Browsing Category

Top Stories

କୂଅରେ ଗଳି ପଡିଲା ଚଳନ୍ତା ଭ୍ୟାନ, ଶ୍ବାସରୁଦ୍ଧ ହୋଇ ଚାଲିଗଲା 10 ଜୀବନ !

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ସଞ୍ଜିତ ଅଞ୍ଚଳର କଚାରିଆ ଗାଁରେ ରବିବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ନାରାୟଣଗଡ଼ ଥାନା ଅଞ୍ଚଳରେ ୧୧ ଜଣଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ହଠାତ୍ ରାସ୍ତାରୁ ଖସି…

SACHET APP କଣ? କାହିଁକି ମନ୍ କି ବାତରେ କହିଲେ ମୋଦୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ମନ କି ବାତର ୧୨୧ତମ ଏପିସୋଡ୍ ରେ ଦେଶର ନାଗରିକଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଚେତ ଆପ୍ ନାମକ ଏକ…

ସୁନା ଦର ବୃଦ୍ଧିରେ ଲାଗିଲା ବ୍ରେକ: ଜାଣନ୍ତୁ ଭରି ପିଛା କେତେ ଅଛି ମୂଲ୍ୟ

ସପ୍ତାହ ଶେଷରେ ସୁନା ଦରକୁ ନେଇ ଆସିଲା ଖୁସି ଖବର। ସୁନା ଦର ବୃଦ୍ଧିରେ ଲାଗିଲା ବ୍ରେକ। ଲଗାତାର ଭରି ପିଛା ମୂଲ୍ୟରେ ବୃଦ୍ଧି ପାଉଥିବା ବେଳେ ଆଜି ୨୭ ଏପ୍ରିଲ ୨୦୨୫ ରବିବାର ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟରେ ଦରରେ…

ରିସର୍ଚ୍ଚରେ ଆଶ୍ଚର୍ଯ୍ୟଜନକ ଖୁଲାସା, ଅଧିକ ଚିକେନ ଖାଉଥିଲେ ପଢ଼ନ୍ତୁ ଏହି ଖବର

ନୂଆଦିଲ୍ଲୀ: ଭେଜ୍ ନା ନନଭେଜ୍ କେଉଁଟା ସ୍ବାସ୍ଥ୍ୟପକ୍ଷେ ଭଲ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ଏହା ଉପରେ ଅନେକ ଗବେଷଣା ମଧ୍ୟ କରାଯାଇଛି । ନନ୍-ଭେଜ୍ ଲୌହ ଏବଂ ପ୍ରୋଟିନ୍ ପାଇଁ ଭଲ, କିନ୍ତୁ ସାମ୍ପ୍ରତିକ…

ବଦଳିବ ପାଗ: ଖରାରୁ ମିଳିବ ତ୍ରାହି, ମେ 1 ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ତେବେ ଏହାରି ଭିତରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ଦେଇଥିବା ଖବର…

ସ୍ତ୍ରୀକୁ ମାରିବାକୁ ଆସି ଚାଲିଗଲା ସ୍ବାମୀର ଜୀବନ, ଶ୍ବଶୁରଙ୍କ ପାଲଟା ଆକ୍ରମଣରେ ଉଡ଼ିଗଲା ପ୍ରାଣ

ଭୁବନେଶ୍ବର: ଜଟଣୀ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ମାରିବାକୁ ଆସିଥିବା ବେଳେ ଚାଲିଗଲା ସ୍ବାମୀର ଜୀବନ । ଧାରୁଆ ଅସ୍ତ୍ରରେ ଶାଶୁ ଓ ସ୍ତ୍ରୀକୁ ଆକ୍ରମଣ…

ଗୋଟିଏ ଦିନରେ OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି, ଅସନ୍ତୋଷ ଝାଡ଼ିଲେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ଦୁଇଟି ବଡ଼ ପରୀକ୍ଷାରେ ତ୍ରୁଟି ଦେଖାଯାଇଛି । OSSC ପରୀକ୍ଷାରେ ତ୍ରୁଟି ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖାଯାଇଛି ।…

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ପରୀକ୍ଷାରେ ବଡ଼ ତ୍ରୁଟି, ପରୀକ୍ଷାର୍ଥୀ ହତାଶ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି । ତ୍ରୁଟି ସ୍ବୀକାର କଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ କର୍ତ୍ତୃପକ୍ଷ । ଆଜି ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା…

Vaishakh Amavasya 2025: ଆଜି ବୈଶାଖ ଅମାବାସ୍ୟା, ଏହି ଜିନିଷ ଦାନ କଲେ ମିଳିବ ପୂର୍ବପୁରୁଷଙ୍କ ଆଶୀର୍ବାଦ

ନୂଆଦିଲ୍ଲୀ: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ ବୈଶାଖ ମାସର ଅମାବାସ୍ୟା ୨୭ ଏପ୍ରିଲ ଅର୍ଥାତ୍ ଆଜି ପଡୁଛି ।  ଅମାବାସ୍ୟାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ଏବଂ ଏହି ଦିନ ପୂଜା, ସ୍ନାନ ଏବଂ ଦାନର ବିଶେଷ…

ଅଭାବନୀୟ ଘଟଣା, ପ୍ରଥମେ ଦୁଇ ଭାଇଙ୍କୁ ମାରିଦେଲେ ପରେ ଜଙ୍ଗଲରେ ପାଳ ପକାଇ ପୋଡିଦେଲେ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା । ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।…