Browsing Category
Top Stories
ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ, ପୂର୍ବରୁ ନନ୍ଦିଘୋଷରେ ବି….
ପୁରୀ(ଓଡ଼ିଶା ଭାସ୍କର): ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଦେଖାଦେଇଛି ଫାଟ । ରଥ ନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଯାଞ୍ଚ ବେଳେ ଏହା ଜଣାପଡିଛି । ତାଳଧ୍ୱଜର ପଡ଼ିନାହାକା ଚକ ଓ ଦେବଦନଳର ବଡ଼ ଉଛୁଳା ଚକରେ ଫାଟ ଦେଖିବାକୁ…
‘ମୁଁ କହିଥିଲି ମୁଁ ଫେରିବି, ଆଜି ମୁଁ ଏକନାଥ ସିନ୍ଦେଙ୍କ ସହିତ ଫେରିଛି’- ଦେବେନ୍ଦ୍ର ଫଡନାବିସ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ମହାବିକାଶ ଅଘାଡ଼ି ଗଠବନ୍ଧନ ସରକାର ଉପରେ ବଡ଼ ଆକ୍ରମଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ। ବିଧାନସଭାରେ ଭୋଟିଂ ସମୟରେ ବିରୋଧୀ ଇଡି ଇଡି…
ଓଡ଼ିଶାରେ ୩ ବର୍ଷ ଭିତରେ ୧୦,୧୨୯ ଦୁଷ୍କର୍ମ ମାମଲା: ଏହି ସହର ଆଗରେ ବୋଲି କହିଲେ ଗୃହରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚିନ୍ତାଜନକ ଭାବେ ବଢ଼ିଚାଲିଛି ଦୁଷ୍କର୍ମ ମାମଲା । ୨୦୧୯ରୁ ୨୦୨୨ ମଧ୍ୟରେ ସାମ୍ନାକୁ ଆସିଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା । ଏହି ମାମଲାରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ…
(Video) ପଡୋଶୀଙ୍କ କୁକୁର ଭୁକିବାରୁ ରାଗିଲେ ଯୁବକ: ପରିବାର ଲୋକଙ୍କୁ ରଡରେ ପିଟି କରିଦେଲେ ରକ୍ତାକ୍ତ
ନୂଆଦିଲ୍ଲୀ: କୁକୁର ଭୁକିବାରୁ ହଙ୍ଗାମା । କୁକୁର ଭୁକିବାକୁ ନେଇ ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ବ୍ୟକ୍ତି । କୁକୁର ଭୁକିବାରୁ ସେ କୁକୁର ସହ ମାଲିକଙ୍କ ପରିବାରର ୩ଜଣଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁ ଲୁହାଣ…
ରୁଚିକା ଆତ୍ମହତ୍ୟା ପ୍ରସଙ୍ଗରେ ଉତ୍ତର ରଖିବେ ଗୃହ ରାଷ୍ଟମନ୍ତ୍ରୀ
ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ଚାଲିଛି ଦ୍ୱନ୍ଦ । ରୁଚିକା ଆତ୍ମହତ୍ୟାକୁ ଦୁଇଦିନ ବିତିଥିଲେ ମଧ୍ୟ ପୋଲିସର କୌଣସି କାର୍ଯ୍ୟାନୁଷ୍ଠାନ ନେଇଥିବା ସାମ୍ନାକୁ ଆସି ପାରିନାହିଁ ।…
ତେଲ ପାଇଁ ‘ନୋ ଟେନସନ୍’ ! ଘୋଡ଼ା ଉପରେ ବସି ଖାଇବା ଡେଲିଭରୀ କଲେ ସ୍ୱିଗି ବଏ, ଦେଖନ୍ତୁ Video
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହେଉଛି । ସେଥିରୁ କିଛି ଭିଡିଓ ଦେଖିଲେ ଆମକୁ ହସ ଲାଗେ ତ ଆଉ କିଛି ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏହାରି ମଧ୍ୟରେ ଏକ ଡେଲିଭରୀ ବଏଙ୍କ…
ମହଙ୍ଗା ହେବ ଦୁଗ୍ଧ ଜାତୀୟ ଖାଦ୍ୟ, ଜିଏସ୍ଟି ଅଧୀନରେ ଆସିବା ଦ୍ୱାରା ହେବ ପ୍ରଭାବିତ
ନୁଆଦିଲ୍ଲୀ: ନିକଟରେ ବସିଥିବା ଜିଏସ୍ଟି ପରିଷଦ ବୈଠକରେ କିଛି ଖାଦ୍ୟ ପଦାର୍ଥ ଉପରେ ମିଳୁଥିବା ରିହାତିକୁ ଅପସାରିତ କରିଛନ୍ତି ସରକାର। ଏହି ନିଷ୍ପତ୍ତି ପରେ ପ୍ୟାକେଟ୍ ଦହି, ଲସି ଆଦି ଦୁଗ୍ଧ ଜାତୀୟ ଜିନିଷ ମହଙ୍ଗା…
ଦ୍ୱାଦଶ ରେଜଲ୍ଟ କେବେ ପ୍ରକାଶ ପାଇବ? ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରୀକ୍ଷା ରେଜଲ୍ଟକୁ ଅପେକ୍ଷା ଅନାଁଇ ବସିଛନ୍ତି ଦ୍ୱାଦଶ ଶ୍ରେଣୀ ଛାତ୍ରୀ । ଏହାରି ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଜୁଲାଇ ଶେଷ ସପ୍ତାହରେ…
୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ତେବେ ୬ ତାରିଖ ଦିନ ଗୋଟାଏ ବେଳେ ରେଜଲ୍ଟ ପ୍ରକାଶ ପାଇବ ।…
ଫ୍ଲୋର ଟେଷ୍ଟରେ ପାସ୍ ହେଲେ ଏକାନାଥ ସିନ୍ଦେ: ମିଳିଲା ୧୬୪ ଭୋଟ୍
ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟରେ ବହୁମତ ସାବ୍ୟସ୍ତ କରିଛନ୍ତି । ଏକାନାଥଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା ମିଳିଛି । ମ୍ୟାଜିକ ନମ୍ବର ୧୪୪ରୁ ଅଧିକ ଭୋଟ ପାଇ ବାଜିମାତ୍…