Browsing Category
Top Stories
୧୦୦ବଲ ବିଶିଷ୍ଟ ମ୍ୟାଚରେ ୧୦୦ ଲଗାଇ ଇତିହାସ ରଚିଲେ ,ତାଜୁବ ହେଲେ କ୍ରିକେଟର
ନୂଆଦିଲ୍ଲୀ:ଇତିହାସ ରଚିଲେ ୱିଲ ସ୍ମିଦ୍। ଲଣ୍ଡନରେ ଚାଲିଥିବା ଏକ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିବା ପରେ ତାଙ୍କ ନାମ ବର୍ତ୍ତମାନ ବହୁତ ଚର୍ଚ୍ଚା ହେଉଛି । ସୂଚନାମୁତାବକ ଏହି ଟୁର୍ଣ୍ଣାମେଣ୍ଟରେ ୧୦୦ ଟି ବଲକୁ…
ପୁରାଣ ଓ ଇତିହାସରେ ରାକ୍ଷୀବନ୍ଧନ
ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଆଜି (ଗୁରୁବାର) ଅର୍ଥାତ ଅଗଷ୍ଟ ୧୧ ଭାଇ-ଭଉଣୀ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି…
ଖୋଲିଲା ହୀରାକୁଦର ୫ଟି ଗେଟ୍: ପାଞ୍ଚ ଦିନ ଯାଏଁ ପ୍ରବଳ ବର୍ଷା
ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଡ୍ୟାମର ୫ଟି ଗେଟ୍ ଆଜି ଖୋଲାଯାଇଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗେଟ ଖୋଲିଥିବା ଜଣାପଡିଛି । ପର୍ଯ୍ୟାୟକ୍ରମେ ଆଜି ଆଉ ୫ଟି ଗେଟ୍ ଖୋଲିବା ନେଇ ସୂଚନା ମିଳିଛି । ଦିନ ୧୨ଟା…
ଶୁଣିଲେ ନାହିଁ ସିବିଆଇର ସମନ, ଘରୁ ଟାଣିଆଣିଲା ସିବିଆଇ…
ପଶ୍ଚିମବଙ୍ଗ: ପୁଣି ବିବାଦରେ ମମତାଙ୍କ ଘନିଷ୍ଠବନ୍ଧୁ ତଥା ଟିଏମସି ବୀରଭୂମି ଜିଲ୍ଳାର ସଭାପତି ଅନୁବ୍ରତ ମଣ୍ଡଳ । ସମନ ଉପରେ ସମନ ମୋଟ ୧୦ ଟି ସିବିଆଇ ସମନ ଏଡାଇବା ପରେ ଆଜି ତାଙ୍କୁ ସିବିିଆଇ ତରଫରୁ ଗିରଫ କରାଯାଇଛି ।…
ଉପରାଷ୍ଟ୍ରପତି ଭାବେ ଶପଥନେଲେ ଜଗଦୀପ ଧନଖଡ଼
ନୂଆଦିଲ୍ଲୀ: ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଲେ ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତି ତାଙ୍କର ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ବିଗୁଡ଼ୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ: ଦିଲ୍ଲୀର ଏମ୍ସରେ ଭେଣ୍ଟିଲେଟର ସପୋର୍ଟରେ କମେଡିଆନ୍
ମୁମ୍ବାଇ: ଜଣାଶୁଣା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସୂଚନାରୁ ମିଳିଛି କି, କମେଡିଆନ୍ ରାଜୁଙ୍କୁ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ତେବେ ବୁଧବାର ଦିନ…
ଅନେକ ଲୋକଙ୍କ ହୃଦୟ ଜିତିଲା ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’:
କରୀନା କାପୁର ଓ ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ତେବେ ଏହି ଫିଲ୍ମକୁ କିଛି ଦିନ ହେବ ବୟକଟ କରିବାକୁ ଦାବି ଜୋର ଧରିଥିବା ବେଳେ ଟ୍ରୋଲ ମଧ୍ୟ କରାଯାଉଥିଲା । ତେବେ…
ଚାଲିଛି ଛଟେଇ ,ତିନିମାସରେ ବିଦାହେଲେଣି ୧୦ହଜାରରୁ ଅଧିକ…
ବେଜିଂ: ଚାଇନାର ଇ-କମର୍ସ ଆଲିବାବା ଗ୍ରୁପ୍ ଗତ ତିନି ମାସ ମଧ୍ୟରେ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି । ଯାହା ସୂଚନା ମିଳିଛି ବର୍ତ୍ତମାନ କମ୍ପାନୀ…
ରାଜଧାନୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ନମାନିଲେ ୫୦୦ ଟଙ୍କା ଜୋରିମାନା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଇବା ସହିତ ପ୍ରତିବନ୍ଧକ ପୁଣିଥରେ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର । ସର୍ବସାଧାରଣ ସ୍ଥାନରେ…
ବିଏସ୍ଏଫ୍ରେ ବାହାରିଲା ବମ୍ପର ନିଯୁକ୍ତି: ଦରମା ୨୯,୨୦୦
ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀମାନଙ୍କ ପାଇଁ ଖୁସି ଖବର। ସୀମା ସୁରକ୍ଷା ବଳ(ବିଏସ୍ଏଫ୍)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ସବ ଇନସ୍ପେକଟର(ଷ୍ଟେନୋ) ଏବଂ ହେଡ କନେଷ୍ଟବଳ ପାଇଁ…