Browsing Category
Top Stories
୨୩ ହଜାର ମାଗଣା ଅନଲାଇନ କୋର୍ସ, ୟୁଜିସିର ଏହି ଯୋଜନାର କେହିବି ନେଇପାରିବେ ଲାଭ
ୟୁଜିସି ଦ୍ୱାରା ମାଗଣାରେ ଉଚ୍ଚଶିକ୍ଷା କୋର୍ସର ଆରମ୍ଭ କରାଯାଉଛି । ଏଥିରେ ୨୩ ହଜାରରୁ ଅଧିକ ଉଚ୍ଚଶିକ୍ଷା ପାଠ୍ୟକ୍ରମ, ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର ସୁରକ୍ଷା ଏବଂ ଚାଇଲ୍ଡହୁଡ୍ କେୟାର ଉପରେ…
ମାଲୟାଲମ୍ ଅଭିନେତା ସରଥ ଚନ୍ଦ୍ରନଙ୍କ ପରଲୋକ
ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ‘ଭାଭୀ ଜୀ ଘର ପର ହୈ’ର ଅଭିନେତା ମଲଖାନ ତଥା ଦୀପେଶ ଭାନଙ୍କର ଦେହାନ୍ତ ହୋଇଥିଲା । ତେବେ ପୁଣି ଜଣେ ଅଭିନେତା ଚଳଚ୍ଚିତ୍ର ଜଗତକୁ ଅଲବିଦା ଜଣାଇଛନ୍ତି । କେରଳର ଯୁବ ଅଭିନେତା ସରଥ…
୨୦୨୦ ରେ ଦେଶରେ ରୁଜୁ ହୋଇଛି ୪୭ ହଜାରରୁ ଅଧିକ ପକ୍ସୋ ଆକ୍ଟ, ଫାଷ୍ଟ ଟ୍ରାକ୍ କୋର୍ଟ ବଢ଼ାଇବା ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ: ଦେଶରେ ଶିଶୁଙ୍କ ଉପରେ ଯୌନ ଶୋଷଣ ମାମଲା ଉପରେ ଲଗାମ ଲଗାଇବା ମୁସ୍କିଲ ହୋଇପଡ଼ିଛି । ୨୦୨୦ ରେ ପକ୍ସୋ ଆକ୍ଟ ଅନୂଯାୟୀ ପ୍ରାୟ ୪୭ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ସରକାର ଶୁକ୍ରବାର ଲୋକସଭାରେ ଏହି…
ରସିକିଆ ସାପ ୱାନ୍ ସାଇଡ୍ ଲଭ୍ କରୁଥିଲା ନା କ’ଣ, ଲେଡିଜଙ୍କ ବିଚ୍ ଟାୱେଲ କ’ଣ ପାଇଁ ଗିଳିଥିଲା, ଏଇଟା ତ ଖାଦ୍ୟ ନୁହେଁ
ନୂଆଦିଲ୍ଲୀ: ବେଳେବେଳେ ଜୀବଜନ୍ତୁଙ୍କ କିଛି ଅଜବ କାରନାମାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ନିକଟରେ ଏକ ସାପ ପେଟରୁ ବାହାରିଥିଲା ଲେଡିଜଙ୍କର ଏକ ବିଚ୍ ଟାୱେଲ । ୪୫ ସେକେଣ୍ଡର ଉକ୍ତ ଭିଡିଓକୁ ୧.୪ କୋଟିରୁ…
ବୋତଲରେ ଦେଲେ ନାହିଁ ପେଟ୍ରୋଲ, ଗାଡ଼ି ଟାଙ୍କି ନେଇଆସିଲେ ସାଇକେଲରେ
ଅନେକ ସମୟରେ ଯଦି ବାଇକ୍ କିମ୍ବା ଗାଡ଼ିରୁ ତେଲ ସରିଯାଏ, ତେବେ ଆପଣ ହୁଏତ କୌଣସି ଏକ ବୋତଲ କିମ୍ବା ଡବାରେ ପେଟ୍ରୋଲ କିମ୍ବା ଡିଜେଲ ଆଣି ଗାଡ଼ିରେ ପକାଇଥାନ୍ତି । କିନ୍ତୁ ବେଳେବେଳେ ଏଭଳି କିଛି ପେଟ୍ରୋଲ ପମ୍ପରେ…
(Video) କ୍ଲାସରେ ସାର୍ଟ ଖୋଲି ଘୁଙ୍ଗୁଡ଼ି ମାରୁଛନ୍ତି ମାଷ୍ଟ୍ରେ, ପିଲାମାନେ ସ୍କୁଲକୁ କରି ଦେଲେଣି ଗାଈ ଗୁହାଳ
ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ ସ୍କୁଲ ଶିକ୍ଷକଙ୍କ ମନୋମୁଖୀ କାର୍ଯ୍ୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏକ ଭିଡିଓ ପୁଣି ଥରେ ବିହାରର ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି । ଜଣେ…
ଏହି ମାମଲାରେ Jioକୁ ମାତ ଦେଲା Vodafone: Free ଦେଉଛି 150 ଜିବି ଡାଟା, ଜାଣନ୍ତୁ ଦ୍ୱିତୀୟ ଫାଇଦା
ନୂଆଦିଲ୍ଲୀ: ଦେଶରେ Relience Jio ଏବଂ Airtel ଭଳି ଅନେକ ପପୁଲାର ଟେଲିକମ କମ୍ପାନୀ ରହିଛି। ୟୁଜର୍ସମାନଙ୍କୁ ବିଭିନ୍ନ ପ୍ରକାରର ଶସ୍ତା ଏବଂ ପ୍ଲାନ ଅଫର କରି ଏମାନେ ନିଜ ଆଡକୁ ଆକର୍ଷିତ କରିଥାନ୍ତି। ତେବେ ଏମାନଙ୍କୁ…
ମ୍ୟାଚ୍ ଚାଲୁଥିବା ସମୟରେ ଷ୍ଟାଡିୟମରେ ହେଲା ଆତ୍ମଘାତୀ ବିସ୍ଫୋରଣ
କାବୁଲ୍ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି । କାବୁଲ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମରେ ସ୍ପାଗୀଜା ଟି-୨୦ କ୍ରିକେଟ୍ ଲିଗ୍ ସମୟରେ ହିଁ ଏହି ବିସ୍ଫୋରଣ ହୋଇଛି । ବିସ୍ପୋରଣ ପରେ…
ବର୍ଷା ଦିନରେ କାୟା ବିସ୍ତାର କରେ ଡେଙ୍ଗୁ ଫିଭର: ଜାଣନ୍ତୁ ଏହାର ଲକ୍ଷଣ ଏବଂ ଉପଚାର
ଓଡିଶା ଭାସ୍କର: ବର୍ଷା ଦିନରେ ଡେଙ୍ଗୁଜ୍ୱର ଅଧିକ ମାତ୍ରାରେ ବ୍ୟାପିଥାଏ। ଡେଙ୍ଗୁ ବ୍ୟତୀତ ମଶାମାନଙ୍କଦ୍ୱାରା ବ୍ୟାପୁଥିବା ଅନ୍ୟାନ୍ୟ ରୋଗ ମଧ୍ୟ ଲଗାତାର ବଢିଥାଏ। ତେବେ ପରିବେଶରେ ପାଣି ଏବଂ ଅଳିଆ ଆବର୍ଜନା ଜମି…
(Video) ତୁ ପୋଲିସ ନା ଅମଣିଷ, ତୋ ବାପା ବୟସର ବୃଦ୍ଧଙ୍କୁ କୁକୁର ଭଳି ପିଟୁଛୁ, ଗୋଇଠା ମାରୁଛୁ କ’ଣ
ନୂଆଦିଲ୍ଲୀ: ଆଜିକାଲିର ମଣିଷଙ୍କ ପାଖରୁ ମାନବୀୟତା ସତେ ଯେମିତି ଦିନକୁ ଦିନ ହଜି ଯାଉଛି । ତା’ ହୋଇନଥିଲେ ଗରିବ, ମଳିମୁଣ୍ଡିଆ ଲୋକଙ୍କୁ ସରକାରୀ ବାବୁମାନେ ଏପରି କୁକୁର, ମାଙ୍କଡ଼ ପରି ବ୍ୟବହାର କରନ୍ତେ କାହିଁକି ।…