Browsing Category
Top Stories
ସାବଧାନ! ଚପଲ ପିନ୍ଧି ବାଇକ ଚଳାଉଛନ୍ତି କି? ଏତିକି ଟଙ୍କାର କଟିବ ଚାଲାଣ
ଓଡିଶା ଭାସ୍କର: ବାଇକ୍ ଚଳାଉଥିବା ଲୋକମାନଙ୍କ ପାଇଁ ଅନେକ ନିୟମ କାନୁନ ରହିଛି । ଯାହାକୁ ରାସ୍ତାରେ ଯିବା ବେଳେ ମାନି ଚଳିବା ନିହାତି ଆବଶ୍ୟକ । ତେଣୁ ଟ୍ରାଫିକର ସମସ୍ତ ନିୟମ ଆପଣଙ୍କୁ ଜାଣି ରଖିବା ଉଚିତ । ତେବେ ଯାଇ…
‘ଝୁଲା ନେଇ ଆସିଥିଲୁ, ଝୁଲା ନେଇ ଯିବୁ’, ଭାଜପା ନେତାଙ୍କ ଭିଡଓକୁ ନେଇ ମହୁଆ ମୋଇତ୍ରାଙ୍କ କଟାକ୍ଷ
ନୂଆଦିଲ୍ଲୀ: ଭାଜପା ନେତାଙ୍କୁ କଟାକ୍ଷ କଲେ ଟିଏମସି ସାଂସଦ । ପ୍ରକୃତରେ ଲୋକସଭାରେ ଦରବୃଦ୍ଧିକୁ ନେଇ ହେଉଥିବା ଚର୍ଚ୍ଚା ସମୟରେ ଟିଏମସି ସାଂସଦ ମହୁଆ ମୋଇତ୍ରା ହ୍ୟାଣ୍ଡବ୍ୟାଗ୍ ରଖିୁଥିବାର ଏଭ ଭିଡିଓ ବିଜେପି ନେତା…
ଆରେ ମୁର୍ଖ, ପେଟ୍ରୋଲ ପମ୍ପରେ ସିଗାରେଟ୍ ଟାଣୁଛୁ, ଏବେ ନିଆଁରେ ପୋଡ଼ି ମରେ
ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ନିଜର ମୁର୍ଖାମି କାରଣରୁ ଅନେକ ବିପଦକୁ ଆମନ୍ତ୍ରଣ କରିଥାନ୍ତି । ତେବେ ନିକଟରେ ଜଣେ ଯୁବକ ଏପରି ଏକ ଭୁଲ୍ ପାଇଁ ମରୁ ମରୁ ବଞ୍ଚି ଯାଇଛନ୍ତି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।…
ଦୁଇ ମହାଶକ୍ତିଙ୍କ ଗର୍ଜନରେ କମ୍ପିବ ସାରା ବିଶ୍ୱ: ତାଇୱାନରେ ଜାରି ହେଲା ହେଲା ଯୁଦ୍ଧ ଆଲର୍ଟ, ଚୀନରେ ବାଜିଲା ସାଇରନ୍
ନୂଆଦିଲ୍ଲୀ: ପୁଣି ଏକ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇଛି ସମଗ୍ର ବିଶ୍ୱ । ଆମେରିକା ସ୍ପିକର ନାନ୍ସି ପେଲୋସୀ ତାଇୱାନରେ ପହଞ୍ଚିବା ପରେ ଚୀନର ହୃଦକମ୍ପନ ବଢ଼ିଯାଇଛି । ପୂର୍ବରୁ ଚୀନ ନାନ୍ସିଙ୍କ ତାଇୱାନ ଗସ୍ତ ନେଇ…
ଋଷ ବରକୁ ୟୁକ୍ରେନର କନ୍ୟା, ଭାରତୀୟ ପରମ୍ପରାରେ ପଡ଼ିଲା ହାତଗଣ୍ଠି
ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ସମଗ୍ର ଦେଶ ଉପରେ ପଡ଼ିଛି । କିନ୍ତୁ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ଯେଉଁଠାରେ ଜଣେ ୟୁକ୍ରେନର ଜଣେ ମହିଳା ଏବଂ ଋଷ ଜଣେ ଯୁବକ ବିବାହ…
ଟାବ୍ଲେଟ ଦାମ୍ ୨୫୦ ଟଙ୍କାରୁ ବି କମ୍: ପିଲାମାନଙ୍କ ପାଇଁ ସୁନ୍ଦର ଉପହାର ହୋଇପାରେ ଏହି ଗ୍ୟାଜେଟ
ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ ଯୁଗରେ ଛୋଟ ଛୋଟ ପିଲା ବି ସ୍ମାର୍ଟଫୋନ ଏବଂ ଇଣ୍ଟରନେଟ ଇତ୍ୟାଦି ବିଷୟରେ ଜାଣି ଗଲେଣି । ଏହାପରେ କରୋନା ମହାମାରୀ ଯୋଗୁଁ ଅନଲାଇନ କ୍ଲାସ ସେମାନଙ୍କୁ ଏଥିପ୍ରତି ବେଶୀ ନିର୍ଭରଶୀଳ କରାଇ…
ନିଜର ଏହି ଭୁଲ୍ ଯୋଗୁଁ ଶ୍ୱାସ ବା ଆସ୍ଥମାର ଶିକାର ହେଉଛି ଯୁବ ପିଢି: ଜାଣନ୍ତୁ କାରଣ
ଓଡିଶା ଭାସ୍କର: ଲୋକଙ୍କ ଜୀବନରେ, ସୋମାନଙ୍କ ଖାଦ୍ୟ-ପେୟରେ ଓ ସେମାନଙ୍କ ଜୀବନ ଶୈଳୀରେ ଅନେକ ପ୍ରକାର ପରିବର୍ତ୍ତନ ଆସିିଛି । ତେବେ ଆମେ ଯଦି ପରିବେଶ କଥା କହିବା ସେଥିରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ବର୍ତ୍ତମାନ…
ପଦକ ବିଜୟ ଜାରି: ଟେବୁଲ ଟେନିସରେ ଭାରତକୁ ସ୍ୱର୍ଣ୍ଣ, ଭାରୋତ୍ତୋଳନରେ ବିକାଶ ଜିତିଲେ ରୌପ୍ୟ
ବର୍ମିଂଘମରେ ଜାରି କମନୱେଲଥ ଗେମ୍ସ ୨୦୨୨ ର ପଞ୍ଚମ ଦିନରେ ମଙ୍ଗଳବାର ଭାରତୀୟ ଟିମ୍ ଲନ୍ ବଲ୍ ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ଭାରତୀୟ ଟିମ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ୧୭-୧୦ ରେ ହରାଇ…
(Video) ଅଶାନ୍ତ ସମୁଦ୍ରରେ ଭୟଙ୍କର ଲହଡ଼ି, ହଠାତ୍ ନୌକାରୁ ତଳକୁ ଖସି ପଡ଼ିଲେ ଧୀବରମାନେ
ନୂଆଦିଲ୍ଲୀ: ମାଡ଼ି ଆସୁଛି ସମୁଦ୍ରର ଉତ୍ତାଳ ତରଙ୍ଗ । ଏହା ମଧ୍ୟରେ ସଂଘର୍ଷ କରୁଛି ଏକ ନୌକା । ମାତ୍ର ଏକ କ’ଣ । ହଠାତ୍ ଭୟଙ୍କର ଲହଡ଼ି ମାଡ଼ରେ ଡଙ୍ଗାଟି ସମ୍ପୂର୍ଣ୍ଣ ଭାବେ ନଇଁ ପଡ଼ୁଛି । ଆଉ ଏଇ ସମୟରେ ନୌକାରେ ଥିବା ୪…
ପୋଷ୍ଟ ଅଫିସର ସ୍କିମ: ପ୍ରତିଦିନ କରନ୍ତୁ ୫୦ ଟଙ୍କା ସଞ୍ଚୟ, ମିଳିବ ୩୫ ଲକ୍ଷର ଫଣ୍ଡ୍
ନୂଆଦିଲ୍ଳୀ: ଟଙ୍କା ନିବେଶ କରିବାର ଅନେକ ବିକଳ୍ପ ରହିଛି । ଅନେକ ଲୋକ ଷ୍ଟକ୍ ମାର୍କେଟରେ ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥାନ୍ତି । ଏବେ କ୍ରିପ୍ଟୋକରେନ୍ସୀ ଉପରେ ଲୋକେ ନିବେଶ କରୁଛନ୍ତି । ଏହି ସବୁ ନିବେଶରେ…