Browsing Category
Top Stories
ଓଡିଆ ଝିଅଙ୍କ କମାଲ: ମିସେସ୍ ୟୁନିଭର୍ସ କାନାଡା ଟାଇଟଲ ଜିତି ଆଣିଲେ ଗୌରବ
ଜୟପୁର(ସତ୍ୟ ନାରାୟଣ ସାହୁ): କାନାଡାରେ ଯାଇ ଓଡିଶା ପ୍ରଦେଶର ଟେକ ରଖଛନ୍ତି ମିତାଲି । ମିସେସ୍ ୟୁନିଭର୍ସ କାନାଡା-୨୦୨୧ ଟାଇଟଲ ଜିତି ରାଜ୍ୟ ପାଇଁ ପାଲଟିଛନ୍ତି ଗୌରବର ବିଷୟ । ନିଜର ସୌନ୍ଦର୍ୟ୍ୟ ପାଇଁ ସେ କାନାଡାରେ…
ଟ୍ରାକ୍ଟର କିଣିବା ଉପରେ 50% ସବସିଡି ଦେବେ ସରକାର, ଜାଣନ୍ତୁ କିପରି ଉଠାଇବେ ଏହି ଯୋଜନାର ଫାଇଦା
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଚାଷୀଙ୍କ ଆୟ ବୃଦ୍ଧି ତଥା ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ମୋଦୀ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ପିଏମ କିସାନ ଯୋଜନା ଅଧୀନରେ ବାର୍ଷିକ ୬୦୦୦ ଟଙ୍କା…
ଜଲଦୀ ଖାଇବା ଚକ୍କରରେ ତଣ୍ଟିରେ ଅଟକିଲା କବାବ୍: ଚାଲିଗଲା ମଡେଲଙ୍କ ଜୀବନ
ନୂଆଦିଲ୍ଲୀ: କବାବ୍ ଖାଇବା ହେଲା କାଳ । ଜଲଦୀ ଜଲଦୀ କବାବ୍ ଖାଇବା ଚକ୍କରରେ ଥାଇଲ୍ୟାଣ୍ଡର ୨୭ ବର୍ଷୀୟ ସୋସିଆଲ ମିଢିଆ ପ୍ରଭାବଶାଳୀ ତଥା ମଡେଲ ଅରିସାରା କାରବଡେଚୋଙ୍କ ମୃତ୍ୟୁ ହୋଇଛି । ମାର୍ଚ୍ଚରେ କବାବ ଖାଇବା ପରେ…
ମ୍ୟାଚ୍ ମଝିରେ ଏଭଳି ଲଜ୍ୱାଜନକ କାର୍ଯ୍ୟ କଲେ ପାକିସ୍ତାନ ଅଧିନାୟକ, ପୂରା ଦଳକୁ ଦଣ୍ଡିତ କଲେ ଅମ୍ପାୟାର
ନୁଆଦିଲ୍ଲୀ,(ଓଡ଼ିଶା ଭାସ୍କର): ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ ଚାଲିଛି। ପାକିସ୍ତାନ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ କୁ ୧୨୦ ରନ୍ ରେ ହରାଇ ସିରିଜରେ ୨-୦ରେ ଆଗୁଆ ରହିଛି। ଏହି…
୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ମୌସୁମୀ ପହଞ୍ଚିବା ପାଇଁ ପାଗ ଧିରେ ଧିରେ ଅନୁକୂଳ…
ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ମନା
କଟକ,(ଓଡ଼ିଶା ଭାସ୍କର): ଆସନ୍ତାକାଲି ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍। ମ୍ୟାଚ୍ କୁ ସୁଚାରୁରୂପେ ଶେଷ କରିବା ଲାଗି ସମସ୍ତ ପ୍ରସ୍ତୁତି ସରିଛି। ଷ୍ଟାଡିୟମରେ ପାଣି ବୋତଲ…
ଅଧା ହୋଇଗଲା ଲୁହା ରଡର ମୂଲ୍ୟ: ସିମେଣ୍ଟ-ବାଲି ବି ଶସ୍ତା, ଜାଣନ୍ତୁ ରେଟ୍
ନୂଆଦିଲ୍ଲୀ: ସାମଗ୍ରୀର ଦରଦାମ୍ ବୃଦ୍ଧି ଓ ଲୋନ୍ ଉପରେ ସୁଧ ଦ୍ୱିଗୁଣିତ ହେବାରୁ ଲୋକମାନେ ଚିନ୍ତାରେ ଅଛନ୍ତି । କିନ୍ତୁ ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ରହିଛି ଏକ ଆରାମଦାୟକ ଖବର, ଯାହାଦ୍ୱାରା ଘର ତିଆରି କରିବାର…
ରାଜ୍ୟସଭା ନିର୍ବାଚନ: ହରିୟାଣାରେ କଂଗ୍ରେସ ବିଧାୟକ କଲେ କ୍ରସ୍ ଭୋଟିଂ, ହାରିଗଲେ ମାକେନ୍
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବିଜେପି ଏବଂ ଏହାକୁ ସମର୍ଥନ କରୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ହରିୟାଣାରୁ ଦୁଇଟି ରାଜ୍ୟସଭା ଆସନ ଜିତିଛନ୍ତି। ଶୁକ୍ରବାର ସକାଳେ ଦୁଇଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଆରମ୍ଭ ହେବାପରେ…
(Video) କେନ୍ଦୁଝରରେ ଅଘଟଣ: ଜଳିଗଲା ଚଳନ୍ତା ବସ୍, ବର୍ତ୍ତିଗଲେ ୩୦ ଯାତ୍ରୀ
କେନ୍ଦୁଝର(ଓଡ଼ିଶା ଭାସ୍କର): ଜଳିଗଲା ଚଳନ୍ତା ଯାତ୍ରୀବାହୀ ବସ୍ । ସର୍ଟସର୍କିଟ ଯୋଗୁ ବସରେ ନିଆଁ ଲାଗିଯାଇଥିବା ବେଳେ ଦୁର୍ଘଟଣାରୁ ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କେନ୍ଦୁଝର ଜିଲ୍ଲାରେ ଆଜି…
ରାଜ୍ୟସଭା ନିର୍ବାଚନ: ମହାରାଷ୍ଟ୍ରରେ ଶିବସେନାକୁ ବଡ ଝଟକା, ସଞ୍ଜୟ ପାୱାର ପରାଜିତ, ବିଜେପିକୁ ୩ ସିଟ୍
ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ସରକାରରେ ଥିବା ଶିବସେନା, ଏନସିପି ଏବଂ କଂଗ୍ରେସ ଗଠବନ୍ଧନକୁ ଲାଗିଛି ବଡ଼ ଝଟକା। ରାଜ୍ୟସଭା ନିର୍ବାଚନରେ ଏଠାରେ ବିଜେପି ୬ରୁ ତିନି ଆସନରେ ବିଜୟ ହାସଲ କରିଛି। ପରାଜୟ ପରେ…