Browsing Category

Top Stories

ବ୍ୟାଙ୍କ କର୍ମଚାରୀଙ୍କୁ ଟଏଲେଟ୍‌ରେ ବନ୍ଦ କରି ୩୨ କେଜି ସୁନା ଲୁଟିନେଲେ ଡକାୟତ

ଚେନ୍ନାଇ: ଆଜିକାଲି ଚୋରମାନେ ଭିନ୍ନ ଭିନ୍ନ ଉପାୟରେ ଚୋରି କରିବାର ଖବର ସାମ୍ନାକୁ ଆସୁଛି। ଗତକାଲି ଚେନ୍ନାଇରେ ଏମିତି କିଛି ନିଆରା ତରିକା ଆପଣାଇ ଚୋରମାନେ ଏକ ବ୍ୟାଙ୍କ୍‌ରୁ ୩୨ କେଜିର ସୁନା ଲୁଟିଛନ୍ତି। ଲୁଟେରାମାନେ…

ଲଗାଣ ବର୍ଷାରେ ବୁଡିଲା ରାଜ୍ୟର ଅଧା ସହର : ଏରସମାରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । କଟକ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି । ତେବେ ଗତ ୨୪…

କମ୍ ଟଙ୍କାରେ ଥାଇଲାଣ୍ଡ ବୁଲିବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ: IRCTC ଲଞ୍ଚ କଲା ସ୍ପେଶାଲ ଇଣ୍ଟରନ୍ୟାସନାଲ ଟୁର୍ ପ୍ୟାକେଜ୍

ନୂଆଦିଲ୍ଲୀ: ଯଦି ଆପଣ ଅକ୍ଟୋବର ମାସରେ ଥାଇଲ୍ୟାଣ୍ଡ ବୁଲି ଯିବାକୁ ଯୋଜନା କରୁଛନ୍ତି, ତେବେ IRCTC ଆପଣଙ୍କ ପାଇଁ ଏକ ଏୟାର ଟୁର୍ ପ୍ୟାକେଜ୍ ଆଣିଛି। ଏହି ପ୍ୟାକେଜ୍ ଅଧୀନରେ, ଆପଣ ୫ ରାତି ୬ ଦିନ ରହି ଆପଣ…

୩ବର୍ଷର ପିଲାକୁ ପିଟି ପିଟି ମାରିଦେଲେ, ହାଣ୍ଡିରୁ ପାଣି କାଢି ପିଇବାରୁ ପିଲାର ଜୀବନ ନେଲା …

ରାଜସ୍ଥାନ :ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି, କିନ୍ତୁ ସମାଜ ଏପର୍ଯ୍ୟନ୍ତ ଅସ୍ପୃଶ୍ୟତା ଠାରୁ ମୁକ୍ତି ପାଇନାହିଁ। ଜାତିଭେଦ ଭେଦଭାବ ଏବଂ ଅସ୍ପୃଶ୍ୟତାର ଏହି ମନ୍ଦ ଭାବନା ରାଜସ୍ଥାନର ଜାଲୋରରେ ୯…

ନିଜ ସ୍ୱାମୀଙ୍କୁ ଖୁସି କରିବାକୁ ମହିଳା କରିଲେ ଏପରିି କାଣ୍ଡ: ଯାହା ସମସ୍ତଙ୍କୁ କରିଦେଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲ୍ଲୀ:ସ୍ୱାମୀଙ୍କୁ ଖୁସି ରଖିବାକୁ ପତ୍ନୀ ମାନେ ଅନେକ କିଛି କରିଥାନ୍ତି । କିଏ ମନ ପସନ୍ଦର ଖାଇବା ଦେଇ ନିଜ ସ୍ୱାମୀଙ୍କୁ ଖୁସି କରିଥାନ୍ତି ତ ଆଉ କିଏ ସ୍ୱମୀଙ୍କ ସହ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇ ନିଜ…

ଓଡ଼ିଶା ସରକାରଙ୍କ ବମ୍ପର ନିଯୁକ୍ତି ସୁଯୋଗ: ଜାରି ରହିଛି ଆବେଦନ, ରହିଛି ଆକର୍ଷଣୀୟ ଦରମା

ଭୁବନଶ୍ୱେର: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର ଜୁନିଅର କାର୍ଯ୍ୟନିର୍ବାହୀ ସହାୟକ ପଦବୀରେ ୧୩୦ ଟି ଖାଲି ଥିବା ପୋଷ୍ଟ ପୂରଣ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡିଶା…

ଯାହାର ଘର ନାହିଁ ସେ ତ୍ରିରଙ୍ଗା କେଉଁଠି ଉଡାଇବ:ମୋଦୀଙ୍କୁ ଉଦ୍ଧବଙ୍କ ପ୍ରଶ୍ନ

ମୁମ୍ବାଇ: ପୁଣି ଉଦ୍ଧବଙ୍କ ନିଶାନାରେ ମୋଦି । ମିଳୁଥିବା ଗୋଟେ ବି ମଉକା ହାତ ଛଡା କରୁ ନାହାନ୍ତି ଉଦ୍ଧବ । ଉଦ୍ଧବ ଠାକରେ ବିଜେପି ଉପରେ ଆକ୍ରମଣ କରିବାର ସୁଯୋଗ ଛାଡି ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ଭାରତୀୟ ଷ୍ଟକ୍ ମାର୍କେଟର ‘ବିଗ୍ ବୁଲ୍’ ରାକେଶ ଝୁଞ୍ଜୁନୱାଲାଙ୍କ ୬୨ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ: ଭେଟେରାନ ନିବେଶକ ରାକେଶ ଝୁଞ୍ଜୁନୱାଲାଙ୍କର ୬୨ ବର୍ଷ ବୟସରେ ରବିବାର ସକାଳେ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୨-୩ ସପ୍ତାହ ପୂର୍ବରୁ…

ହର୍ ଘର ତ୍ରିରଙ୍ଗା ଅଭିଯାନ: ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ଏସ୍‌ଏଚ୍‌ଜି ଗ୍ରୁପ୍

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ହର୍ ଘର ତ୍ରିରଙ୍ଗା ଅଭିଯାନ ଜୋରଦାର ହେବାରେ ଲାଗିଥିବାବେଳେ ଆମ ରାଜ୍ୟର ମିଶନ ଶକ୍ତି ମା’ମାନେ ୩୦ଲକ୍ଷ ଜାତୀୟ ପତାକା…

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ରୁ ଓହରିଲେ ସିନ୍ଧୁ

ନୂଆଦିଲ୍ଲୀ: ଦୁଇ ଅଲିମ୍ପିକ୍ସ ପଦକ ବିଜେତା ତଥା ଗତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ବିଜୟିନୀ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି.ସିନ୍ଧୁ ଚଳିତ ଅଗଷ୍ଟ ମାସ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ…