Browsing Category

Top Stories

ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ, 30 ମିନିଟ ପୂର୍ବରୁ ପହଞ୍ଚିବା ନେଇ ନିର୍ଦ୍ଦେଶ

ଭୁବନେଶ୍ବର:  ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା…

ଏ କିପରି ସମ୍ଭବ….2025ରେ ଉଡାଣ ଭରିଲା କିନ୍ତୁ 2024ରେ ଲ୍ୟାଣ୍ଡି କଲା Cathay Pacific Flight

ନୂଆଦିଲ୍ଲୀ: ସମୟର ଚକ୍ରରେ ସବୁକିଛି ପରିବର୍ତ୍ତନ ହୋଇଥାଏ । 2024 ବର୍ଷକୁ ସମସ୍ତେ ବିଦାୟ ଦେଇ 2025କୁ ସମସ୍ତେ ସ୍ବାଗତ କରିଛନ୍ତି । ତେବେ ଏହାରି ଭିତରେ ଏକ ରୋଚକ କଥା ସାମ୍ନାକୁ ଆସିଛି । 2025ରେ ବିମାନ ଉଡାଣ ଭରି…

ସିଡନୀ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ଖେଳିବେନି ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ନିଜ ପ୍ଲେଇଂ ଇଲେଭେନର ଘୋଷଣା କରିଛି । ୨୦୨୪-୨୫ର ଶେଷ ଏବଂ ୫ମ ଟେଷ୍ଟ ମ୍ୟାଚ ପାଇଁ ନିଜ ପ୍ଲେଇଂକୁ ଘୋଷଣା କରିଛି, ଏଥିରେ ମିଚେଲ ମାର୍ଶଙ୍କୁ ସାମିଲ…

(Video) ଜୋସରେ ହୋସ ହରାଇଲା ଛାତ୍ର, ସାଇକେଲରେ ଷ୍ଚଣ୍ଟ କରୁକରୁ ରାସ୍ତାରେ ଲିପି ହୋଇଗଲେ ତାପରେ….

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଦୁନିଆ ବାସ୍ତବରେ ବହୁତ ଅନନ୍ୟ, ଯେଉଁଠାରେ ପ୍ରତିଦିନ କିଛି ନୂଆ ଦେଖାଯାଏ । ପ୍ରତିଦିନ ସୋସିଆଲ ମିଡିଆର କିଛି ମଜାଦାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ । ବେଳେବେଳେ ଛୋଟ ଛୋଟ ବିଷୟ ଉପରେ…

ହ୍ୱାଟସଆପରେ ସର୍ବାଧିକ ଠକେଇ କରିଛନ୍ତି ସାଇବର ଅପରାଧୀ, 3 ମାସରେ ମାମଲା 43 ହଜାର ପାର୍

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଅପରାଧ । ପିଲାଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସାଇବର ଲୁଟର ଶିକାର ହେଉଛନ୍ତି । ତେବେ ସାଇବର ଅପରାଧୀମାନେ ଠକେଇ ପାଇଁ ଦିନକୁ ଦିନ ନୂଆ ନୂଆ ତରିକା…

Jio ତାଲିକାରେ ରହିବନି ଏହି ଶସ୍ତା ରିଚାର୍ଜ ପ୍ଲାନ, ଲମ୍ବା ଭ୍ୟାଲିଡିଟି ସହ ମିଳୁଛି ବହୁତ କିଛି

ନୂଆଦିଲ୍ଲୀ: ଯଦି ଆପଣଙ୍କ ମୋବାଇଲରେ ରିଲାଏନ୍ସ ଜିଓର ସିମ ଅଛି ତେବେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ ଅଟେ । ଜିଓ ପାଖରେ ୪୯ କୋଟିର ୟୁଜର ଅଛନ୍ତି । ତେବେ ନିଜ ଉପଭୋକ୍ତାଙ୍କ ପାଇଁ କମ୍ପାନୀ ବେଳେ ବେଳେ ଅଫରର…

କଣ୍ଟେଣ୍ଟ କ୍ରିଏଟର୍ସଙ୍କ ସହିତ ଏ କଣ ହେଲା…ଫୁସଫୁସରୁ ଯାହା ବାହାରିଲା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଋଷର କଣ୍ଟେଣ୍ଟ କ୍ରିଏଟର ଏକାଟେରିନା ବାଦୁଲିନାଙ୍କ ପାଇଁ ଥଣ୍ଡା ପାଇଁ ଚିକିତ୍ସା ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି । 34 ବର୍ଷିୟ ଏକାଟେରିନା ବାଦୁଲିନା ଦୀର୍ଘ ସମୟ ଧରି ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ…

କମିଗଲା Palm Oilର ମୂଲ୍ୟ, ଜାଣନ୍ତୁ କେତେ ରହିଛି ଶୋରିଷ ଏବଂ ସୋୟାବିନ ତେଲର ଦର

ନୂଆଦିଲ୍ଲୀ: ସରକାର ଖାଇବା ତେଲର ଆମଦାନୀ ଶୁଳ୍କ ମୂଲ୍ୟ ବୃଦ୍ଧି କରିବା ସତ୍ତ୍ବେ ବୁଧବାର ଦେଶର ତୈଳ ବଜାରରେ ବର୍ଷର ପ୍ରଥମ ବାଣିଜ୍ୟ ଅଧିବେଶନରେ ବୃଦ୍ଧି ପରିବର୍ତ୍ତେ ଅଶୋଧିତ Palm ତେଲ (ସିପିଓ) ଏବଂ ପାମୋଲିନ ତେଲର…

2025ରେ ସରକାରଙ୍କ ଉତ୍ତମ ଯୋଜନା, ଓଡିଶାରେ ପ୍ରତିଷ୍ଠା ହେବ ବାୟୋଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଓଡିଶାରେ ପ୍ରତିଷ୍ଠା ହେବ ବାୟୋଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ । ଏହାଦ୍ବାରା ରାଜ୍ୟରେ ବିଜ୍ଞାନର ବିକାଶ ହେବ । ନୂଆବର୍ଷ ଅବସରରେ ଏହି ଘୋଷଣା କରିଛନ୍ତି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ…

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ସମ୍ପୂର୍ଣ୍ଣ ବିଲଡିଂ, ରୋଗୀ ସୁରକ୍ଷିତ

ଚେନ୍ନାଇ: ତାମିଲନାଡୁ ସ୍ଥିତ ରାମନାଥପୁରମ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ସମସ୍ତ ରୋଗୀ ସୁରକ୍ଷିତ ଥିବା…