Browsing Category
Top Stories
ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍, ଜଣେ ମୃତ
ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଅନ୍ତର୍ଗତ ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା ହୋଇଛି । ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହିତ 5ରୁ ଅଧିକ…
OJEE: 12 ତାରିଖ ଯାଏଁ 3 ଟି ସିଫ୍ଟରେ ହେବ ପରୀକ୍ଷା, ଏହି ତାରିଖରୁ ଆରମ୍ଭ ହେବ
ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) 2025 ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ମେ 2 ତାରିଖରୁ ପରୀକ୍ଷା ହେବ ।
2 ତାରିଖରୁ 12 ତାରିଖ ଯାଏଁ 3ଟି ସିଫ୍ଟରେ ପରୀକ୍ଷା ହେବ…
ବ୍ରହ୍ମପୁର ଗସ୍ତରେ ଯାଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ପ୍ରତି ରବିବାର..
ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତରେ ଯାଇଥିଲେ । ଭିମପୁର ସ୍କୁଲର 100 ବର୍ଷ ପୂରଣ ହେବା ଅବସରରେ ଯୋଗ ଦେବା ସହିତ ମା ବୁଢ଼ୀ ଠାକୁରାଣୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକ…
ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ବଡ଼ ଟେନସନ ଦେବ ଭାରତ..26ଟି ରାଫେଲ ବିମାନ କିଣିବ
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ମଧ୍ୟରେ, ଆଜି ଦିଲ୍ଲୀରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି । ଉଭୟ ଦେଶ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ…
ବଦଳିବ ପାଗ…କାଳବୈଶାଖୀ ବର୍ଷା ନେଇ ଆଜି 9 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
ଭୁବନେଶ୍ବର: ଆସନ୍ତା ମେ 1 ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡଘଡି ପାଇଁ ସତର୍କବାଣୀ ଜାରି କରାଯାଇଛି । ଆଜି 9 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ…
ପହଲଗାମ ଆକ୍ରମଣ ପରେ ଆକ୍ସନ : ଭାରତ ନ ଛାଡ଼ିଲେ ପାକିସ୍ତାନୀ ନାଗରିକଙ୍କୁ ୩ ବର୍ଷ ଜେଲ କିମ୍ବା ୩ ଲକ୍ଷ ଟଙ୍କା ଜୋରିମାନା କିମ୍ବା ମିଳିବ ଉଭୟ…
ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ହମଲାରେ…
୫୩୧ ପାକିସ୍ତାନୀ ଛାଡ଼ିଲେ ଭାରତ, ଜାଣନ୍ତୁ କେତେ ଭାରତୀୟ ଫେରିଲେ ?
ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ହମଲାରେ ପାକିସ୍ତାନର ସମ୍ପୃକ୍ତି ଥିବା ଅଭିଯୋଗ ପରେ…
New NCERT textbooks: ବାଦ୍ ପଡିଲା ମୋଗଲ-ଦିଲ୍ଲୀ ସୁଲତାନ, ଯୋଡି ହେଲା ଭୂଗୋଳ-ମହାକୁମ୍ଭ
ନୂଆଦିଲ୍ଲୀ: ୭ମ ଶ୍ରେଣୀ NCERT ପାଠ୍ୟପୁସ୍ତକରୁ ମୋଗଲ ଏବଂ ଦିଲ୍ଲୀ ସଲ୍ତାନତ ସମ୍ବନ୍ଧୀୟ ସମସ୍ତ ଉଲ୍ଲେଖକୁ ବାଦ ଦିଆଯାଇଛି । ଭାରତୀୟ ରାଜବଂଶ ଉପରେ ଅଧ୍ୟାୟ, 'ପବିତ୍ର ଭୂଗୋଳ', ମହାକୁମ୍ଭ ସମ୍ବନ୍ଧୀୟ ଉଲ୍ଲେଖ ଏବଂ…
ବାରାଣସୀରୁ ବେଙ୍ଗାଲୁରୁ ବିମାନରେ ବୋମା ଗୁଜବ, କାନାଡିଆନ ଯାତ୍ରୀ ଗିରଫ
ନୂଆଦିଲ୍ଲୀ: ବୋମା ଭୟ ଯୋଗୁଁ ଉତ୍ତର ପ୍ରଦେଶର ବାରାଣସୀରୁ ବେଙ୍ଗାଲୁରୁ ଯାଉଥିବା ବିମାନକୁ ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା । ଏହି ସମୟ ମଧ୍ୟରେ, ବିମାନ ଏବଂ ରନୱେକୁ ଭଲ ଭାବରେ ଯାଞ୍ଚ…
ପାକିସ୍ତାନୀ ହିନ୍ଦୁ ଚାରିଧାମ ଯାତ୍ରା ଉପରେ ବ୍ୟାନ୍ ଲଗାଇଲା ଭାରତ
ନୂଆଦିଲ୍ଲୀ: ପାକିସ୍ତାନୀ ହିନ୍ଦୁ ଚାରିଧାମ ଯାତ୍ରା ଉପରେ ବ୍ୟାନ୍ ଲଗାଇଲା ଭାରତ । ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ପଦକ୍ଷେପ ନେଉଛି । ଏବେ…