ଷଣ: ଜାଣନ୍ତୁ ଏହାର କାରଣ ଓ ବର୍ତ୍ତିବାର ଉପାୟ

ପେଟରେ ଅଲସର ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଯାହା ପାକସ୍ଥଳୀ କିମ୍ବା ଛୋଟ ଅନ୍ତନଳୀର ଆବରଣରେ ଘା’ ସୃଷ୍ଟି ହେବା ଦ୍ୱାରା ହୁଏ। ଏହା ଅନେକ କାରଣରୁ ହୋଇପାରେ ଏବଂ ଏହାର ଲକ୍ଷଣ ଜାଣିବା ଚିକିତ୍ସା ପାଇଁ ଜରୁରୀ।…

ମୁକେଶ କୁମାର କାହିଁକି ପିନ୍ଧିଲେ ୧୮ ନମ୍ବର ଜର୍ସୀ, ବିସିସିଆଇର ବଡ଼ ଖୁଲାସା

ନୂଆଦିଲ୍ଲୀ: ଇଣ୍ଡିଆ 'ଏ'ର ଟିମ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ। ଇଂଲଣ୍ଡ ବିପକ୍ଷରେ ଆଗାମୀ ପାଞ୍ଚଟି ଟେଷ୍ଟ ସିରିଜ ପୂର୍ବରୁ ଭାରତର ଖେଳାଳି ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଚାରି ଦିନର ଅନୌପଚାରିକ ଟେଷ୍ଟ ଖେଳୁଛି, ଯାହାର…

IPL ୨୦୨୫ ମଝିରେ ଏହି ଖେଳାଳିଙ୍କୁ ମିଳିଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ, : ଅଚାନକ ହେଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଚାଲିଥିବା ବେଳେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏକ ବଡ଼ ଘୋଷଣା କରିଛି। ପଞ୍ଜାବ କିଙ୍ଗ୍ସର ଜଣେ ଷ୍ଟାର ଖେଳାଳିଙ୍କୁ ନୂଆ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ମିଳିଛି, ଯିଏ ଏହି…

ଗରୁଡ଼ ପୂରାଣ: ସ୍ୱାମୀ ସହ ଝଗଡ଼ା କରୁଥିବା ସ୍ତ୍ରୀଙ୍କୁ ନର୍କରେ କେଉଁ ଦଣ୍ଡ ମିଳେ, ଜାଣନ୍ତୁ

ଓଡ଼ିଶା ଭାସ୍କର: ଗରୁଡ଼ ପୂରାଣ ହିନ୍ଦୁ ଧର୍ମର ୧୮ ମହାପୂରାଣରୁ ଅନ୍ୟତମ । ଏଥିରେ ମୃତ୍ୟୁ, ଆତ୍ମାର ଗତି, କର୍ମଫଳ ଏବଂ ବିଭିନ୍ନ ଆତ୍ମା ସ୍ୱର୍ଗ କିମ୍ବା ନର୍କକୁ ଯିବାକୁ ଥିବା ଯୋଜନା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା…

ସକାଳୁ କଲବଲ କଲାଣି ଖରାର ତାତି, ସାଢେ ୮ଟା ସୁଦ୍ଧା ଟପିଲା ଏତିକି ତାପମାତ୍ରା

ଭୁବନେଶ୍ୱର: ଜଳୁଛି ଉପକୂଳ । ସକାଳ ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ଟପିଲା ତାପମାତ୍ରା । ବାଲେଶ୍ୱରରେ ସର୍ବାଧିକ ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ତାପମାତ୍ରା ୩୩.୪ ଡିଗ୍ରୀ ରହିଛି ।…

ପର୍ଯ୍ୟଟକ ଏବେ ଯାଇପାରିବେ ହୀରାକୁଦ, ହଟିଲା କଟକଣା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ହଟିଛି । ବର୍ତ୍ତମାନ ନିଷିଦ୍ଧାଞ୍ଚଳ ଛାଡ଼ି ବାକି ସ୍ଥାନ ବୁଲିପାରିବେ ପର୍ଯ୍ୟଟକ । ଅପରେସନ ସିନ୍ଦୂର ପାଇଁ ଲାଗିଥିଲା ଏହି କଟକଣା ।…

ପୁଣି କରୋନା ନେଲଣି ମୁଣ୍ଡ, ଦିନକରେ ୫୧୨ ନୂଆ ମାମଲା, ୫ ମୃତ

ନୂଆଦିଲ୍ଲୀ: ମହାମାରୀ କୋଭିଡ ୧୯ ସାରା ବିଶ୍ୱକୁ କାବୁ କରି ରଖିଥିଲା । ଏହା ଜନସାଧାରଣଙ୍କୁ ସଂକଟ ପରିସ୍ଥିତିରେ ପକାଇବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା । ଟୀକା ଆସିବା ପରେ କୋଭିଡ୍ ଧିରେ ଧିରେ କମିଥିଲା ।…

RCBକୁ ବଡ଼ ଝଟକା! ଫାଇନାଲ ମ୍ୟାଚରୁ ବାହାରିଯିବେ କି ଷ୍ଟାର ଖେଳାଳି? କ୍ୟାପ୍ଟେନ ନିଜେ ଦେଲେ ଅପଡେଟ୍‌

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ନିଜର ଶେଷ ମୋଡରେ ଅଛି । ସିଜନର ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସର ଟିମଗୁଡ଼ିକ ମଧ୍ୟରେ ଖେଳାଯିବ ।…

ସରକାର ଅଶୋଧିତ ଖାଦ୍ୟ ତେଲ ଉପରେ ଆମଦାନୀ ଶୁକ୍ଳ ହ୍ରାସ କଲେ ୧୦%, ଜାଣନ୍ତୁ ଲୋକଙ୍କୁ କିପରି ମିଳିବ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଶୋଧିତ ଖାଦ୍ୟ ତେଲ ଉପରେ ଆମଦାନୀ ଶୁକ୍ଳ ୧୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଆଗାମୀ ଦୁଇ ସପ୍ତାହରେ ତେଲର ଖୁଚୁରା ମୂଲ୍ୟରେ ମଧ୍ୟ ୫-୬…

କ’ଣ IRCTC ତତ୍କାଳ ଟିକେଟ ସିଷ୍ଟମରେ ହେଉଛି ବଡ଼ ଦୁର୍ନୀତି ? ସର୍ଭେରେ ହେଲା ଖୁଲାସା

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଅନଲାଇନ ଟିକେଟ ବୁକିଂ ପ୍ଲାଟଫର୍ମ ଆଇଆରସିଟିସି (IRCTC)ର ତତ୍କାଳ ଟିକେଟ ସିଷ୍ଟମରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ ଏକ ସମୀକ୍ଷାରେ ସାମ୍ନାକୁ ଆସିଛି। ଏହି ସର୍ଭେ…