Browsing Category

Top Stories

AIIMS ଛାତରୁ ଡେଇଁ ରୋଗୀ ମୃତ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମ୍ସ (AIIMS) ହସ୍ପିଟାଲ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ ଏବଂ ସେ ଏମ୍ସର…

ବଢିଲା +୨ ନାମଲେଖା ଅବଧି: ଏହି ତାରିଖ ପର୍ଯ୍ୟନ୍ତ ହେବ ଆଡମିଶନ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଏବଂ ବନ୍ୟାର ପ୍ରଭାବ ପିଲାମାନଙ୍କ ନାମଲେଖା ପ୍ରକ୍ରିୟାରେ ମଧ୍ୟ ଦେଖିବାକୁ ମିଳିଛି । ଯୁକ୍ତ ୨ ପିଲାମାନଙ୍କ ନାମଲେଖା ଅବଧିରେ ହୋଇଛି ପରିବର୍ତ୍ତନ । +୨ ପ୍ରଥମ…

ଗୋଟିଏ କଏଦୀ ପ୍ରେମରେ ଜେଲର ଦୁଇ ମହିଳା ଅଫିସର: ସମ୍ପର୍କ ରଖିବାପରେ ଘଟିଲା ଏପରି ଘଟଣା

ବ୍ରିଟେନ: ଅନେକ ସମୟରେ ଜେଲରେ ଥିବା କଏଦୀମାନଙ୍କ ଲଭଷ୍ଟୋରୀ ବିଷୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । କିଛି ଷ୍ଟୋରୀ ଭଲରେ ଶେଷ ହୋଇଥିବା ବେଳେ କିଛି ଷ୍ଟୋରୀର ଶେଷ ବହୁତ ଖରାପ ହୋଇଥାଏ । ତେବେ ବ୍ରିଟେନର ଏକ…

ସୋମବାରଠାରୁ ଶସ୍ତା ସୁନା ଯୋଗାଇବେ ସରକାର: ଜାଣନ୍ତୁ ଗ୍ରାମ ପିଛା କେତେ ରହିଛି ମୂଲ୍ୟ?

ନୂଆଦିଲ୍ଲୀ : ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଖୁସିଖବର । ସୋମବାର ବା ୨୨ ଅଗଷ୍ଟରୁ ଆପଣ ସୋଭରେନ ଗୋଲ୍ଡ ବଣ୍ଡ ଯୋଜନାରେ ନିବେଶ କରିପାରିବେ । ଏହି ଯୋଜନା ୨୬ ଅଗଷ୍ଟ ପର୍ଯ୍ୟନ୍ତ…

ନିଜ ଦୁଃଖକୁ ପଛରେ ପକାଇ ଲୋକଙ୍କୁ ସହାୟତା କରୁଛନ୍ତି ବର୍ଷା…

କଟକ: ରାଜ୍ୟରେ ବର୍ତ୍ତମାନ ବନ୍ୟାର ସ୍ଥିତି କିଭଳି ରହିଛି ଆପଣ ସବୁ ଜାଣିଥିବେ । ଟେଲିଭିଜନ ଠାରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ସବୁ ଠାରେ ବନ୍ୟାର ବିଭିତ୍ସିକା ବର୍ଣ୍ଣିତ ହୋଇ ରହିଛି । କାହିଁ କେତେ ଯେ ଲୋକ…

ଦ୍ୱାଦଶ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ଏସ୍‌ଏସ୍‌ଏସି ଷ୍ଟେନୋଗ୍ରାଫର୍ ପାଇଁ ଆବେଦନ ଆରମ୍ଭ, ଦରମା ୩୪,୮୦୦

ନୂଆଦିଲ୍ଲୀ: କର୍ମଚାରୀ ନିଯୁକ୍ତି ଆୟୋଗ(ଏସ୍‌ଏସ୍‌ସି) ଷ୍ଟେନୋଗ୍ରାଫର ଗ୍ରୁପ୍‌-ସି ଏବଂ ଡିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଦ୍ୱାଦଶ ପାସ୍ କରିଥିବା ଆଶାୟୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।…

କ’ଣ ଦେଖିଲା ଏ ଆଖି! ରୋଡ୍ ପାର ହେବା ପାଇଁ ଫୁଟ ଓଭରବ୍ରିଜ ଉପରେ ଚାଲିଲା ଅଟୋ, ଦେଖନ୍ତୁ ଭାଇରାଲ Video

ମୁମ୍ବାଇ: ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ହାଇୱେ ପାର ହେବା ପାଇଁ ଫୁଟ ଓଭରବ୍ରିଜ ଉପରେ ନିଜର ଅଟୋରିକ୍ସା ଚଳାଇଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଘଟଣାର…

ବାପା ଆପଣ ଦେଖିଥିବା ସ୍ୱପ୍ନକୁ ମୁଁ ପୂରା କରିବି…..

ନୂଆଦିଲ୍ଳୀ:ଆପଣ ଦେଖି ଥିବା ସବୁ ସ୍ୱପ୍ନକୁ ମୁଁ ପୂରା କରିବି । କିଛି ଏଭଳି କହି ଭାବୁକ ହୋଇ ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଜନ୍ମବାର୍ଷିକି…

(Video) ଆତ୍ମହତ୍ୟା ପାଇଁ ଡେଇଁପଡ଼ିଲେ ଯୁବତୀ: ଜୀବନ ବଞ୍ଚାଇବାକୁ ପାଣିରେ ଚାଲିଥିଲା ଏପରି ସଂଘର୍ଷ

ତାଳଚେର: ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସକାଳ ପ୍ରାୟ ୬ ଟା ୪୫ ରେ ସମଲ…

ସାବଧାନ୍! ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି Apps, ଖାଲି ହୋଇଯିବ ଆକାଉଣ୍ଟ: ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଓ ନିଜର ସୁବିଧା ସେଥିରେ ବିଭିନ୍ନ ଫିଚର ଥିବା ଆପ୍ ଡାଉନଲୋଡ କରୁଛନ୍ତି । କିନ୍ତୁ ଥାର୍ଡ ପାର୍ଟି ଆପକୁ ବ୍ୟବହାର କରିବାକୁ ଡାଉନଲୋଡ କରିବା ଉଚିତ୍…