Browsing Category
Top Stories
ଭାରତ-ୱେଷ୍ଟଇଣ୍ଡିଜ ସିରିଜର କଭରେଜ କରିବ ଫ୍ୟାନକୋଡ, ଜାଣି ରଖନ୍ତୁ ନୂଆ ନିୟମ
ନୂଆଦିଲ୍ଲୀ: ଜୁଲାଇ-ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ । ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଦିନିକିଆ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଏହି ମ୍ୟାଚଗୁଡିକୁ କେଉଁ ଚ୍ୟାନେଲ ପ୍ରସାରଣ…
କେରଳରେ ଆଉ ଏକ ନୂଆ ଭାଇରସର ଆତଙ୍କ: ଜାଣନ୍ତୁ ରୋଗ ଏବଂ ଏହାର ଉପଚାର
କେରଳ: ବିଶ୍ୱବାସୀଙ୍କ ମନରୁ କରୋନାର ଭୟ ଯିବା ପୂର୍ବରୁ ଆଉ ଏକ ଭୂତାଣୁ ଏବେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି । କେବଳ ସାଧାରଣ ଜନତା ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏହି ରୋଗକୁ ନେଇ ଚିନ୍ତା ପ୍ରକଟ…
ଭିଜିଲାନ୍ସ ଜାଲରେ ଅଣ୍ଡର ସେକ୍ରେଟାରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ ବାବୁମାନଙ୍କ ଭିଜିଲାନ୍ସ ଜାଲରେ ପଡ଼ିବା ଏକ ଦୈନନ୍ଦିନ ଘଟଣା ହୋଇଗଲାଣି । ଏହି କ୍ରମରେ ଆଜି ଜଣେ ଅଣ୍ଡର ସେକ୍ରେଟାରୀ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ିଛନ୍ତି । ଏହି ବାବୁ…
ମ୍ୟାରେଜ୍ ସାର୍ଟିଫିକେଟ୍ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ, ଏହା ଅଧିକାରୀଙ୍କ କାମ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମ୍ୟାରେଜ ସାର୍ଟିଫିକେଟକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନୂଆ ରାୟ ଆସିଛି । ମ୍ୟାରେଜ ସାର୍ଟିଫିକେଟ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ । ଜଣେ ନାବାଳିକାଙ୍କ ଅପହରଣ ଓ ଦୁଷ୍କର୍ମ ମାମଲାର…
୨୦୨୧-୨୨ ବର୍ଷ ପାଇଁ PF ସୁଧ ହାର ଘୋଷଣା କଲା EPFO, ଜାଣନ୍ତୁ ପୂର୍ବ ବର୍ଷ ଅପେକ୍ଷା ସୁଧ କମିଲା କି ବଢ଼ିଲା
ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ସୁଧହାର ଘୋଷଣା କରାଯାଇଛି । ଏନେଇ ଏପିଏଫଓ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି । ଗତବର୍ଷ ଏହି ସୁଧହାର ୮.୫ ପ୍ରତିଶତ…
ଦିନ ଦି ପ୍ରହରେ ଲୁଟିନେଲେ ସୁନା: ଗୋଲ୍ଡ ଲୋନ ଦେଉଥିବା କମ୍ପାନୀ ହେଲା ଶିକାର
ପାଟନା: ବିହାରର ରାଜଧାନୀ ପାଟନାରେ ଦମଦାର ବଢୁଛି ଅପରାଧ । ଅପରାଧୀଙ୍କୁ ତିଳେ ହେଲେ ପୋଲିସର ଭୟ ଥିବା ମନେ ହେଉନାହିଁ । ଆଜି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏକ ଗୋଲ୍ଡ ଲୋନ ଦେଉଥିବା କମ୍ପାନୀଠାରୁ…
ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି, ୧୨ ଜଣ ଜଜ୍ ଓ ଅତିରିକ୍ତ ଜଜଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ଜଣେ ନୂଆ ବିଚାରପତି ନିଯୁକ୍ତି ପାଇଛନ୍ତି । ଆଡଭୋକେଟ ସଞ୍ଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ନୂଆ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତି…
ଦେଶର ୫ଟି ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା, ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି
ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱକୁ ନିଜ ମାୟାଜାଲରେ କବଳିତ କରି ରଖିଥିବା କରୋନା ଭାଇରସ୍ ଇତିମଧ୍ୟରେ ହ୍ରାସ ପାଇଥିଲେ ହେଁ ଆଶଙ୍କା ହଟିନାହିଁ । ତେବେ ଏହା ମଧ୍ୟରେ ଚୀନ, ଉତ୍ତର କୋରିଆ ପରି କିଛି ଦେଶରେ…
ଭାରତ ପାଇଁ ଆସୁଛି ବିପଦ! ପାକିସ୍ତାନ ନିକଟରେ ଡ୍ରୋନର ଫଟୋକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ପାକିସ୍ତାନ ମୁରିଦ ନିକଟସ୍ଥ ଏୟାରଫୋର୍ସ ବେସରେ ଏକ ଆକ୍ରମଣକାରୀ ଡ୍ରୋନ ଦେଖିବାକୁ ମିଳିଛି । ସାଟେଲାଇଟ ଜରିଆରେ ଏହି ଡ୍ରୋନର ଏକ ଫଟୋ ନିଆଯାଇଛି । ତେବେ ସାଟେଲାଇଟ ଫଟୋକୁ ରିହ କରୁତିବା ବିଶେଷଜ୍ଞମାନେ…
ଗ୍ୟାସ ଲିକ ହେବାରୁ ୩୦ ମହିଳା କର୍ମଚାରୀ ହେଲେ ଅସୁସ୍ଥ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରେ ଏକ ଗ୍ୟାସ କମ୍ପାନୀରେ ଗ୍ୟାସ ଲିକ ହେବାର ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଏହି କମ୍ପାନୀର ୩୦ଜଣ ମହିଳା କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡିଛି ।…