
Browsing Category
Top Stories
ଗାଧୋଇବାର ଠିକ୍ ସମୟ କେଉଁଟା, ଏହି ସମୟରେ ଗାଧୋଇଲେ ଶରୀରକୁ ମିଳିବ ଅଧିକ ଫାଇଦା
ଓଡିଶା ଭାସ୍କର: ଗାଧୋଇବା ଅମଜିବନର ଏକ ନିତିଦିନିଆ କାର୍ଯ୍ୟ । କିଛି ଲୋକ ସକାଳେ ଉଠିବା ମାତ୍ରେ ଗାଧୋଇବାକୁ ପସନ୍ଦ କରନ୍ତି, ଯାହା ଦ୍ୱାରା ସେମାନେ ସତେଜ ଏବଂ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରନ୍ତି। ସେହିପରି, କିଛି…
ଡ଼ାକ୍ତର ରଚିଲେ ଇତିହାସ.. ICMRର ରିସର୍ଚ୍ଚ, ୯ ଦିନରେ ଭଲ ହେବ ରକ୍ତ କର୍କଟ!
ନୂଆଦିଲ୍ଲୀ: ଭାରତର ଚିକିତ୍ସା କ୍ଷେତ୍ରରୁ ଏକ ବହୁତ ଖୁସି ଏବଂ ଆଶାଜନକ ଖବର ଆସିଛି । ଭାରତୀୟ ବୈଜ୍ଞାନିକ ଏବଂ ଡାକ୍ତରମାନେ ରକ୍ତ କର୍କଟ ରୋଗର ଚିକିତ୍ସାରେ ଏପରି ଏକ ସଫଳତା ହାସଲ କରିଛନ୍ତି, ଯାହା ସମଗ୍ର ବିଶ୍ୱ…
Sitafal Benefits: ମହିଳାଙ୍କ ପାଇଁ ଜରୁରୀ ସୀତାଫଳ, ଚୁଟକିରେ ଦୂର ହେବ ରୋଗ !
ନୂଆଦିଲ୍ଲୀ: ସୀତାଫଳ ସମସ୍ତଙ୍କର ପ୍ରିୟ ଅଟେ । ଏହାକୁ ଇଂରାଜୀରେ custard apple କିମ୍ବା sugar apple ମଧ୍ୟ କୁହାଯାଏ । ଏହା ସ୍ୱାଦରେ ମିଠା ଏବଂ ପ୍ରଭାବରେ ଥଣ୍ଡା, ଏହାକୁ ଗ୍ରୀଷ୍ମ ଦିନ ପାଇଁ ଏକ ଉତ୍କୃଷ୍ଟ…
SBI PO Mains Result 2025: ଘୋଷଣା ହେଲା ପରୀକ୍ଷା ଫଳ, ଏହି ଲିଙ୍କରେ କରନ୍ତୁ ଚେକ୍
ନୂଆଦିଲ୍ଲୀ: SBI PO ମେନ୍ ଫଳାଫଳ ପାଇଁ ଅପେକ୍ଷାର ଅନ୍ତ ଘଟିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଆଜି ପ୍ରୋବେସାରି ଅଫିସର ମେନ୍ସ ପରୀକ୍ଷାର ଫଳାଫଳ ଘୋଷଣା କରିଛି ।
ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିବା…
ପ୍ରକାଶ ପାଇଲା +୨ ରେଜଲ୍ଟ: ପାସ୍ ହାର ୮୨.୭୭%, ବାଜିମାରିଲେ ଝିଅ
ଭୁବନେଶ୍ୱର: ଆଜି ପ୍ରକାଶ ପାଇଳା ଯୁକ୍ତ ୨ ପରୀକ୍ଷା ଫଳ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଛି ।
ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିଥିଲେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ । ପାସ୍…
ପାକିସ୍ତାନ ସହଯୋଗରେ ଡ୍ରାଗନର ନୂଆ ଚାଲ୍, ଆଫଗାନିସ୍ତାନ ପର୍ଯ୍ୟନ୍ତ CPEC ବିସ୍ତାର କରିବ ଚୀନ
ନୂଆଦିଲ୍ଲୀ: ଭାରତ ସହିତ ଆଫଗାନିସ୍ତାନର ବଢ଼ୁଥିବା ଘନିଷ୍ଠତାକୁ ଦୃଷ୍ଟିରେ ରଖି ଚୀନ୍ ଏକ ନୂତନ ପଦକ୍ଷେପ ନେଇଛି । ପାକିସ୍ତାନ ଏବଂ ତାଲିବାନ ସହିତ ପାରସ୍ପରିକ ସହଯୋଗ ବୃଦ୍ଧି କରି ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର…
(Video) CSKର ଶିଶୁ ପ୍ରଶଂସକଙ୍କ ମନ ଖୁସି କରିଦେଲେ Sanju Samson, ଅଟୋଗ୍ରାଫ୍ରେ ଦେଲେ ସରପ୍ରାଇଜ ଗିଫ୍ଟ
ନୂଆଦିଲ୍ଲୀ: ୨୦୨୫ ଆଇପିଏଲରେ ସଞ୍ଜୁ ସାମସନଙ୍କ ବ୍ୟାଟ୍ ଭଲ ପ୍ରଦର୍ଶନ କରି ନ ଥାଇପାରେ, କିନ୍ତୁ ସେ ଏବେ ପଡ଼ିଆରେ କିଛି ଏପରି କରିଛନ୍ତି, ଯାହା ଯୋଗୁଁ ତାଙ୍କୁ ସବୁଠି ପ୍ରଶଂସା ମିଳିବା ଆରମ୍ଭ ହୋଇଛି।
ରାଜସ୍ଥାନ…
(Video) ଗୋଆରେ ବର୍ଷା ଯୋଗୁଁ ବିପର୍ଯ୍ୟୟ…ସ୍କୁଟି ସହିତ ଭାସିଗଲେ ଆରୋହୀ
ନୂଆଦିଲ୍ଲୀ: ବର୍ଷା ଯୋଗୁଁ ଗୋଆର ପରିସ୍ଥିତି ଖରାପ ରହିଛି । ମଙ୍ଗଳବାର ସନ୍ଧ୍ୟାରୁ ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ବହୁତ ଅସୁବିଧାରେ ପଡ଼ିଛନ୍ତି । ଅନେକ ସ୍ଥାନରେ ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ପୋଖରୀରେ ପରିଣତ ହୋଇଛି…
ଏହି ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୋଇଥାଇପାରନ୍ତି covid-19ର ନୂଆ ଭାରିଆଣ୍ଟର ଶିକାର
ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ଅନେକ ଦେଶରେ ନୂତନ ପ୍ରକାରର କୋଭିଡ୍-୧୯ର ସଂକ୍ରମଣ ନିରନ୍ତର ବ୍ୟାପିବାରେ ଲାଗିଛି । ପ୍ରକୃତରେ, Covid-19 JN.1 ର ନୂତନ ପ୍ରକାର ଏବଂ LF.7 ଏବଂ NB.1.8 ପରି ଏହାର ଉପ-ପ୍ରକାର…
ପାକିସ୍ତାନୀ ସେନା ନିଜ ଦେଶର ପିଲାଙ୍କ ଉପରେ କରିଦେଲା ଡ୍ରୋନ ଆକ୍ରମଣ, ୪ ମୃତ
ନୂଆଦିଲ୍ଲୀ: ପାକିସ୍ତାନୀରୁ ବଡ଼ ଖବର ସାମ୍ନାକୁ ଆସିଛି। ପାକ ଆର୍ମୀ ନିଜ ଦେଶର ପିଲାଙ୍କ ଉପରେ ଡ୍ରୋନ ଆକ୍ରମଣ କରିଛି। ଏଥିରେ ୪ ଜଣ ପିଲାଙ୍କ ମୃତ୍ୟୁ ଘଟିଛି।
ଏନେଇ ଲୋକେ ଦେଶର ଆର୍ମୀ ମୁଖ୍ୟ ଅସୀମ ମୁନୀରଙ୍କ ଉପରେ…