Browsing Category

Top Stories

ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମୁଣ୍ଡ ଟେକୁଛି କରୋନା। ଦିନ କୁ ଦିନ ବଢିବାର ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଶ୍ରୀମନ୍ଦିରରୁ ପଥର ଖସିବା ମାମଲା: ଜିଲ୍ଲାପାଳ କହିଲେ ଘଟଣାର ସତ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ପଥର ଖସିବା ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଛି । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା…

ଶାହାଙ୍କ ବେଙ୍ଗାଲୁରୁ ଗସ୍ତ

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବେଙ୍ଗାଲୁରୁ ଗସ୍ତ। ଏହି ଗସ୍ତରେ ସେ ସିଆଇଆଇ ତଥା କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍  ର 'ସଂକଳ୍ପ ସେ ସିଦ୍ଧି' ସମ୍ମିଳନୀରେ ଭାଗ ନେବେ।ଏହି ଯାତ୍ରା…

୫ ଓ ୬ ତାରିଖ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷ ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ବଳ ମୌସୁମୀ ପାଇଁ ରାଜ୍ୟରେ ଜାରି ରହିଛି ତାତି । ଆସନ୍ତା ୩ ଦିନ ତାତିରୁ ନାହିଁ ନିସ୍ତାର। ଆସନ୍ତା ୫ ଓ ୬ ତାରିଖ ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହେବ। ୫ ଜିଲ୍ଲାରେ ପ୍ରବଳରୁ ଅତି…

ଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍? କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍

ନୂଆଦିଲ୍ଲୀ: କୌଣସି ବଡ଼ ଆର୍ଥିକ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ଲୋନର ଆବଶ୍ୟକତା ପଡ଼ିଥାଏ । ଚାକିରିଆଙ୍କୁ ଅତି ସହଜରେ ଲୋନ୍ ମିଳିଯାଏ । କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଦରମାରେ କେତେ ଲୋନ୍ ମିଳିପାରିବ ଓ…

କାହିଁକି ୫ଟି ବଲ୍ ଖେଳି ପ୍ୟାଭିଲିୟନ ଫେରିଯାଇଥିଲେ ରୋହିତ ଶର୍ମା ? ବଡ଼ ସୂଚନା ଦେଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ବଡ଼ ବିଜୟ ହାସଲ କରିଛି। ପାଞ୍ଚ ମ୍ୟାଚ୍ ବିଷିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌କୁ ୭ ଉଇକେଟ୍‌ରେ ବିଜୟୀ ହୋଇଛି। ଏହା ସହିତ ଭାରତ ସିରିଜରେ…

‘I Love You’ ଲେଖି ଆତ୍ମହତ୍ୟା କଲେ ଯୁବକ: ରାସ୍ତାକଡ଼ ଗଛରୁ ମିଳିଲା ମୃତଦେହ

ଖଡ଼ିଆଳ: ପ୍ରେମ ସମସ୍ତଙ୍କୁ ମିଳିନଥାଏ । କାହାକୁ ମିଳେ ସଫଳତା ତ ଆଉ କାହାକୁ ମିଳିଥାଏ ବିଫଳତା । ଆଜିକାଲି ପ୍ରେମରେ ପଡ଼ିଥିବା ଯୁବପିଢ଼ି କିଛି ବି କରିବାକୁ ପଛାଉନାହାନ୍ତି । ପ୍ରେମରେ ହାରି ଲୋକମାନେ ଜୀବନ ଦେବାକୁ…

ରଣବୀରଙ୍କ ପାଇଁ ସୁପରମାକେର୍ଟରେ ନଗ୍ନ ହେଲେ ଯୁବତୀ

ମୁମ୍ବାଇ: ସମର୍ଥନ ଏବଂ ସମାଲୋଚନା ଏହି ଦୁଇଟି ହେଉଛି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ଆପଣ କିଛି ବି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣଙ୍କୁ ଏହି ଦୁଇଟିର ଶୀକାର ହେବାକୁ ପଡିବ । କେହି ଆପଣଙ୍କ କାର୍ଯ୍ୟ ପାଇଁ…

(Video) ଘୋର ଅନର୍ଥ: ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ପଥର, ବଡ଼ଠାକୁରଙ୍କ ପଛରେ ପଡ଼ିଥିବା ସୂଚନା

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ଘଟିଯାଇଛି ଏକ ବଡ଼ ଅଘଟଣ । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା ଚାଲିଛି । ଏହି ପଥର ଖଣ୍ଡକୁ…

ସାବଧାନ୍! ଆଜି ପୃଥିବୀ ସହ ଧକ୍କା ହେବ ଜିଓମ୍ୟାଗ୍ନେଟିକ୍ ଝଡ଼, ବିଦ୍ୟୁତ୍ କଟିବାର ରହିଛି ସମ୍ଭାବନା

ନୂଆଦିଲ୍ଲୀ: ସୂର୍ଯ୍ୟପୃଷ୍ଠର ଏକ ‘ଗର୍ତ୍ତ’ରୁ ବାହାରୁଥିବା ତୀବ୍ର ଗତିର ସୌର ପବନ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି । ଏହା ଆଜି ଅର୍ଥାତ୍ ୩ ଅଗଷ୍ଟରେ ପୃଥିବୀରେ ଏକ ଛୋଟ ଜିଓମ୍ୟାଗ୍ନେଟିକ୍ ଝଡ଼ର ସମ୍ଭାବନାକୁ ବଢ଼ାଇଦେଇଛି…