Browsing Category
Top Stories
Dearness Allowanceକୁ ନେଇ ହେବ ବଡ଼ ଘୋଷଣା! କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଉପହାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରତି ୬ ମାସରେ ଥରେ ମହଙ୍ଗା ଭତ୍ତା (ଡିଏ)ରେ ପରିବର୍ତ୍ତନ କରିଥାନ୍ତି । ଗତ ମାର୍ଚ୍ଚ ମାସରେ ସରକାର କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି କରିଥିଲେ । ତା’ ପରଠାରୁ କର୍ମଚାରୀଙ୍କୁ ୩୪…
ରାଜ୍ୟର ସ୍ୱେରେଜ ପାଣିରେ କରୋନା ଭୂତାଣୁ ରହିଛି! ଖୁବଶୀଘ୍ର ରିସର୍ଚ୍ଚ ଆରମ୍ଭ କରିବ RMRC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱେରେଜ ପାଣିରେ କରୋନା ଭାଇରସ୍ ରହିଛି ନା ନାହିଁ । ଏନେଇ ରିସର୍ଚ୍ଚ ଆରମ୍ଭ କରିବ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆରଏମଆରସି) । ସ୍ୱେରେଜ ପାଣିକୁ ନେଇ କରୋନା…
(Video) ପ୍ଲାଷ୍ଟିକ୍ ବୋତଲ ପାଇଁ ଲଗାଇଦେଲେ ପ୍ରାଣ: ଅଳ୍ପକେ ବର୍ତ୍ତିଗଲା ଜୀବନ…
ଅନେକ ସମୟରେ ଅସାବଧାନତା କାରଣରୁ ଟ୍ରେନରେ ହେଉଥିବା ଦୁର୍ଘଟଣାର ଖବର ଆସୁଛି । ବିପଜ୍ଜନକ ଭାବରେ ଟ୍ରେନରେ ଯାତ୍ରାର କରୁଥିବାର ତ' ପୁଣି କେତେବେଳେ ବିପଜ୍ଜନକ ଭାବରେ ଟ୍ରେନ୍ ଟ୍ରାକ୍ ପାର କରୁଥିବା ସମୟରେ ଦୁର୍ଘଟଣା…
Scrapping Policy ଖୁବଶୀଘ୍ର ଓଡ଼ିଶାରେ ଲାଗୁହେବ: ରାସ୍ତାରୁ ହଟିଯିବ ପୁରୁଣା ଗାଡ଼ି, ପ୍ରକ୍ରିୟା ଆରମ୍ଭ କଲା ରାଜ୍ୟ ପରିବହନ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଆଉ ରାସ୍ତାରେ ଦେଖିବାକୁ ମିଳିବନି । ସମସ୍ତ ପୁରୁଣା ଗାଡ଼ି ରାସ୍ତାରୁ ହଟିଯିବ । ଓଡ଼ିଶାରେ ଖୁବଶୀଘ୍ର ଲାଗୁହେବାକୁ ଯାଉଛି ପଞ୍ଜୀକୃତ ପୁରୁଣା ଯାନ…
କୋହଲିଙ୍କ ଫ୍ୟାନ୍ ହେଲେ ବିସିସିଆଇ ଅଧ୍ୟକ୍ଷ: ପ୍ରଶଂସାରେ କହିଲେ ଏମିତି…
ନୂଆଦିଲ୍ଲୀ: ବିରାଟଙ୍କୁ ପ୍ରଶଂସାରେ ପୋତିପକାଇଲେ ବିସିସିଆଇ ସଭାପତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ କୋହଲି ତାଙ୍କଠାରୁ…
୧୪୭ଟି ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବ ବିଧାୟକ ଭବନ, ସଦାଚାର କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବ ବିଧାୟକ ଭବନ । ସେଠାକୁ ଯାଇ ଜନସାଧାରଣ ନିଜ ନିଜର ଆପତ୍ତି, ଅଭିଯୋଗ ଜଣାଇ ପାରିବେ । ବିଧାୟକମାନେ ଉକ୍ତ ଭବନରେ ଲୋକଙ୍କ ଅଭିଯୋଗ ଓ…
ଭାରତରେ ପ୍ରତି ୪ ମିନିଟରେ ଜଣେ କରୁଛି ଆତ୍ମହତ୍ୟା, ମହିଳାଙ୍କ ଅପେକ୍ଷା ପୁରୁଷ ବେଶି ଶିକାର: ରିପୋର୍ଟ
ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ସମସ୍ତଙ୍କର ନିଦ ହଜାଇ ଦେଇଛି । ଭାରତରେ ପ୍ରତି ୪ ମିନିଟରେ ଜଣେ ଆତ୍ମହତ୍ୟା କରୁଛି । ଏଥିରେ ୧୮ରୁ ୩୦ ବର୍ଷୀୟ ଯୁବକ ବେଶି ସାମିଲ ରହିଛନ୍ତି…
ବେଦାନ୍ତ ଆଲୁମିନିୟମ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ପାଇଁ ସାକ୍ଷରତା ପ୍ରୟାସ
ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦ ନିର୍ମାତା ସ୍ଥାନୀୟ ଗୋଷ୍ଠୀଙ୍କୁ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ପାଇଁ ସାକ୍ଷରତା ପ୍ରୟାସ ଜାରୀ ରଖିଛି । ଏହି ଉଦ୍ଦେଶ୍ୟରେ କଂପାନି ଗତ ଦୁଇବର୍ଷ…
‘ମୁଁ ଜୀବିତ ଅଛି’: ବଞ୍ଚିଛନ୍ତି ବୋଲି ପ୍ରମାଣ କରିବାକୁ ବୃଦ୍ଧଙ୍କ ଅଜବ ଅନ୍ଦାଜ….
ଜଣେ ଲୋକ ଜୀବିତ ଅଛି । ଏଥିପାଇଁ କ'ଣ ପ୍ରମାଣ ଆବଶ୍ୟକ । କିନ୍ତୁ ହରିୟାଣାର ରୋହତକ ଜିଲ୍ଲାରେ ୧୦୨ ବର୍ଷୀୟ ବୁଦ୍ଧ ନିଜକୁ ଜୀବିତ ପ୍ରମାଣ କରିବାକୁ ପଡ଼ିଛି । ଆଉ ସେ ଏକ ଭିନ୍ନ ଉପାୟରେ ଜୀବିତ ଥିବା ନେଇ ମଧ୍ୟ…
୧୫୯୩ କୋଟିରେ ଏହି କମ୍ପାନୀର ଅଧିଗ୍ରହଣ କରିବ Reliance Industries: ପଲିଷ୍ଟର କାରବାରକୁ ବିସ୍ତାର କରିବାକୁ ରଣନୀତି
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ(RIL) ପଲିଷ୍ଟର ଚିପ୍ ଏବଂ ସୂତା ପ୍ରସ୍ତୁତ କରୁଥିବା କମ୍ପାନୀ ଶୁଭଲକ୍ଷ୍ମୀ ପଲିଷ୍ଟର୍ସ ଲିମିଟେଡକୁ ୧୫୯୨ କୋଟି ଟଙ୍କାରେ ଅଧିଗ୍ରହଣ କରିଛି । ଆରଆଇଏଲ ଶନିବାର ଶେୟାର…