
Browsing Category
Top Stories
ଆକଳନର 8 ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର 8 ଦିନ ପୂର୍ବରୁ ଛୁଇଁଲା ମୌସୁମୀ । ଏନେଇ କେରଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି ।
ଜୁନ୍ 1 ରେ ଛୁଇଁବା ନେଇ ଆକଳନ କରିଥିଲା ଭାରତୀୟ…
ସମୟ ପୂର୍ବରୁ ମୌସୁମୀର ଏଣ୍ଟ୍ରି, ଆଗାମୀ 24 ଘଣ୍ଟାରେ ଛୁଇଁବ କେରଳ
ନୂଆଦିଲ୍ଲୀ: ଏଥର ଆଗୁଆ ଆଶୁଛି ମୌସୁମୀ । ଆଗାମୀ 24 ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବ । ଏନେଇ କେରଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଣିପାଗ…
ଆରମ୍ଭ ହେଲା ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ
ନୂଆଦିଲ୍ଲୀ: ଆରମ୍ଭ ହେଲା ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବୈଠକ । ଏହି ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ…
ମାଓ ସଂଗଠନକୁ ବଡ଼ ଝଟକା, ଆତ୍ମସମର୍ପଣ କଲେ 24 ମାଓବାଦୀ
ମାଲକାନଗିରି : ମାଓ ସଂଗଠନକୁ ବଡ଼ ଝଟକା। ଛତିଶଗଡ଼ ବିଜାପୁର ଏସପିଙ୍କ ନିକଟରେ 24 ମାଓବାଦୀଙ୍କ ଆତ୍ମସମର୍ପଣ । PLGA ଡେପୁଟି କମାଣ୍ଡରଙ୍କ ସମେତ 24 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା…
କଣ୍ଟେନରକୁ ପଛରୁ ପିଟିଲା ଆମ୍ବୁଲାନ୍ସ , ଜଣେ ମୃତ
ଯାଜପୁର: କଣ୍ଟେନରକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆମ୍ବୁଲାନ୍ସ ହେଲପରଙ୍କ ମୃତ୍ୟୁ ହୋଇଛି ଏବଂ ଫାର୍ମାସିଷ୍ଟଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି ।…
ଆଜି ଏହି ରାଶିମାନଙ୍କ ଉପରେ ହେବ ଶନିଦେବଙ୍କ କୃପା, ପଢନ୍ତୁ ଆଜିର ରାଶିଫଳ…
ମେଷ ରାଶି:
ଆଜି ଆପଣଙ୍କ ଦିନଟି ଖୁସିରେ କାଟିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାର ଫଳାଫଳ ଆସିବ। କଳା ଏବଂ ଗଣମାଧ୍ୟମ ସହିତ ଜଡିତ ଲୋକଙ୍କୁ ଆଜି ନୂତନ ଚାକିରି ସୁଯୋଗ ମିଳିବାର ସମ୍ଭାବନା ଅଛି। ଅଫିସରେ…
କ’ଣ କରୋନାର JN.1 ଭାରିଆଣ୍ଟ ନୂଆ ଓ ବିପଦଜନକ କି? ବିଶେଷଜ୍ଞମାନେ କ’ଣ କହୁଛନ୍ତି, ଜାଣନ୍ତୁ
ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ JN.1 ଏବେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଚର୍ଚ୍ଚାରେ ରହିଛି। ଏହି ଭାରିଆଣ୍ଟକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି।…
ଆସିଲା JEE ମେନ ୨୦୨୫ ପେପରର ରେଜଲ୍ଟ : ଜାଣନ୍ତୁ କିଏ କଲା ଟପର ?
ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଜେଇଇ ମେନ ୨୦୨୫ ପେପର ୨ (B.Arch ଓ B.Planning) ର ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ବିହାରର ପାଟନାରୁ ଜଣେ ଛାତ୍ର B.Arch ବିଭାଗରେ ଅଲ ଇଣ୍ଡିଆ…
+୨ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି
ଭୁବନେଶ୍ୱର: +୨ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ଏହି ଇନଷ୍ଟାଣ୍ଟ ପରୀକ୍ଷା…
ଦିଲ୍ଲୀ-NCRରେ ବଢୁଛି କରୋନା ମାମଲା, ଗାଜିଆବାଦରେ ୪ ନୂଆ ରୋଗୀ ଚିହ୍ନଟ: ରାଜଧାନୀରେ ହସ୍ପିଟାଲ ପାଇଁ ଆଡଭାଇଜରୀ ଜାରି
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ କରୋନା ଭୂତାଣୁ ସଂକ୍ରମଣ ବଢୁଥିବା ଦେଖାଦେଇଛି। ଦିଲ୍ଲୀ ସରକାର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଏକ ପରାମର୍ଶଜାରୀ (ଆଡଭାଇଜରୀ) ଜାରି କରି ସମ୍ଭାବ୍ୟ ସଂକ୍ରମଣ ବୃଦ୍ଧି…