Browsing Category
Top Stories
ସେପ୍ଟେମ୍ବର ମାସରେ ହେବ ଏହି ୨ବଡ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ: ଜାଣନ୍ତୁ କେଉଁ ରାଶି ଉପରେ ଏହାର ପ୍ରଭାବ
ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ବିଭିନ୍ନ ସମୟରେ ଗ୍ରହ ନକ୍ଷେତ୍ରଙ୍କ ସ୍ଥିତିରେ ପରିବର୍ତ୍ତନ ହୋଇଥାଏ । ସେମାନେ ନିଜର ଗତିପଥ ସହ ରାଶି ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ବ୍ୟକ୍ତିଙ୍କ ଭାଗ୍ୟ ଉପରେ ପ୍ରଭାବ…
ବେଧଡ଼କ ଚାଲିଛି ଦେହ ବେପାର: ସବୁ ଜାଣିକି ଚେଇଁ ଶୋଇଛନ୍ତି ନିଆଳି ଥାନା ଆଇଆଇସି
ନିଆଳି, (ଓଡ଼ିଶା ଭାସ୍କର): ନିଆଳି ଥାନା ଆଇଆଇସି ବିଜୟା ମାଲିକଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଣାଶୁଣା ମଦବ୍ୟବସାୟୀ ପଳସା ଗ୍ରାମର ବାବୁଲି ନାୟକ । ନିଆଳି ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ…
ବାଇକ ସହ ଭାସିଗଲେ ଯୁବକ,ବର୍ତ୍ତମାନ ସୁଦ୍ଧା ମିଳି ପାରୁନାହିଁ ପତ୍ତା
ଫୁଲବାଣୀ: ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଟିକିଏ ସୁଧୁରିବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ଅନେକ ନଦୀରେ ଜଳସ୍ତର ଅଧିକ ରହିଛି । ସ୍ଥାନେ ସ୍ଥାନେ ଜଳ ରାସ୍ତା ଆଉ ପୋଲ ଉପରେ ମଧ୍ୟ ଗତି କରୁଛି । ଏହା ଦ୍ୱାରା…
ଓମ୍ବାଡିସିର ୬ ନୂଆ ପ୍ରକଳ୍ପକୁ ମଞ୍ଜୁରୀ: ୧୭୫୨ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ (ଓମ୍ବାଡିସି) ର ନିର୍ଦ୍ଦେଶକ ପରିଷଦ ବୈଠକ ଅନୁଷ୍ଠିତ…
ଫିଲ୍ମ ପ୍ରମୋସନ ସହ ପେଟ ପୂଜା କରୁଛନ୍ତି ରଣବୀର;ଖାଉଛନ୍ତି ବରା,ଇଡ଼ଲି,ଦୋଷା
ହାଇଦ୍ରାବାଦ: ନିକଟରେ ବଲିଉଡ ଅଭିନେତା ରଣବୀର କପୁର ଏକ କଦଳୀ ପତ୍ରରେ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଉଥିବା ନଜର ଆସିଥିଲେ। ପ୍ରକୃତରେ ରଣବୀର କପୁର ମଧ୍ୟାହ୍ନ ଭୋଜନରେ ବ୍ରହ୍ମାସ୍ତ୍ରର ସହ-ତାରକା ନାଗାର୍ଜୁନ ଏବଂ…
ଶରୀରରେ ଏହି ୩ଟି ଲକ୍ଷଣ ଦେଖିବା ମାତ୍ରେ ହୁଅ ସାବଧାନ୍! କିଡନୀ ଷ୍ଟୋନର ହୋଇପାରନ୍ତି ଶିକାର
ଭୁବନେଶ୍ୱର: କିଡନୀ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ନଷ୍ଟ ହେବା ପରେ ଜଣେ ବ୍ୟକ୍ତିର ବୟସ ଦୁଇଗୁଣ କମିଯାଏ । ଶରୀରରେ ସମସ୍ତ ଅଙ୍ଗଗୁଡ଼ିକର କିଛି ନା କିଛି କାମ ରହିଛି । ଉଦାହରଣ ସ୍ୱରୂପ-…
ବିଦ୍ୟୁତ ତାର ଲାଗି ୨ହାତୀ ମୃତ
କେନ୍ଦୁଝର: କରେଣ୍ଟ ସଂସ୍ପର୍ଶରେ ଆସି ଦୁଇ ହାତୀ ମୃତ । ବିଦ୍ୟୁତ ତାର ଲାଗି ଦୁଇ ମାଈ ଦାତୀଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନକେନ୍ଦ୍ରରେ ଏହି ଅଘଟଣ ଘଟଛି । ଘଟଣା ସ୍ଥଳରେ…
ଏହି ୩ ରାଶିର ଲୋକଙ୍କୁ ସବୁବେଳେ ମିଳିଥାଏ ଗଣେଶଙ୍କ କୃପା
ଗଣେଶ ସ୍ଥାପନାରେ ଆଉ ଅଳ୍ପ ଦିନ ବାକି ରହିଛି । ଗଣେଶୋତ୍ସବର ୧୦ ଦିନ ମଧ୍ୟରେ ଗଣପତି ବାପ୍ପା ନିଜ ଭକ୍ତମାନଙ୍କ ମଧ୍ୟରେ ରୁହନ୍ତି ଏବଂ ସେମାନଙ୍କର ସମସ୍ତ ଦୁଃଖ ଦୂର କରି ସେମାନଙ୍କୁ ଖୁସି ଦିଅନ୍ତି । ଏଥି ସହିତ କିଛି…
ଘରୁ ଡ଼ାକିନେଇ କରିଲେ ବଳାତ୍କାର;ଦାନ୍ତରେ କାମୁଡି ରକ୍ତାକ୍ତ କରିଦେଲେ ଝିଅର ଯୌନାଙ୍ଗ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏହି ଅଭିଯୋଗ ତିନି ଜଣଙ୍କ ବିରୋଧରେ ହୋଇଛି । ଆଲାମ ହେଉଛି ଯେ ଅଭିଯୁକ୍ତ ଜଣକ ଦାନ୍ତ କାମୁଡ଼ି ଝିଅର ଯୌନାଙ୍ଗକୁ…
ଯାତ୍ରୀବାହୀ ବସ୍ ସହ ‘ମୋ ବସ୍’ ମୁହାଁମୁହିଁ : ଭାଙ୍ଗିଗଲା କାଚ
ଗୋପ(ଓଡ଼ିଶା ଭାସ୍କର): ମଙ୍ଗଳବାର ସକାଳ ସମୟରେ ଗୋପ -କୋଣାର୍କ ରାସ୍ତାର ପାଟେଳିଆ ଛକ ନିକଟରେ ଗୋଟିଏ ଯାତ୍ରୀବାହୀ ବସ୍ ମୋ ବସକୁ ସାଇଟ୍ ନ ଦେବା ସହିତ ହଠାତ୍ ମୋ ବସ୍ ଆଗରେ ଯାତ୍ରୀବାହୀ ବସ୍ ଟି ରଖି ଦେବାରୁ ମୋ ବସ୍…