fbpx

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ରୁ ଓହରିଲେ ସିନ୍ଧୁ

ନୂଆଦିଲ୍ଲୀ: ଦୁଇ ଅଲିମ୍ପିକ୍ସ ପଦକ ବିଜେତା ତଥା ଗତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ବିଜୟିନୀ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି.ସିନ୍ଧୁ ଚଳିତ ଅଗଷ୍ଟ ମାସ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ରେ ଆଘାତ ଜନିତ କାରଣ ନେଇ ଭାଗ ନେଇପାରିବେ ନାହିଁ । ସିନ୍ଧୁ ୨୦୧୯ରେ ବିଶ୍ୱ ଚାମ୍ପିୟନ୍ସିପ୍ ଟାଇଟଲ୍ ଜିତିଥିବାବେଳେ ଅନ୍ୟ
ବିଶ୍ୱ ଚାମ୍ପିୟନସିପ୍ ରେ ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି ।

Get real time updates directly on you device, subscribe now.