Browsing Category

Top Stories

ରାଶିଫଳ(ଶନିବାର,୩୦ ଜୁଲାଇ,୨୦୨୨)

ମେଷ : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ…

ମା’ର ଅଧିକାରୀକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଶିଶୁର ‘ଉପନାମ’ ସ୍ଥିର କରିବାକୁ ଦେଲେ ଅଧିକାର

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଗୁରୁବାର ଦିନ ସୁପ୍ରିମକୋର୍ଟ ପୁନର୍ବାର ବିବାହ କରୁଥିବା ମହିଳାଙ୍କ ଅଧିକାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଏଥିରେ କୁହାଯାଇଛି କି, ‘ଶିଶୁର ଏକମାତ୍ର…

ଆସୁଛି ଆଉ ଏକ ଲଘୁଚାପ ! ଅଗଷ୍ଟ ୬ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅଗଷ୍ଟ ୬ରୁ ପୁଣିଥରେ ବର୍ଷା ଆରମ୍ଭ ହୋଇଯିବ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ଲଘୁଚାପ ପ୍ରଭାବରେ ୬ରୁ ୯ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ…

(Video) ରାତି ଅଧରେ ଜନ୍ମଦିନ ପାଳି ବାହାରକୁ ଆସିଲେ ବାବୁସାନ, ଦେଖନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ବାବୁସାନ-ତୃପ୍ତି-ପ୍ରକୃତି କଳିର ବିପାଦ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ବାବୁସାନ୍ ପୁଣି ରାତି ଅଧରେ ନିଜ ଜନ୍ମଦିନ ପାଳି ବାହାରକୁ ଆସିଥିବା ଦେଖିବାକୁ…

ରେଲୱ ଯାତ୍ରୀଙ୍କ ପାଇଁ ବଡ ଖବର: ପାସେଞ୍ଜର ଟ୍ରେନ୍ ବିଷୟରେ ଏହି ସୂଚନା ଦେଲେ ସରକାର

ନୂଆଦିଲ୍ଲୀ: ପାସେଞ୍ଜର ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ ଆସିଛି ବଡ ଖବର। କରୋନା ମହାମାରୀ କାରଣରୁ ରେଳ ଟ୍ରାକରୁ ଅପସାରିତ ହୋଇଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ୍ ପୁନର୍ବାର ଚଳାଚଳ କରିବ। ରେଳ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶ…

ରୋହିତ ଏବଂ କାର୍ତ୍ତିକଙ୍କ ପରେ ବୋଲର ଦେଖାଇଲେ ଦମ୍, ୱେଷ୍ଟଇଣ୍ଡିଜକୁ ୬୮ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମା (୬୪) ଏବଂ ଦୀନେଶ କାର୍ତ୍ତିକଙ୍କ ଦାର୍ଶକୀୟ ୪୧ ଇନିଂସ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ଶୁକ୍ରବାର ଦିନ ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍…

ରାଜ୍ୟରେ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏହି ସହର: ଦୋକାନ,ବଜାର ସହ ଗାଡ଼ି ଚଳାଚଳ ଠପ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୨ ଘଣ୍ଟା ପାଇଁ ବନ୍ଦ ରହିବ ବରଗଡ଼ ସହର । ସଚେତନ ନାଗରିକ କମିଟି ପକ୍ଷରୁ ବରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ ।…

୫ ହଜାର ୫୦୦ ଟଙ୍କା ବଢ଼ିଲା PET ଶିକ୍ଷକଙ୍କ ଦରମା, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ କାର୍ଯ୍ୟ କରୁଥିବା ପିଇଟିଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପିଇଟିଙ୍କ ଦରମା ୫…

କ୍ରିସ ରକଙ୍କୁ କ୍ଷମା ମାଗିଲେ ୱିଲ୍ ସ୍ମିଥ୍, ସର୍ବ ସମ୍ମୁଖରେ ଷ୍ଟେଜ୍ ଉପରେ ମାରିଥିଲେ ଚାପୁଡ଼ା

ନୂଆଦିଲ୍ଳୀ: ଆୱାର୍ଡ ଫଙ୍କ୍ସନରେ କିଛି ଏଭଳି ଘଟଣା ଘଟିଥାଏ ଯାହା ଲୋକଙ୍କ ମସ୍ତିଷ୍କରେ ସବୁବେଳ ପାଇଁ ରହିଯାଇଥାଏ । ଏଭଳି ଏକ ଘଟଣା ୯୪ତମ ଏକାଡେମୀ ପୁରସ୍କାର ସମୟରେ ହୋଇଥିଲା । ଯେତେବେଳେ ଆୱାର୍ଡ ସେରିମନୀର…

ମମତାଙ୍କୁ ଘାରିଲାଣି BJPର ବ୍ରହ୍ମାସ୍ତ୍ର ED ବାଣ, ବଙ୍ଗରେ ପ୍ରୟୋଗ ହେବ ନେହେରୁଙ୍କ Kamraj Plan, ଜାଣନ୍ତୁ କ’ଣ ଏହି ପ୍ଲାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ପରେ ଏବେ ଦିଦିଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ଉଭା ହୋଇଛି । ଦିଦିଙ୍କ ପରବର୍ତ୍ତୀ ରଣନୀତି କ’ଣ…